Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ପାଣ୍ତବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ
ପାଣ୍ତବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ
================
ଯୁଦ୍ଧ ନ ହେବା ପାଇଁ ଶାନ୍ତିଦୂତ ଭଗବାନ୍ ଶ୍ରୀକୃଷ୍ଣ ହସ୍ତିନା ଯାଇ,ଦୂର୍ଯ୍ୟୋଧନଙ୍କ ଠାରୁ ଲାଞ୍ଛିତ ହୋଇ ପରମ ପ୍ରେମରେ ମହାତ୍ମା ବିଦୁରଙ୍କ ଘରେ ଶାକାନ୍ନ ଭୋଜନ କରି ଉପପ୍ଲବ୍ୟ ନଗର ଫେରି ଆସିଲେ l ଭଗବାନ୍ ପାଣ୍ତବ ମାନଙ୍କୁ…
ଧନ୍ୟ ଲୋ ଯଶୋଦା ମାଆ
ଧନ୍ୟ ଲୋ ଯଶୋଦା ମାଆ
===============
ଦ୍ଵାପରଯୁଗର କଥା l କୃଷ୍ଣ ବଳରାମ ଅବତାର ଧରି ଧରାଧାମକୁ ଆସିଲେ l କଂସ ଭୟରେ ଗୋକୁଳରେ ଯାଇ ମାଆ ଯଶୋଦାଙ୍କ ଦ୍ଵାରା ପ୍ରତିପାଳିତ ହେଲେ l
ଯଶୋଦା ଓ ନନ୍ଦ ତାଙ୍କ ଜନ୍ମିତ ପିତାମାତା ନଥିଲେ, କିନ୍ତୁ କେତେ ଜନ୍ମର ତପ ଫଳରେ ସେମାନେ ତାଙ୍କୁ ଅପୂର୍ବ…
ସୁନ୍ଦ ଓ ଉପସୁନ୍ଦଙ୍କ କଥା
ସୁନ୍ଦ ଓ ଉପସୁନ୍ଦଙ୍କ କଥା
=============
ମହାଭାରତ ଆଦିପର୍ବର ଉପାଖ୍ୟାନ l ପରୀକ୍ଷିତଙ୍କ ପୁତ୍ର ଜନ୍ମେଜୟଙ୍କୁ ୠଷି ବୈଶମ୍ପାୟନ ମହାଭାରତ କଥା ଶୁଣାଉ ଥାନ୍ତି l କଥା ପ୍ରସଙ୍ଗରେ ଦ୍ରୌପଦୀଙ୍କ କଥା ସେ କହିବାରୁ ଜନ୍ମେଜୟ ଅତି ଉତ୍ସୁକ ହୋଇ ପ୍ରଶ୍ନକଲେ,ହେ ମହାତ୍ମନ୍ ! ମୋତେ ବୁଝାଇ…
ସୌଦାସ ମଦୟନ୍ତୀ କଥା
ସୌଦାସ ମଦୟନ୍ତୀ କଥା
==============
ମହାମୁନି ଶୁକ, ବ୍ରହ୍ମଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ଭାଗବତରେ ଈକ୍ଷାକୁ ବଂଶାନୁଚରିତ ଶୁଣାଉଥାନ୍ତି l କଥା ପ୍ରସଙ୍ଗରେ, ଶୁକ କହିଲେ, ଈକ୍ଷାକୁ ବଂଶରେ ସୌଦାସ ନାମରେ ଜଣେ ନୃପତି ଥିଲେ l ସେ ଗୁରୁ ବଶିଷ୍ଠଙ୍କ ଅଭିଶାପରେ ରାକ୍ଷସ ହୋଇଯାଇଥିଲେ l…
ହା କୃଷ୍ଣ ବୋଲି ଯାଉ ଜୀବ
ହା କୃଷ୍ଣ ବୋଲି ଯାଉ ଜୀବ
================
ଭଗବାନ୍ ଶ୍ରୀକୃଷ୍ଣ ଜରା ଶବର ଶରାଘାତରେ ପ୍ରାଣ ଛାଡ଼ିଲେ l ଶ୍ରୀକୃଷ୍ଣଙ୍କ ବୈକୁଣ୍ଠ ଗମନ ପରେ ଅର୍ଜୁନ ଶକ୍ତିହୀନ ହୋଇ, ଭଗବାନଙ୍କ ନିର୍ଦ୍ଦେଶରେ ଦ୍ୱାରକା ପୂରନାରୀ ମାନଙ୍କୁ ଘେନି ହସ୍ତିନା ଫେରି ଆସୁ ଥାନ୍ତି ଅଧା ରାସ୍ତାରେ ଭିଲ ମାନେ…
