Browsing Category

ସ୍ତମ୍ଭ/ଗଳ୍ପ

ବାଲି ତୃତୀୟା

ଆମ ହିନ୍ଦୁ ପରମ୍ପରାରେ ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀ ଲାଗିରହିଥାଏl ମାସ,ବାର,ତିଥି,ନକ୍ଷତ୍ର ଦେବା ଦେବୀଙ୍କୁ ଭିତ୍ତିକରି ଅସୁମାରୀ ପର୍ବ l ଆମ ରାଜ୍ୟ ଓଡ଼ିଶା ତନ୍ମଧ୍ୟରୁ ଏକ ନିଆରା ପର୍ବ ବହୁଳ ରାଜ୍ୟ l ସେହିଭଳି ଗୋଟିଏ ପର୍ବ ବାଲି ତୃତୀୟା ଯାହା ତିଜବ୍ରତ ଏବଂ ହରିତାଳିକା ନାମରେ…

ବାଲି ତୃତୀୟା

ଆମ ହିନ୍ଦୁ ପରମ୍ପରାରେ ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀ ଲାଗିରହିଥାଏl ମାସ,ବାର,ତିଥି,ନକ୍ଷତ୍ର ଦେବା ଦେବୀଙ୍କୁ ଭିତ୍ତିକରି ଅସୁମାରୀ ପର୍ବ l ଆମ ରାଜ୍ୟ ଓଡ଼ିଶା ତନ୍ମଧ୍ୟରୁ ଏକ ନିଆରା ପର୍ବ ବହୁଳ ରାଜ୍ୟ l ସେହିଭଳି ଗୋଟିଏ ପର୍ବ ବାଲି ତୃତୀୟା ଯାହା ତିଜବ୍ରତ ଏବଂ ହରିତାଳିକା ନାମରେ…

ମହାଭାରତ ଲେଖିଲେ ଶ୍ରୀଗଣେଶ

ମହର୍ଷି ବ୍ୟାସଦେବ ସୁଦୀର୍ଘ ସାଧନା କରି ବିଶାଳ ମହାଭାରତ ଗ୍ରନ୍ଥର ପରିକଳ୍ପନା କରିଥାନ୍ତି l ତାଙ୍କ ପରିକଳ୍ପିତ ଗ୍ରନ୍ଥ ଏତେ ବିଶାଳ ଥାଏ ଯେ,ଏହାକୁ ଲିପିବଦ୍ଧ କରିବା ବହୁ କଷ୍ଟସାଧ୍ୟ ଥାଏ l ସେ ଚିନ୍ତା କରୁଥାନ୍ତି, କେହି ଜଣେ ବିଚକ୍ଷଣ ତଥା ବୁଦ୍ଧିମାନ ପଣ୍ଡିତ ମିଳନ୍ତେ କି,ଯାହାଙ୍କୁ…

ଦେଶର ନ୍ୟାୟିକ ବ୍ୟବସ୍ଥା ଓ ନାରୀ ସୁରକ୍ଷା

ଦୀର୍ଘ ସମୟ ଧରି ଅଚେତ ହୋଇ ପଡ଼ି ରହିଥିଲେ ସେ। ଆଉ ଚେତା ଫେରିବା ବେଳକୁ ତାଙ୍କ ଚାରି ପାଖରେ ପଡି ରହିଥିଲା ନିଜ ପ୍ରିୟଜନ ମାନଙ୍କ ମୃତ ଦେହ। ହେଲେ ଅଚେତ ହେବା ପୂର୍ବରୁ ୨୧ ବର୍ଷୀୟା, ୫ମାସର ଗର୍ଭବତୀ ଥିବା ସେଇ ମହିଳା ଜଣଙ୍କ ସହ ଘଟି ଯାଇଥିଲା ଭାଷାରେ ବର୍ଣ୍ଣନା ନ କରି ହେବା ଭଳି ଅତି…

ବକାସୁର ଓ ମହାବଳି ଭୀମ

ମନ୍ଦମତି ମହାମାନୀ ଦୁର୍ଯ୍ୟୋଧନ ପାଣ୍ଡଵମାନଙ୍କୁ ବାଟରୁ ସଫା କରି ଦେବା ପାଇଁ ଜତୁଗୃହ ନିର୍ମାଣ କରି ତାଙ୍କୁ ବରୁଣାବନ୍ତକୁ ପଠାଇ ଦେଲା l ଶକୁନି ମାମାଙ୍କ କୁଟିଳବୁଦ୍ଧିରେ ସ୍ଥିର ହୋଇଥାଏ ଗଭୀର ରାତ୍ରିରେ ସେମାନେ ନିଦ୍ରିତ ଥିବା ଅବସ୍ଥାରେ ଜତୁ ଗୃହରେ ଅଗ୍ନି ଲଗାଇ ଦିଆଯିବ l ସମସ୍ତେ…

