Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ବ୍ରଜଭୂମିର ପବିତ୍ର ରମଣ ରେତି
ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାଭୂମି ଗୋକୁଳ l
ମଥୁରାର କଂସ କାରାଗାରରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇ ଗୋକୁଳର ନନ୍ଦ ଘରେ ନନ୍ଦ ଓ ମାତା ଯଶୋଦାଙ୍କ ବାତ୍ସଲ୍ୟ ସ୍ନେହ ଡୋରରେ ବନ୍ଧା ହୋଇ ଭାଇ ବଳରାମଙ୍କ ସହିତ ବହୁ ଲୀଳାଖେଳା କରିଥିଲେ l ଏହିଠାରେ ବାଳ କୃଷ୍ଣ ଅବଲୀଳା…
ଶ୍ମସାନବାସୀ ପ୍ରଭୁ ଭଷ୍ମ ଭୂଷଣ
ଏକଦା ମହାଯୋଗୀ ଭୋଳାନାଥ ନିଶ୍ଚଳ ଭାବେ ଏକା ଏକା ବସି ଶୂନ୍ୟେ ଶୂନ୍ୟେ କାହାକୁ ପ୍ରଣାମ କରୁଥାନ୍ତି l ମାଆ ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ଯାଇ ସ୍ୱାମୀଙ୍କ ପାଖରେ ପହଞ୍ଚି ପଚାରିଲେ,'ହେ ସ୍ୱାମୀ ଆପଣ ତ ଏ ତ୍ରୈଲୋକ୍ୟବନ୍ଦ୍ୟ ପ୍ରଭୁ, ସମସ୍ତେ ତ ଆପଣଙ୍କୁ ନମସ୍କାର କରି ଥାନ୍ତି l ଆପଣଙ୍କ ଠାରୁ ଏ…
ଅପରାଜିତା ପୂଜନ
ଅପୂର୍ବ ପୁଷ୍ପଟିଏ ନାମ ତା'ର, ଅପରାଜିତା l ଏହି ପୁଷ୍ପର ନାମ ଯେମିତି କାମ ମଧ୍ୟ ସେମିତି,ଏହାର
ନାମରେହିଁ ରହିଛି ଜୟ ଓ ସାର୍ଥକତା l ଏଣୁ ନାମ ତାହାର ହୋଇଛି ଅପରାଜିତା,ଏହାର ଅନ୍ୟନାମ ନୀଳ କଣ୍ଠ, ଶଙ୍ଖ ପୁଷ୍ପ ଓ ଗୋକର୍ଣ୍ଣ l ଦେବ ଦେବ ମହାଦେବଙ୍କର ମଧ୍ୟ ଅନ୍ୟନାମ ନୀଳକଣ୍ଠ l ଏହି ଫୁଲର…
ଶକ୍ତି ପ୍ରଦାୟିନୀ ମାଆ ଉଗ୍ରତାରା
ଶ୍ରୀ ଶ୍ରୀ ତାରା ଭଗବତୀ ପରମା ଶକ୍ତି ସ୍ୱରୂପା l ମାଆ ସର୍ବ ଶକ୍ତିମୟୀ ସୃଷ୍ଟି,ସ୍ଥିତି ଏବଂ ସଂହାର କାରିଣୀ ରୂପେ ପୂଜିତା l ଶକ୍ତିତ୍ତତ୍ୱ, ତନ୍ତ୍ରତତ୍ତ୍ୱ ଓ ମୂର୍ତ୍ତିତତ୍ତ୍ୱ ଅନୁଯାୟୀ ଦେବୀଙ୍କର ଅସଂଖ୍ୟ ରୂପ ପରିକଳ୍ପିତ ହୋଇଛି l ଦେବୀଙ୍କର ଦଶବିଧ ରୂପ ହେଉଛି ଦଶ ମହାବିଦ୍ୟା l ଏହା…
ଦଶ ମହାବିଦ୍ୟା
ମହାମାୟାଙ୍କ ଉପାସନାରେ ଦଶମହାବିଦ୍ୟା ତତ୍ତ୍ୱ ବହୁତ ଗୁରୁତ୍ୱ ପୂର୍ଣ୍ଣ l ତନ୍ତ୍ର ଶାସ୍ତ୍ର ମାନଙ୍କରେ ଦଶ ମହା ବିଦ୍ୟାଙ୍କ ନାମ, ଭିନ୍ନ ଭିନ୍ନ ଭାବରେ ବର୍ଣ୍ଣିତ ହୋଇଅଛି l ସବୁଠାରୁ ଗ୍ରହଣୀୟ ନାମ, ଚାମୁଣ୍ଡା ତନ୍ତ୍ରରେ ଦେଖାଯାଏ l ଏହି ଚାମୁଣ୍ଡାତନ୍ତ୍ରରେ ଦଶ ମହାବିଦ୍ୟାଙ୍କ ନାମ ଗୋଟିଏ…
