Sign in
Sign in
Recover your password.
A password will be e-mailed to you.
Browsing Category
କୋରାପୁଟ
କୋରାପୁଟରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବିଶେଷ କ୍ୟାମ୍ପ
କୋରାପୁଟ(ବିପିନ କୁମାର ହିଆଲ): ପିତୃମାତୃହୀନ ଏବଂ ଏକ ଅଭିଭାବକ ଶିଶୁଙ୍କୁ ଉପଯୁକ୍ତ ଥଇଥାନ ଓ ସାମାଜିକ ସୁରକ୍ଷା ଯୋଗାଇଦେବା ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଲକ୍ଷ୍ମୀପୁର ବ୍ଲକର ମିଶନଶକ୍ତି ଗୃହ ପରିସରରେ ଏକ ସ୍ୱତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏହି…
ଜୟପୁର ରେ ରଥଯାତ୍ରା କୁ ନେଇ ପୋଲିସ ତରଫରୁ ପ୍ରେସ ବିବୃତି.
ଜୟପୁର :(ଏ.ଭେଙ୍କଟ ରାଓ ) ଚଳିତ ବର୍ଷ ରଥଯାତ୍ରା ପାଇଁ ଜୟପୁର ପୋଲିସ ତରଫରୁ ଟ୍ରାଫିକ ସହିତ ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରେସ ବିବୃତି.
ଚଳିତ ବର୍ଷ ରଥଯାତ୍ରା ପାଇଁ ନିୟୋଜିତ ହେବେ 9 ପ୍ଲାଟୁନ ପୋଲିସ ତାରିଣୀ ଛକ ଠାରୁ ୱେଲକମ ଛକ ପ୍ରଯ୍ୟନ୍ତ ନୋ ଭେଇକାଲ ଜୋନ, ଦିନ 11 ଟାରୁ ରାତି 12…
ପୋଡାଗଡ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଜନଶୁଣାଣୀ ଓ ସଚେତନ ଶିବିର ।
କୋରାପୁଟର : (ବିପିନ କୁମାର ହିଆଲ )ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଜନଶୁଣାଣୀ ଓ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗଣେଶ୍ୱର କୁଲଦୀପ ଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା ।…
କୋରାପୁଟରେ KPLF ପକ୍ଷରୁ ଭାରତୀୟ ସମ୍ବିଧାନ ସଚେତନତା ଶିବିର ସଫଳତାର ସହ ଅନୁଷ୍ଠିତ ।
କୋରାପୁଟ, ୦୯ ଜୁଲାଇ ୨୦୨୬( ସତ୍ୟ ଶୋଭନ ସିଂ) : କୋରାପୁଟ ପାଷ୍ଟର୍ସ ଆଣ୍ଡ ଲିଡର୍ସ ଫେଲୋଶିପ୍ (KPLF) ଆୟୋଜିତ "Indian Constitution Awareness Program" ଆଜି କୋରାପୁଟସ୍ଥିତ ଡକ୍ଟର. ବି. ଆର୍. ଅମ୍ବେଦକର ଷ୍ଟଡି ସେଣ୍ଟର, ଜୟପୁର ରୋଡ୍ (NH-26) ଠାରେ ସଫଳତାର ସହ ଅନୁଷ୍ଠିତ…
ଲଗାଣ ବର୍ଷାରେ ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ ଖୋଲିଲା
କୋରାପୁଟ: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି-ଡ୍ୟାମର ଜଳସ୍ତର ବୃଦ୍ଧି ପାଇବା ପରେ ଶନିବାର ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି। ଡ୍ୟାମର ୭ ନମ୍ବର ଗେଟ ଦେଇ ପ୍ରତି ସେକେଣ୍ଡରେ ୧୦୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।ଡ୍ୟାମର…