ବ୍ୟାଣ୍ଡ-ଏଡ୍

ଦିନେ ଗୋଟେ ପିଲା ଏକା ବସି କାନ୍ଦୁଥିଲା।ସେ କାନ୍ଦୁଥିବାର ଦେଖି ମୁଁ ତାକୁ ପଚାରିଲି କଣ ହେଇଛି କିନ୍ତୁ ସେ ପିଲାଟି କିଛି କହିଲାନି। ଅନେକ ଥର ପଚାରିଲା ପରେ ପିଲାଟି କାନ୍ଦ କାନ୍ଦ ହୋଇଗଲା।ତା ନିଜ ଭିତରେ ଏତେ ଭାଙ୍ଗି ଯାଇଥିଲା ଯେ ସେ ନିଜକୁ ସମ୍ଭାଳି ପାରୁନଥିଲା।ଗମ୍ଭୀର ହୋଇ ମୋ ଆଡେ…

ଗୁଞ୍ଜଉଠେ ସାହାନାଇ

ଭଗବାନଙ୍କର ଲୀଳା ବଡ଼ ବିଚିତ୍ର l ଶ୍ରୀନାରାୟଣ ଭଟ୍ଟତ୍ରିସ୍ୱାମୀ ବିରଚିତ ଶ୍ରୀନାରାୟଣୀୟମ୍ ଗ୍ରନ୍ଥର ଏକ ସ୍ତୋତ୍ରରେ କୁହା ଯାଇଛି," ବିଚିତ୍ର ରୁପସ୍ଥ୍ୱତ୍ କାହାଲୁ ଅନୁଗ୍ରହମ୍"l ଅର୍ଥ,ଭଗବାନଙ୍କ ପାଖରେ କୌଣସି ଜାତି,ବର୍ଣ୍ଣ,ଧର୍ମର ବିଚାର ନଥାଏ l ସେ କେବଳ ଭକ୍ତିକୁହିଁ ବିଚାରକୁ…

ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର

ଭାରତ ବର୍ଷରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀକୃଷ୍ଣ ମନ୍ଦିର ମାନଙ୍କ ମଧ୍ୟରେ କେରଳର ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର ଅନ୍ୟତମ l ସେଠାରେ ଭଗବାନ ଶ୍ରୀକୃଷ୍ଣ ଚତୁର୍ଭୁଜ ନାରାୟଣ ରୂପରେ ବିରାଜିତ l କେରଳି ଭାଷାରେ ସେ ଏଠାରେ ଗୁରୁବାୟୁରାପ୍ପାନ୍ ଭାବେ ପରିଚିତ l ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପୀଠ…

ଆଶ୍ଚର୍ଯ୍ୟ ଶୈବପୀଠ ପକ୍ଷୀତୀର୍ଥମ୍

ଚେନ୍ନାଇ ମହାନଗରୀର ଚେଙ୍ଗଲପେଟ ଠାରୁ 13 କିଲୋମିଟର ଦୂରରେ ଅବସ୍ଥିତ ତିରୁକଲ୍ଲୀକୁନ୍ଦ୍ରମ୍ ପାହାଡ଼ ଶିଖରରେ ଭଗବାନ ସଦାଶିବ,ଶ୍ରୀବେଦ ଗିରୀଶ୍ୱର ରୂପେ ଅବସ୍ଥାନ କରୁଛନ୍ତି l ଏହା ପକ୍ଷୀ ତୀର୍ଥ ରୂପେ ପରିଚିତ l ପୂର୍ବେ ପ୍ରତ୍ୟକ ଦିନ ଏହି ମନ୍ଦିର ନିକଟକୁ ଯୋଡ଼ିଏ ଗୁଧ୍ରପକ୍ଷୀ ଆସୁଥିଲେ l…

କର୍ମ ଘେନି ଫଳ

ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କର୍ମ କରି ଚାଲ, ଫଳର ଚିନ୍ତା ମୋ ଉପରେ ଛାଡି ଦିଅ । ଠିକ୍ ସମୟରେ ତୁମେ କରିଥିବା କର୍ମର ଉଚିତ ଫଳ ପ୍ରାପ୍ତ କରିବ । ଅନେକ ଲୋକ କହିଥା'ନ୍ତି ଆମେ ଭଲ କର୍ମ କରୁଛୁ, ଧର୍ମରେ ଅଛୁ କିନ୍ତୁ ଦୁଃଖ ପାଉଛୁ, ଆମର ଦୁଃଖ କଷ୍ଟ ଦୂର ହେଉନି । କିନ୍ତୁ…