କାଳର କୁଟିଳ ଗତି
କାଳର କୁଟିଳ ଗତି
==============
ଚାହୁଁଚାହୁଁ ବର୍ଷଟା ଚାଲିଗଲା l ପ୍ରତ୍ୟକ ବର୍ଷ ସରି ଯାଆନ୍ତି l କାଳଶ୍ଚ ନିରବଧି,ବିପୁଳା ଚ ପୃଥ୍ଵୀ, କିନ୍ତୁ ଆମେ ଚାଲୁଛୁ l ଆମ ଚାଲିବାଭିତରେ ଯେ କାଳ ବହି ଯାଉଛି ଏହା ଆମେ ଜାଣି ପାରୁନାହୁଁ l ଚାହୁଁ ଚାହୁଁ ଏମିତି ଜୀବନ ବି ସରିଯିବ l ଇଏ ହେଉଛି…
ଭୀମପୁତ୍ର ବେଲାଳସେନ
ଭୀମପୁତ୍ର ବେଲାଳସେନ
===============
ଶାରଳା ମହାଭାରତରୁ ଏହି ମୌଳିକ ଉପାଖ୍ୟାନ l
ହସ୍ତୀନାପ୍ରାସାଦରେ ଯୌବନରେ ଉପନୀତ ପାଣ୍ତବ ପାଞ୍ଚଭାଇ ତଥା ଧୃତରାଷ୍ଟ୍ରଙ୍କ ଶହେ ପୁତ୍ର ମିଶି ନାନା କ୍ରୀଡ଼ାକୌତୁକ କରି ପ୍ରାସାଦକୁ ମୁଖରିତ କରୁଥାନ୍ତି l ଭୀମ ଥିଲେ ସେମାନଙ୍କ ମଧ୍ୟରେ ସବୁଠୁଁ…
ଶ୍ରୀକ୍ଷେତ୍ରରେ ମହାମୁନି ଶୁକ
ଶ୍ରୀକ୍ଷେତ୍ରରେ ମହାମୁନି ଶୁକ
==============
ମାଆ ମହାଲକ୍ଷ୍ମୀ ହେଉଛନ୍ତି ମହାପ୍ରସାଦର ପାଚିକା ବା ପ୍ରସ୍ତୁତ କାରିଣୀ ଏବଂ ଏହାର ମାଲିକାଣି l ପୁଣି ମନ୍ଦିର ତାଙ୍କରି ନାମରେ ନାମିତ ଶ୍ରୀମନ୍ଦିର l ମାଆ ହେଉଛନ୍ତି ଶ୍ରୀକ୍ଷେତ୍ରର ଶ୍ରୀ ବା ଶିରି l
ମାର୍ଗଶୀର ମାସ ଶୁକ୍ଳଦ୍ୱାଦଶୀକୁ…
ଲକ୍ଷ୍ମୀ ଯିବେ ବାପଘର
ଲକ୍ଷ୍ମୀ ଯିବେ ବାପଘର
================
ସେ ଦିନ ଥାଏ ଧନୁ ସଂକ୍ରାନ୍ତିର ଶୀତୁଆ ସକାଳ l
ମହାପ୍ରଭୁଙ୍କର ଧନୁମୁଆଁ ସେବନ କରିବାର ଦିନ l
ଶ୍ରୀମନ୍ଦିର ସିଂହଦ୍ୱାର ଖୋଲି ନ ଥାଏ l ମହାପ୍ରଭୁ ଶେଯରେ ଘୋଡ଼ିଘାଡ଼ି ହୋଇ ଅଳସ ଭାଙ୍ଗୁଥାନ୍ତି l ବଡ଼ ପଣ୍ଡା ଏବଂ ସେବକ ମାନେ ଆସି ପହଞ୍ଚିଲେ…
ଦେବର୍ଷି ନାରଦଙ୍କ ଗଣିତ
ଦେବର୍ଷି ନାରଦଙ୍କ ଗଣିତ
==============
ଶ୍ରୀମଦ୍ ଭାଗବତ ମହାପୁରାଣର ଦଶମସ୍କନ୍ଧ ଗୋପ ଲୀଳାରୁ ଏକ ରୋଚକ କାହାଣୀ l ଦେବୀ ଦେବକୀ ବସୁଦେବଙ୍କ ବିବାହପରେ, ନାନା ମଙ୍ଗଳ ବେଭାର ସହ ଦେବକୀଙ୍କ ବିଦାୟୀ ଉତ୍ସବ ଅନୁଷ୍ଠିତ ହେଲା l ବସୁଦେବ ବିଦାୟପାଇଁ ରଥରେ ବସିଲେ l ଏଥିରେ କଂସ ଅତି ଆନନ୍ଦ…