Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ବ୍ରଜବାଳାଙ୍କ କାତ୍ୟାୟନୀ ପୂଜନ
ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ପିତୃ ସତ୍ୟ ପାଳନ କରି ଚଉଦବର୍ଷ ବନବାସରେ ଦଣ୍ଡକବନ ଭିତରେ ଭ୍ରମଣକରୁଥାନ୍ତି l ବନ୍ୟପ୍ରଦେଶରେ ବହୁ ମୁନିଋଷି ନିବାସ କରି ତପସ୍ୟା ରତ ଥାନ୍ତି l ଋଷି ମାନେ କୋଟି କନ୍ଦର୍ପ ଶୋଭା ଜିଣା ଲାବଣ୍ୟ ମୁର୍ତ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନରେ…
କାକଟପୁରର ମାଆ ମଙ୍ଗଳା
ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁର l ଏଠାରେ ପୁଣ୍ୟତୋୟା ପୁରାଣ ବର୍ଣ୍ଣିତ ପ୍ରାଚୀନଦୀ ତଟରେ ବିରାଜମାନ କରିଛନ୍ତି ସର୍ବ ମଙ୍ଗଳକାରିଣୀ ମାଆ ମଙ୍ଗଳା l ଏହା ଓଡ଼ିଶାର ପ୍ରାଚୀନ ଓ ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କ ମଧ୍ୟରେ ଅନ୍ୟତମ l ମା'ଙ୍କ ଦର୍ଶନ ଓ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଏଠାକୁ ବର୍ଷ…
ଶ୍ରୀକ୍ଷେତ୍ରେ ବିମଳା
ପ୍ରାଚୀନ କାଳରୁ ଭାରତରେ ଶକ୍ତି ଉପାସନା ଓ ପୂଜାର ଉଦ୍ଭବ ହୋଇଛି l ବିଭିନ୍ନ ସମୟରେ ଓ ପରିସ୍ଥିତିରେ ଦେବୀଙ୍କ ବିଭିନ୍ନ ରୂପର ଆରାଧନା ହୋଇ ଆସୁଛି l ସମସ୍ତ ଜୀବନ୍ତ ଓ କ୍ଳୀବ ପିଣ୍ଡ ବା ବସ୍ତୁରେ ସେହି ମହାମାୟା ଶକ୍ତି ହିଁ ଅନ୍ତର୍ନିହିତ ଭାବେ ବିଦ୍ୟମାନ l ତେଣୁ କୁହାଯାଇଛି :-
"ଯା ଦେବୀ…
ବାଜ ଓ କପୋତ ଉପାଖ୍ୟାନ
ବହୁଦିନ ତଳର କଥା,କାଶୀରେ ବୃଷଧର୍ଭ ବୋଲି ଜଣେ ରାଜା ରାଜ ପଣ କରୁଥିଲେ l ସେ ଶିବି ଓ ଉଶୀନର ନାମରେ ମଧ୍ୟ ପରିଚିତ ଥିଲେ l ରାଜା ଶିବି ଥିଲେ ଖୁବ ଧର୍ମ ପରାୟଣ ଓ ପ୍ରଜା ବତ୍ସଳ l ତାଙ୍କ ସୁଶାସନରେ ପ୍ରଜାମାନେ ଆନନ୍ଦରେ କାଳ କଟାଉ ଥିଲେ l ସେ ମଧ୍ୟ ଖୁବ ଦାନଶୀଳ ଥିଲେ l ଦିନେ ରାଜା ଶିବି…
ଶୁଭ ମହାଳୟା
ଆଶ୍ୱିନମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସମୟକୁ ପିତୃପକ୍ଷ କୁହାଯାଏ l ପିତୃପକ୍ଷ ର ଅନ୍ତିମ ଦିନ, ଅର୍ଥାତ ଅମାବାସ୍ୟାକୁ ମହାଳୟା କୁହାଯାଏ l ଏହାକୁ ପିତୃ ଅମାବାସ୍ୟା ତଥା ଦେବ ଅମାବାସ୍ୟା ନାମରେ ମଧ୍ୟ ଅଭିହିତ କରା ଯାଏ l ଆମ ହିନ୍ଦୁ ଧର୍ମ ଓ ସଂସ୍କୃତିରେ ଏହି ଦିନଟି…
