ବଲାଙ୍ଗିର ଗ୍ରାମ୍ୟ ନିର୍ମାଣ ମଣ୍ଡଳରେ ଟେଣ୍ଡର ଫିକ୍ସିଂ ଅଭିଯୋଗ।
ଠିକାଦାରଙ୍କ ଯୋଗ୍ୟତା ସତ୍ୱେ ଟେଣ୍ଡର ପ୍ରକ୍ରିୟାରୁ ବାଦ। ଅଭିଯୋଗ ଆଣିଛନ୍ତି ଠିକାଦାର ହାଜି ମହମ୍ମଦ ସକିଲ।
ବଲାଙ୍ଗିର : ଚର୍ଚ୍ଚାରେ ବଲାଙ୍ଗିର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ବା RD ବିଭାଗର ଟେଣ୍ଡର ଫିକ୍ସିଂ | ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣେ ଠିକାଦାରଙ୍କ ସମସ୍ତ ଯୋଗ୍ୟତା ସତ୍ୱେ, ବେଆଇନ ଭାବେ ତାଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି | ଟେଣ୍ଡର ଫିକ୍ସିଂ ଅଭିଯୋଗ କରିଛନ୍ତି ବଲାଙ୍ଗିର ହାଟପଦା ପଡାର ଠିକାଦାର ହାଜି ମହମ୍ମଦ ସାକିଲ |
Comments are closed.