ମାଆ ନାରାୟଣୀ
ଭାରତର ପୂର୍ବ ଉପକୂଳରେ ବିସ୍ତୃତ ହୋଇ ରହିଛି ପୂର୍ବଘାଟ ପର୍ବତ ମାଳା l ଏହି ପର୍ବତ ଶୃଙ୍ଖଳାରେ ରହିଛି ପ୍ରାଚୀରାକୃତି ଭାଲେରୀ ପାହାଡ଼ l ଏହାକୁ ଲାଗିରହିଛି ସୋଲରୀ ଏବଂ ଖଣ୍ଡାହଣା ପାହାଡ଼ l ପ୍ରାକୃତିକ ଶୋଭା ବିମଣ୍ଡିତ ଏହି ପାହାଡ଼ ଗୁଡ଼ିକୁ ଲକ୍ଷ୍ୟ କରି କବିବର ରାଧାନାଥ ରାୟ ଖଣ୍ଡକାବ୍ୟ…
ବୈଧବ୍ୟ ପ୍ରଥାର ଅପସଂସ୍କୃତି
ଆର୍ଯ୍ୟଭୂମି ଆମ ଭାରତ ଭୂଖଣ୍ଡ, ଯାହାର ପରମ୍ପରା ଅଟେ ମହାନ, ଯାହାର ଯଶକୁ ଗାନ କରୁଛି ବେଦ ବେଦାନ୍ତ ଶାସ୍ତ୍ର ଉପନିଷଦ ଆଦି । ଆଉ ସନାତନ ଧର୍ମ ହେଉଛି ସବୁ ଧର୍ମର ଜନନୀ ତଥା ସର୍ବଶ୍ରେଷ୍ଠ । କିନ୍ତୁ ଧର୍ମ ନାମରେ ବୈଧବ୍ୟ ପ୍ରଥା ଭଳି ଏକ ଅନ୍ଧବିଶ୍ୱାସର ବୁଡିଆଣୀ ଜାଲ କଳଙ୍କିତ ଅପସଂସ୍କୃତି…
ନବ ପତ୍ରିକା, ରମ୍ଭାବଧୂ
ଶାରଦୀୟ ଦୁର୍ଗାପୂଜାର ନବପତ୍ରିକା ପୂଜନ ତଥା ରମ୍ଭାବଧୂ ପୂଜନ ଏକ ଅବିଛେଦ୍ୟ ଅଙ୍ଗ l ଜଗତ ଜନନୀଙ୍କ ପୂଜାବସରରେ ବଙ୍ଗ ପ୍ରଦେଶରେ ମହା ସପ୍ତମୀ ଦିନ କଲାବୋଉ ସ୍ନାନ ଏବଂ ପୂଜନ ଏକ ନିଆରା ପରମ୍ପରା l ଏହି ପୂଜାରେ ପ୍ରଥମେ ଏକ ରମ୍ଭା ବୃକ୍ଷକୁ ଗଙ୍ଗା ସ୍ନାନ କରାଯାଏ l ସ୍ନାନ ପରେ ଏହାକୁ ଏକ…
ଏକଶତ ଆଠ ନୀଳପଦ୍ମ
ଭାରତୀୟ ସଂସ୍କୃତିରେ ଶକ୍ତିପୂଜା ଉନ୍ମେଷ କେଉଁ ସମୟରୁ ହୋଇଛି ତାହାର ଐତିହାସିକ ତଥ୍ୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ l ଅନୁମାନ କରା ଯାଏ ଏହା ଖ୍ରୀ.ପୁ.950 ପୂର୍ବରୁ ହୋଇଛି ବୋଲି l ଖ୍ରୀ. ପୁ.ତୃତୀୟ ଶତାବ୍ଦୀ ରଚିତ ମାର୍କଣ୍ଡେୟ ପୁରାଣରୁ ଦୁର୍ଗା ପୂଜାର ପ୍ରାଚୀନତା ସମ୍ବନ୍ଧରେ ସୂଚନା…
ଭରଦ୍ୱାଜଙ୍କ ଶୁଭ ଦର୍ଶନ
ଭାରତରେ ଅନେକ ପକ୍ଷୀଙ୍କୁ ଭଗବାନଙ୍କ ସ୍ୱରୂପ ଭାବେ ଗ୍ରହଣ କରାଯାଇଛି l ସେହି ପକ୍ଷୀମାନଙ୍କ ମଧ୍ୟରେ ଭଦଭଦଳିଆ ଅନ୍ୟତମ l ଭଦଭଦଳିଆ ପକ୍ଷୀକୁ ହିନ୍ଦୀଭାଷାରେ ନୀଳକଣ୍ଠ ଓ ସଂସ୍କୃତରେ ଭରଦ୍ୱାଜ ବୋଲି କୁହାଯାଇଥାଏ l ଆମେ ସଭିଏଁ ଜାଣୁ ସାଗର ମନ୍ଥନ ସମୟରେ ଭଗବାନ ଶଙ୍କର କାଳକୂଟ ହଳାହଳ ପାନକରି…