Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ଦ୍ରୌପଦୀଙ୍କ ଜୋତା ଧରିଲେ ଶ୍ରୀକୃଷ୍ଣ
ମହାଭାରତ ଯୁଦ୍ଧର ନବମ ଦିନ ବିତି ଯାଇଥାଏ l ସେନାପତି ଥାଆନ୍ତି ପିତାମହ ଭୀଷ୍ମ l ବୀରତାର ସହ ସେ ପାଣ୍ଡଵପକ୍ଷର ସେନାସଂହାର କରିଚାଲି ଥାନ୍ତି l କିନ୍ତୁ ସେ ପର୍ଯ୍ୟନ୍ତ ଜୟର କୌଣସି ଲକ୍ଷଣ ଦେଖି ନପାରି ଦୁର୍ଯ୍ୟୋଧନ ହତାଶ ହୋଇପଡ଼ିଲେ ଓ ପିତାମହଙ୍କୁ ଯାଇ ପଚାରିଲେ, ପିତାମହ ଆମ ରଥି ମହାରଥୀ…
ସତ୍ୟଭାମାଙ୍କ ଗର୍ବ ଗଞ୍ଜନ
ଦ୍ୱାପରଯୁଗର କଥା l ଦିନେ ଦେବର୍ଷି ନାରଦ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ ଅଭିଳାଷରେ ଦ୍ୱାରିକା ପୁରୀରେ ପହଞ୍ଚିଲେ l ପ୍ରଭୁ ଦ୍ୱାରକାଧିଶଙ୍କ ଅଷ୍ଟ ପାଟବଂଶୀ ମାନଙ୍କ ଭିତରେ ଅନ୍ୟତମା ଶ୍ରୀମତୀ ସତ୍ୟଭାମା ନିଜ ପିତାଙ୍କର ଧନଗର୍ବରେ କିଛିଟା ଅହଙ୍କାରିଣୀ ହୋଇ ଉଠିଥାଆନ୍ତି l ସତ୍ୟଭାମା ଦେବୀଙ୍କ…
ଯୁଧିଷ୍ଠିରଙ୍କୁ ମାଆ ଦୁର୍ଗାଙ୍କ ବରଦାନ
ପାଣ୍ଡଵମାନଙ୍କର ବନବାସ ଶେଷ ହୋଇ ଆସୁ ଥାଏ l ଆଉ ଗୋଟିଏ ବର୍ଷ ମାତ୍ର ଅଜ୍ଞାତ ବାସ କରିବାକୁ ପଡ଼ିବ l ଏହା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ l ଖୁବ ଗୋପନୀୟଭାବେ ଏହାକୁ ପାଳନ କରିବା ପାଇଁ ହେବ, ନ ହେଲେ ଚୁକ୍ତି ଅନୁସାରେ ପୁନଃ ବାର ବର୍ଷ ବନବାସ ଭୋଗ କରିବାକୁ ପଡ଼ିବ l ଏଥିପାଇଁ ବ୍ୟସ୍ତ ଥାନ୍ତି…
ବ୍ରଜଭୂମିରେ ତପସ୍ୱିନୀ ମହାଲକ୍ଷ୍ମୀ
ଦ୍ୱାପର ଯୁଗର କଥା l ଵର୍ଷା ଋତୁ ଯାଇ ଧରାରେ ଶରତଋତୁ ପ୍ରବେଶକଲା l ଅପୂର୍ଵ ନିର୍ମଳ ଶୋଭା ଧାରଣ କରି ଥାଏ ସମଗ୍ର ବୃନ୍ଦାବନର ବନ ଭୂମି l
ନିର୍ମଳ ଶରତ ଚନ୍ଦ୍ରାଲୋକରେ ଉଦ୍ଭାସିତ ସମଗ୍ର ବୃନ୍ଦାବନ l ଶୋଭାକୁ ବର୍ଣ୍ଣନାକରି ଭାଗବତକାର ଜଗନ୍ନାଥ ଦାସ ଲେଖିଲେ :-
ଶରଦ ଭୟେ ମେଘ ଗଲା l
ଆକାଶ…
ବାମନ ଜନ୍ମ
ଛଳୟସି ବିକ୍ରମଣେ ବଳିମଦଦ୍ଭୁତ ବାମନଂ
ପଦନଖନୀର ଜନିତ ଜନ ପାବନଂ
କେଶବ ଧୃତ ବାମନ ରୂପ
ଜୟ ଜଗଦୀଶ ହରେ !
