ନବରଙ୍ଗପୁର ୧୬.୬.୨୦୨୬ :(ଶେଖର ଖୁରା )ନବରଙ୍ଗପୁର ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଆଗାମୀ ଅଠର ତାରିଖ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହ୍ନରେ ବ୍ଲକ ସ୍ତରରେ ଟେବୁଲ ଟପ ଏକସର ସାଇଜ ଏବଂ ଉଣେଇଶି ତାରିଖ ରେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ କୁ ସାକାର କରିବା ପାଇଁ ପ୍ରସ୍ତୁତି କୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା କରିଥିଲେ l ଏହି କାଯ୍ୟକ୍ରମ ରେ ଡେପୁଟି କଲେକ୍ଟର ପ୍ରମୋଦ କୁମାର ମହନ୍ତ, ଉପ ବିଭାଗୀୟ ଅଧିକାରୀ କୁନାଲ ପଟ୍ଟନାୟକ, ତ୍ରିପତି ବାଲାଜୀ ସାହୁ, ଅଗ୍ନିସମ ଅଧିକାରୀ ଦେବୀ ପ୍ରସାଦ ଦାସ, ପ୍ରତ୍ୟୁଷ ପଟନାୟକ, ନୀଳକଣ୍ଠ ରାଜୁ,ଅବିନାଶ ପାତ୍ର, ରାମକୃଷ୍ଣ ପୂଜାରୀ, ଏ. ମୀନା କୁମାରୀ, ରିନାରାଣୀ ପାତ୍ର, ଦିବାକର ମାଝି, ସପନ ସରକାର, ପ୍ରମିଳା ରନ୍ଧାରୀ, ମାଳତୀ ମାଝି, ଟଭା ମାଝି, ଡମୁ ଭତରା, ଦେବେନ୍ଦ୍ର ରନ୍ଧାରୀ, ମୋହନ ସାହୁ, ନରସିଂହ ପାଣ୍ଡେ, ଡମ୍ବରୁ ଭତରା, ଅର୍ଜୁନ ଦଲେଇ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଅଧ୍ୟକ୍ଷତାରେ ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଆଗାମୀ ଅଠର ତାରିଖ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଏବଂ ଅପରାହ୍ନରେ ବ୍ଲକ ସ୍ତରରେ ଟେବୁଲ ଟପ ଏକସର ସାଇଜ ଏବଂ ଉଣେଇଶି ତାରିଖ ରେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ କୁ ସାକାର କରିବା ପାଇଁ ପ୍ରସ୍ତୁତି କୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା କରିଥିଲେ l ଏହି କାଯ୍ୟକ୍ରମ ରେ ଡେପୁଟି କଲେକ୍ଟର ପ୍ରମୋଦ କୁମାର ମହନ୍ତ, ଉପ ବିଭାଗୀୟ ଅଧିକାରୀ କୁନାଲ ପଟ୍ଟନାୟକ, ତ୍ରିପତି ବାଲାଜୀ ସାହୁ, ଅଗ୍ନିସମ ଅଧିକାରୀ ଦେବୀ ପ୍ରସାଦ ଦାସ, ପ୍ରତ୍ୟୁଷ ପଟନାୟକ, ନୀଳକଣ୍ଠ ରାଜୁ,ଅବିନାଶ ପାତ୍ର, ରାମକୃଷ୍ଣ ପୂଜାରୀ, ଏ. ମୀନା କୁମାରୀ, ରିନାରାଣୀ ପାତ୍ର, ଦିବାକର ମାଝି, ସପନ ସରକାର, ପ୍ରମିଳା ରନ୍ଧାରୀ, ମାଳତୀ ମାଝି, ଟଭା ମାଝି, ଡମୁ ଭତରା, ଦେବେନ୍ଦ୍ର ରନ୍ଧାରୀ, ମୋହନ ସାହୁ, ନରସିଂହ ପାଣ୍ଡେ, ଡମ୍ବରୁ ଭତରା, ଅର୍ଜୁନ ଦଲେଇ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ଳ ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର
Sign in
Sign in
Recover your password.
A password will be e-mailed to you.
Comments are closed.