Sign in
Sign in
Recover your password.
A password will be e-mailed to you.
Browsing Category
କୋରାପୁଟ
KPLF ପକ୍ଷରୁ ଗରିମାମୟ ଭାବେ ୮୦ତମ ସ୍ୱାଧୀନତା ଦିବସ ପାଳିତ ।
କୋରାପୁଟ, ଅଗଷ୍ଟ ୧୫(ସତ୍ୟ ଶୋଭନ ସିଂଙ୍କ): ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ କୋରାପୁଟ ପାଷ୍ଟର୍ସ ଆଣ୍ଡ ଲିଡର୍ସ ଫେଲୋଶିପ୍ (KPLF) ପକ୍ଷରୁ ଆଜି ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଶୃଙ୍ଖଳା ଓ ଦେଶପ୍ରେମର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ…
ଭାରତୀ କଳା ନିକେତନ ସାହିତ୍ଯ ଓ ସାଂସ୍କୃତିକ ମହୋତ୍ସବ-୨୦୨୬ ଅନୁଷ୍ଠିତ
ଉମରକୋଟ (୧୦/୮): ନବରଂଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଭାରତୀ କଳା ନିକେତନ ଦ୍ବାରା ଝରିଗାଁ ପଞ୍ଚାୟତ ସମିତି ସଭାଗୃହରେ "ଭାରତୀ କଳା ନିକେତନ ସାହିତ୍ଯ ଓ ସାଂସ୍କୃତିକ ମହୋତ୍ସବ-୨୦୨୬"ସଫଳତା ସହ ଆୟୋଜିତ ହୋଇଯାଇଛି ।ବହୁ ସାହିତ୍ଯପ୍ରେମୀଙ୍କ ଉପସ୍ଥିତିରେ ଅନୁଷ୍ଠିତ…
ସ୍ନେହ ଓ ଭକ୍ତିର ଅନନ୍ୟ ମିଳନ:ଭଣଜାକୁ କାଉଡ଼ିରେ ବସାଇ ବାବା ଗୁପ୍ତେଶ୍ୱରଙ୍କ ପୀଠରେ ମାମୁଁର ଜଳାଭିଷେକ
ଜୟପୁର,୧୦/୮ ଏ.ଭେଙ୍କଟ ରାଓ: ଆଜିର ବ୍ୟସ୍ତବହୁଳ ଓ ସ୍ୱାର୍ଥପର ଦୁନିଆରେ, ଯେଉଁଠି ଧୀରେ ଧୀରେ ସମ୍ପର୍କର ମୂଲ୍ୟ କମିବାରେ ଲାଗିଛି ଏବଂ ନିଜ ସ୍ୱାର୍ଥ ଆଗରେ ଆତ୍ମୀୟତା ଫିକା ପଡ଼ିଯାଉଛି, ସେତିକି ବେଳେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ଧାମରେ ଦେଖିବାକୁ ମିଳିଛି ଏକ…
ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ବିକ୍ଷୋଭ, ୪ ଦଫା ଦାବିପତ୍ର ପ୍ରଦାନ ।
କୋରାପୁଟ, ୦୭ ଅଗଷ୍ଟ: ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର ଜିଲ୍ଲା ଆବାହକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ…
ମାଲକାନଗିରି-ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ: କ୍ଷତିପୂରଣରେ ପାତରଅନ୍ତର ନେଇ ବିଜେଡିର କ୍ଷୋଭ, ଜୟପୁର ଚାଷୀଙ୍କୁ ଉଚିତ…
ଜୟପୁର,୨୬/୭(ଏ.ଭେଙ୍କଟ ରାଓ): ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁର ରେଳ ପ୍ରକଳ୍ପକୁ ସ୍ଥାନୀୟ ଜନସାଧାରଣ ଓ ନେତୃବୃନ୍ଦ ସ୍ବାଗତ କରିଛନ୍ତି। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ସ୍ବପ୍ନର ପ୍ରକଳ୍ପ ଦ୍ୱାରା ଅଞ୍ଚଳରେ ରେଳ ସଂଯୋଗ ବୃଦ୍ଧି ପାଇବା ସହ ବିକାଶ ଆଶା କରାଯାଉଛି। ମାତ୍ର ଏହି…
