Sign in
Sign in
Recover your password.
A password will be e-mailed to you.
Browsing Category
କୋରାପୁଟ
ଡିଭିଏଫ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେସନରେ ବିପୁଳ ମାଓ ସାମଗ୍ରୀ ଜବତ
କୋରାପୁଟ: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅଧୀନ ବାଦଲିପାହାଡ଼ ଜଙ୍ଗଲ ଅଞ୍ଚଳରେ ଏକ ମାଓବାଦୀ ଡମ୍ପ ଠାବ କରିବାରେ କୋରାପୁଟ ପୋଲିସ ସଫଳ ହୋଇଛି। ଏଥିସହ ସେଠାରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଆତ୍ମସମର୍ପଣ କରିଥିବା…
ନାରାୟଣପାଟଣାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି: ୪୯ ଅଭିଯୋଗ ଶୁଣାଣି, ୬ଟିର ତୁରନ୍ତ ସମାଧାନ
ନାରାୟଣପାଟଣା/କୋରାପୁଟ(ବିପିନ କୁମାର ହିଆଲ): କୋରାପୁଟ ଜିଲ୍ଲା ନାରାୟଣପାଟଣା ଠାରେ ଆଜି ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ମୋଟ ୪୯ ଗୋଟି ଅଭିଯୋଗର ଶୁଣାଣି କରାଯାଇ ୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି।
ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ…
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା, କୋରାପୁଟରେ ରି ନୀଟ୍ ଡାକ୍ତରୀ ଆଶାୟୀ ପ୍ରାର୍ଥୀଙ୍କ ପରୀକ୍ଷା – 2026 ।
କୋରାପୁଟ(ବିପିନ୍ କୁମାର ହିଆଲଙ୍କ) : କୋରାପୁଟ ଜିଲ୍ଲାର କେନ୍ଦ୍ର ସରକାର ଦ୍ୱାରା ସଂସ୍ଥାପିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା କୋରାପୁଟରେ ଡାକ୍ତରୀ ଆଶାୟୀ ପ୍ରାର୍ଥୀଙ୍କ ରି ନୀଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ସାରା ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ରି ନୀଟ୍…
ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ଅଟୁଟ ବିଶ୍ୱାସ : ବର୍ଷା ପାଇଁ ବିରିପାଣି ଯାତ୍ରା
ଜୟପୁର, ୨୦/୦୬(ଏ.ଭେଙ୍କଟ ରାଓ): ବିଜ୍ଞାନ ଯୁଗରେ ମଧ୍ୟ ପାରମ୍ପରିକ ବିଶ୍ୱାସ ଓ ଆଚାର-ବିଚାର ଆଦିବାସୀ ସମାଜରେ ଆଜି ବି ସମାନ ଭାବେ ଜୀବନ୍ତ ରହିଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଗଡପଦର ଗ୍ରାମରେ ଶନିବାର ପାଳିତ ହୋଇଛି ପ୍ରସିଦ୍ଧ ବିରିପାଣି ଯାତ୍ରା। ଏହି ଯାତ୍ରା ମାଧ୍ୟମରେ ଚଳିତ ବର୍ଷର…
ଜୟପୁର ପୋଲିସର ବଡ଼ ସଫଳତା, ଏକା ବେଳେକେ 6 ଅଭିଯୁକ୍ତ ଗିରଫ
ଜୟପୁର(ଏ.ଭେଙ୍କଟ ରାଓ) : ଜୟପୁର ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ମଧ୍ୟରେ ଘଟିଥିବା ଚୋରି ମାମଲାର ପର୍ଦାଫାସ କରି ୪ଟି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଜୟପୁର ସହରର ବିଭିନ୍ନ ସ୍ଥାନରେ ଘଟିଥିବା ମନ୍ଦିର, ବ୍ୟବସାୟିକ ପ୍ରତିଷ୍ଠାନ ଓ…
ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ ।
ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।…
ନିଟ୍ ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନର ମାଗଣା ବସ୍ ସେବା
କୋରାପୁଟ(ବିପିନ କୁମାର ହିଆଲ) ୧୮. ୦୬. ୨୬: ନିଟ୍ ୨୦୨୬ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ମାଗଣା ବସ୍ ସେବା ଯୋଗାଇ ଦିଆଯିବ। ଏହି ସେବା କେବଳ ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ।
ପରୀକ୍ଷାର୍ଥୀମାନଙ୍କ ଯାତାୟାତ…
ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ
ନବରଙ୍ଗପୁର ୧୬.୬.୨୦୨୬ :(ଶେଖର ଖୁରା )ନବରଙ୍ଗପୁର ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଆଗାମୀ ଅଠର ତାରିଖ ପୂର୍ବାହ୍ନରେ…
ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଦ୍ଦୟ ଓ ହିଂସାତ୍ମକ ହତ୍ୟା ପରେ ଗଛରେ ଟଙ୍ଗାଇ ଫାଶୀ ।
କୋରାପୁଟ ( ବିପିନ ହିଆଲ) : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅର୍ନ୍ତଗତ ପି ବେଡାପଦର୍ ଗ୍ରାମ ପଞ୍ଚାୟତର ପଞ୍ଚଡ଼ାପଦର୍ ଗ୍ରାମରେ ରୁମ ଟାଙ୍ଗୁରା ଘଟଣା ବଡ଼ ଚାଞ୍ଚଲ୍ୟ ମାନ କରିଛି । ଗତ ଛଅ ମାସ ହେବ ପଞ୍ଚଡାପଦର୍ ଗ୍ରାମର ଶ୍ରୀ ପବିତ୍ର ସାଉଁନ୍ତା ନାମକ ବ୍ୟକ୍ତି ଲକ୍ଷ୍ମୀପୁର ବ୍ଲକ୍…
ଓଡ଼ିଶା ଡ୍ରାଇଭର ମହାସଂଘ ରାଲି କୋରାପୁଟ ।
କୋରାପୁଟ(ବିପିନ କୁମାର ହିଆଲ) : ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ନାଗଙ୍କ ନେତୃତ୍ୱରେ ୧୪ ଗୋଟି ବ୍ଲକର ପ୍ରାୟ ୬୦୦ ଡ୍ରାଇଭର କୋରାପୁଟ ସଦର ମହକୁମା ଠାରେ ପଦ୍ମଗମନଦ୍ଵାରା ମହା ରାଲି ପ୍ରଦର୍ଶନ କରିଛନ୍ତି । ଏହି ରାଲୀର ମୂଖ୍ୟ ଉଦ୍ଦେଶ୍ଵ…