ଅଭିଶପ୍ତା ଫଲ୍ଗୁ ନଦୀ
କୌଣସି ଚିରନ୍ତନୀ ଭାବ ବା ସ୍ମୃତି ଯାହା ଚିର କାଳ ପାଇଁ ପ୍ରଚ୍ଛନ୍ନ ଭାବରେ ଆମ ଜୀବନଧାରାକୁ ପ୍ରଭାବିତ କରୁଛି ତାକୁ ଆମେ ସାହିତ୍ୟିକ ଭାଷା ମାଧ୍ୟମରେ ଅନ୍ତଃସଲୀଳା ଫଲ୍ଗୁଧାରା ସହ ତୁଳନା କରିଥାଉଁ l ଏହି ଫଲ୍ଗୁନଦୀ ବିହାରର ପ୍ରସିଦ୍ଧ ହିନ୍ଦୁ ତଥା ବୌଦ୍ଧ ତୀର୍ଥ ଗୟା ନିକଟରେ ପ୍ରବାହିତ l…
ତତ୍ରାନ୍ନ ପାଚିକା ଲକ୍ଷ୍ମୀ
ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ମହାପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କ ମନ୍ଦିରରେ ଅନ୍ନ ଅବଢ଼ା ମିଳେ ନାହିଁ l ଏହା ପରମ୍ପରା ଭାବେ ବହୁ କାଳରୁ ଚଳି ଆସୁଛି l ଏକବାର କିନ୍ତୁ ଏଥି ପାଇଁ ଚେଷ୍ଟା କରାଯାଇ ଥିଲା ଯାହା ଏକ ଅପ୍ରତ୍ୟାଶିତ ଘଟଣା କ୍ରମରେ ପୁଣି ବନ୍ଦ ରହିଥିଲା l…
ଭୀମଙ୍କ ମହାଦେବ ପୂଜନ
ଦ୍ୱିତୀୟ ପାଣ୍ଡଵ ବୃକୋଦର ମହାବଳି ଭୀମସେନ ମହାଭାରତରେ ମହାନ ଗଦାଧର ଭାବେ ଖ୍ୟାତ l ତୃତୀୟ ପାଣ୍ଡଵ ଅର୍ଜୁନ ମହାନ ଧନୁର୍ଦ୍ଧର ଭାବରେ ଖ୍ୟାତ l ଉଭୟ ମହାଭାରତର ବିଖ୍ୟାତ ଯୋଦ୍ଧା l ଉଭୟ ଯୋଦ୍ଧା ଥିଲେ ଭଗବାନ ଶିବଙ୍କର ପରମ ଭକ୍ତ l କିନ୍ତୁ ତାଙ୍କର ପୂଜା ପଦ୍ଧତି ଥିଲା ପରସ୍ପର ଠାରୁ…
କୁଶ ଲବଙ୍କ ରାମାୟଣ ଗାନ
ମାଆ ଜାନକୀ ନିର୍ବାସନରେ ବାଲ୍ମୀକି ଆଶ୍ରମରେ ଥାନ୍ତି l ସେଠାରେ ତାଙ୍କର ଦୁଇ ଯମଜ ପୁତ୍ର କୁଶ ଓ ଲବ ଜନ୍ମ ହୋଇ ସାରିଥାନ୍ତି l ମହର୍ଷି ବାଲ୍ମୀକି ପୁତ୍ର ଦ୍ବୟଙ୍କୁ ଉତ୍ତମ ଶିକ୍ଷା ଦେଇ ସମସ୍ତ ଶାସ୍ତ୍ରରେ ପାରଙ୍ଗମ କରାଇ ସାରିଥାନ୍ତି ଏବଂ ନିଜ ବିରଚିତ ଶ୍ରୀରାମଙ୍କ ଜୀବନ ଚରିତ…
ହରିନାମ ମହିମା
ଅନେକଦିନ ତଳର କଥା l କାନ୍ୟକୁବ୍ଜ ନଗରରେ ଅଜାମିଳ ନାମରେ ଜଣେ ବେଦବିଦ ବ୍ରାହ୍ମଣ ବାସ କରୁଥିଲେ l ସେ ଥିଲେ ଆଜନ୍ମ ବ୍ରହ୍ମଚାରୀ, ଶାସ୍ତ୍ର ଜ୍ଞାନୀ,ସତ୍ୟନିଷ୍ଠ,ବିନୟୀ ଏବଂ ନିର୍ମଳ ହୃଦୟର ଅଧିକାରୀ l ସେ ସର୍ବଦା ପିତାମାତା,ଗୁରୁଜନ ଓ ବୃଦ୍ଧ ମାନଙ୍କର ସେବା କରୁ ଥିଲେ l ଏକଦା ସେ…