କୋରାପୁଟ ଶୋଭା ସଂସ୍ଥାର ୩୩ତମ ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ଶ୍ରୀ ଗୌରୀଶଙ୍କର ରାଓ ସମ୍ମାନିତ
କୋରାପୁଟ(ସୁରେନ୍ଦ୍ର ଖୋସଲା) : କୋରାପୁଟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶୋଭା ସଂସ୍ଥାର ୩୩ତମ ପ୍ରତିଷ୍ଠା ଉତ୍ସବ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ସଭାପତି ଶ୍ରୀ ମଦନ ଖିରିଶାନିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି, ସଦସ୍ୟ ଏବଂ…
କୋରାପୁଟରେ NEET ପ୍ରଶ୍ନପତ୍ର ଲିକ୍ ଓ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ବିରୋଧରେ ବିଶାଳ ଶାନ୍ତିପୂର୍ଣ୍ଣ…
କୋରାପୁଟ, ଜୁଲାଇ ୨୩: ଦେଶବ୍ୟାପୀ ଭାବେ ଚର୍ଚ୍ଚାର ବିଷୟ ପାଲଟିଥିବା NEET ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବା ଯୁବକ-ଯୁବତୀଙ୍କ ଉପରେ ଦିଲ୍ଲୀ ପୋଲିସଙ୍କ କଥିତ ଲାଠିଚାର୍ଜକୁ ବିରୋଧ କରି କୋରାପୁଟ ସହରରେ ଏକ ବିଶାଳ…
କୋରାପୁଟରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବିଶେଷ କ୍ୟାମ୍ପ
କୋରାପୁଟ(ବିପିନ କୁମାର ହିଆଲ): ପିତୃମାତୃହୀନ ଏବଂ ଏକ ଅଭିଭାବକ ଶିଶୁଙ୍କୁ ଉପଯୁକ୍ତ ଥଇଥାନ ଓ ସାମାଜିକ ସୁରକ୍ଷା ଯୋଗାଇଦେବା ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଲକ୍ଷ୍ମୀପୁର ବ୍ଲକର ମିଶନଶକ୍ତି ଗୃହ ପରିସରରେ ଏକ ସ୍ୱତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏହି…
ଜୟପୁର ରେ ରଥଯାତ୍ରା କୁ ନେଇ ପୋଲିସ ତରଫରୁ ପ୍ରେସ ବିବୃତି.
ଜୟପୁର :(ଏ.ଭେଙ୍କଟ ରାଓ ) ଚଳିତ ବର୍ଷ ରଥଯାତ୍ରା ପାଇଁ ଜୟପୁର ପୋଲିସ ତରଫରୁ ଟ୍ରାଫିକ ସହିତ ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରେସ ବିବୃତି.
ଚଳିତ ବର୍ଷ ରଥଯାତ୍ରା ପାଇଁ ନିୟୋଜିତ ହେବେ 9 ପ୍ଲାଟୁନ ପୋଲିସ ତାରିଣୀ ଛକ ଠାରୁ ୱେଲକମ ଛକ ପ୍ରଯ୍ୟନ୍ତ ନୋ ଭେଇକାଲ ଜୋନ, ଦିନ 11 ଟାରୁ ରାତି 12…
ପୋଡାଗଡ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଜନଶୁଣାଣୀ ଓ ସଚେତନ ଶିବିର ।
କୋରାପୁଟର : (ବିପିନ କୁମାର ହିଆଲ )ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଜନଶୁଣାଣୀ ଓ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗଣେଶ୍ୱର କୁଲଦୀପ ଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା ।…