🙏🙏🙏
ଆଜି ଭାଦ୍ରବ ଶୁକ୍ଳଦ୍ୱାଦଶୀ ତିଥି l ଆଜିର ଦିନରେ ଶ୍ରୀ ମହାବିଷ୍ଣୁ ବାମନ ରୂପରେ ମହର୍ଷି କଶ୍ୟପ ଓ ଅଦିତିଙ୍କ ଔରସରେ ଜନ୍ମ ହୋଇଥିଲେ l ବିଷ୍ଣୁଙ୍କ ଏହି ଅବତାରକୁ ମଧ୍ୟ ତ୍ରି…
ତସ୍ମୈ ଶ୍ରୀଗୁରଵେ ନମଃ
ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା l
ଚକ୍ଷୁରୁନ୍ମୀଳିତଂଯେନ ତସ୍ମୈ ଶ୍ରୀଗୁରଵେ ନମଃ ll
****
ବଶିଷ୍ଟ ସ୍ମୃତି କହନ୍ତି "ତ୍ରିନ୍ୟାହୁରତିଦାନାନି ଗାଵଃ ପୃଥ୍ୱୀ ସରସ୍ବତୀ ଅତି ଦାନାଂ ହି ଦାନାନାଂ ବିଦ୍ୟା ଦାନଂ ତତୋଧିକମ୍ "l ଅର୍ଥାତ ଗାଈ, ଭୂମି ଏବଂ ବିଦ୍ୟା ଦାନ ଅତି ଦାନ ଅଟେ…
ଜଳପ୍ରଭା କୁମ୍ଭୀର କଥା
ଶାରଳା ମହାଭାରତର କାହାଣୀ l ମାତା କୁନ୍ତୀଙ୍କ ସହିତ ପାଣ୍ଡଵ ପଞ୍ଚ ଭ୍ରାତା ଜତୁଗୃହ ଦାହରୁ ରକ୍ଷା ପାଇବା ପାଇଁ ବିଦୁର ଖୋଳାଇଥିବା ଗୁପ୍ତ ସୁଢ଼ଙ୍ଗ ପଥଦେଇ ବାହାରିଆସି ଦେଖନ୍ତି,ସୁଢ଼ଙ୍ଗ ମୁଣ୍ଡରେ ଭରାନଦୀ l ନଦୀକୁ ପୁଣି କେମିତି ପାରକରିବେ l କିଛି ଦୂରରେ ଦେଖିଲେ ନାଉରିଆଟେ ଡଙ୍ଗାଧରି…
ମହାରାଜ ପରୀକ୍ଷିତଙ୍କ ଜନ୍ମ
କୁରୁକ୍ଷେତ୍ର ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ l କ୍ଷତାକ୍ତ କୁରୁ ଚୂଡ଼ାମଣି ମହାମାନି ଦୁର୍ଯ୍ୟୋଧନ ପ୍ରାଣ ବିକଳରେ ଆଶ୍ରୟ ନେଇଛି ବ୍ୟାସ ସରୋବର ମଧ୍ୟରେ ମାଆ ଲକ୍ଷ୍ମୀଙ୍କ କୋଳରେ l ପାଣ୍ଡଵ ମାନେ ଏକଥା ଜାଣି ପାରିଲେ l ସରୋବର ତୀରରେ ଭୀମ ସିଂହନାଦ କରି ଦୁର୍ଯ୍ୟୋଧନକୁ ଧିକ୍କାରକରି ଆହ୍ୱାନ…
“ଗଛ ନୁହେଁ ପଛ”
ରାଧୁଆ ଅଜା ଆଉ ବିମଳା ଆଈ ଦୁଇ ଜଣ ଭାରି ଭଲ ଲୋକ । ତାଙ୍କର କୌଣସି କଥାରେ ଅଭାବ ନଥିଲା । ପିଲାମାନେ ସମସ୍ତେ ପଢ଼ା ସାରି ବିଦେଶରେ ରହୁଥିଲେ ସତ କିନ୍ତୁ ରାଧୁଆ ଅଜା ବିମଳା ଆଈ ଗାଆଁରେ ରହିବାକୁ ବହୁତ ଭଲ ପାଉଥିଲେ । କାରଣ ସହରର କୋଳାହଳ ଚାକଚକ୍ୟ ବାତାବରଣ ତାଙ୍କୁ ଜମାରୁ ଭଲଲାଗେ ନାହିଁ ।…
ବକ୍ରତୁଣ୍ଡଙ୍କ ଅଙ୍ଗ ପ୍ରତ୍ୟଙ୍ଗରୁ ଶିକ୍ଷା
ଗଜାନନ ପାର୍ବତୀନନ୍ଦନ ଗଣେଶଙ୍କ ବିଚିତ୍ର ରୂପ ବୃହତ ଉଦର, କୁଲା ଭଳି କାନ, ଗଜ ବଦନରେ ଛୋଟ ଛୋଟ ଆଖି,ଉନ୍ନତ କପାଳ,ଶୁଣ୍ଢ ନାସିକା କ୍ଷୁଦ୍ର ମୂଷିକ ବାହନ ଇତ୍ୟାଦିରୁ ଆମକୁ ଭିନ୍ନ ଭିନ୍ନ ଶିକ୍ଷା ମିଳିଥାଏ l ସେ ବିଷୟରେ ଗୋଟିଏ ଛୋଟ ଆଲୋଚନା l
ମୁଣ୍ଡ: -
ଗଣେଶଙ୍କ ବିଶାଳ ଗଜ ମୁଣ୍ଡରୁ ଆମେ…