କୋରାପୁଟରେ KPLF ପକ୍ଷରୁ ଇଣ୍ଡିଆନ୍ ନ୍ୟାସନାଲ୍ ଖ୍ରୀଷ୍ଟିଆନ୍ ଡେ ପାଳିତ
କୋରାପୁଟ, ୩ ଜୁଲାଇ: କୋରାପୁଟ ପାଷ୍ଟର୍ସ ଆଣ୍ଡ ଲିଡର୍ସ ଫେଲୋଶିପ୍ (KPLF) ପକ୍ଷରୁ ୩ ଜୁଲାଇ ୨୦୨୬ ତାରିଖରେ ଇଣ୍ଡିଆନ୍ ନ୍ୟାସନାଲ୍ ଖ୍ରୀଷ୍ଟିଆନ୍ ଡେ ଉପଲକ୍ଷେ ଏକ ଭକ୍ତିମୟ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ୩ ଜୁଲାଇକୁ ଭାରତରେ Indian Christian Day ଭାବେ ପାଳନ କରାଯାଏ, ଯାହା…
ଦଶମନ୍ତପୁର ବ୍ଲକ କଂଗ୍ରେସ ସଭାପତି ଚୟନ ହେଲେ ମୋହନ ପାତ୍ର ହିଆଲ ।
କୋରାପୁଟ ,ବିପିନ କୁମାର ହିଆଲ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ କଂଗ୍ରେସ ସଭାପତି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବରେ ମୋହନ ପାତ୍ର ହିଆଲଙ୍କୁ ତା ୧/୭/୨୦୨୬ ରିଖରେ ଚୟନ କରାଯାଇଛି । ଏହି ସମାରୋହରେ ରାଜ୍ୟର ଅନେକ କଂଗ୍ରେସ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।…
ବିଷମକଟକ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
ରାୟଗଡ(ଭି ଗୌରୀ ଶଙ୍କର ରାଓ) ତା: ୨୯.୦୬.୨୦୨୬ରିଖ ଦିନ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ବିଷମକଟକ ପଞ୍ଚାୟତ ସମିତି କାର୍ଯାଳୟ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଉପଜିଲ୍ଲାପାଳ…
ଜୟପୁର ର ବିଭିନ୍ନ ଅନୁଷ୍ଠାନ ତରଫରୁ ଜୟପୁୂର ମହାରାଜା ଶ୍ରୀ ଶ୍ରୀ ବିକ୍ରମ ଦେବବର୍ମା ଙ୍କ ୧୫୮ ତମ ଜୟନ୍ତୀ ପାଳିତ।
ଜୟପୁର,(ଏ.ଭେଙ୍କଟ ରାଓ) ୨୮।୬: ଶ୍ରୀ ବିକ୍ରମ କଳା ଏବଂ ଚାରୁକଳା ବିଦ୍ୟାଳୟଠାରେ ବିକ୍ରମ ଦେବ ବର୍ମାଙ୍କ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହୋଇଥିଲା। ଜୟପୁର ମହାରାଜା ସାହିତ୍ୟ ସମ୍ରାଟ ରାଜର୍ଷି ବିକ୍ରମ ଦେବ ବର୍ମା ଙ୍କ ଜୟନ୍ତୀ ରେ ସ୍ଥାନୀୟ ଶ୍ରୀ ବିକ୍ରମ ଦେବ ଚାରୁକଳା…
କୋରାପୁଟ ସହରରେ ବର୍ଷାର ତାଣ୍ଡବ।
ଆଜି ତା ୨୭/୬/୨୦୨୬ ରିଖ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ହଟାତ୍ କଳାମେଘ ମାଡିଆସି ଆଖି ପିଛୁଳାକେ ଜୋର୍ ଦାର୍ ବର୍ଷ ହେବାରୁ କୋରାପୁଟ ବସଷ୍ଟାଣ୍ଡ ନିକଟ ପୁରୁଣା ଟାଉନଥାନା ପାଚେରୀ ମଧ୍ୟରେ ରହିଥିବା ମୁନିଗା ଗଛ କିଛି ଫଳ ଦୋକାନ ଉପରେ ଓ ପାର୍କିଂ ହୋଇଥିବା କେତେକ ବାଇକ୍ ଉପରେ ପଡିଯିବାରୁ…