Browsing Category

କବିତା

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ

ତ୍ରେତୟା ଯୁଗରେ ରାଜା ରାମଚନ୍ଦ୍ର ସୁଶାସନ ରାମରାଜ୍ୟ l କଳିଯୁଗେ ଭାଈ ସେହି ରାମରାଜ୍ୟ ଆମରି ମୟୂରଭଞ୍ଜ ll ମୟୁର ଅଣ୍ଡଜ ବଂଶରେ ସମ୍ଭବି ରାଜା ଶ୍ରୀ ଶ୍ରୀରାମଚନ୍ଦ୍ର l ରାଜା ନୁହେଁ ସିଏ ମହାରାଜା ଆମ ଓଡ଼ିଶା ଆକାଶେ ଚନ୍ଦ୍ର ll ଗୁଣ ଚିହ୍ନିଥାଏ ଗୁଣିଆଁ ସିନା ସେ ଚିହ୍ନି କେତେ…

ନମସ୍ତେ ମାତା ପଦ୍ମାଳୟା

ନମସ୍ତେ ମାତା ପଦ୍ମାଳୟା l ଜଗଜ୍ଜନନୀ ବିଷ୍ଣୁ ଜାୟା ll ପଦ୍ମିନୀ ପଦ୍ମା ପଦ୍ମଗନ୍ଧା l ଜଗତ ତୋର ପଦେ ଛନ୍ଦା ll ଚାରୁ ହାସିନୀ ଚନ୍ଦ୍ର ମୁଖୀ l ସ୍ମରଣେ ଦୁଃଖ ଯାଏ ସୁଖି ll ପିତା ତୋହର ରତ୍ନାକର l ତୁ ଅଟୁ ରତନ ଭଣ୍ଡାର ll ପଦ୍ମ ଆସନୀ ପଦ୍ମାନନୀ l ଶ୍ୱେତ ଅମ୍ବରୀ ନାରାୟଣୀ ll…

ବିବେକ ବାଣୀ

(୧) ଆଜିରେ.... ବିବେକବାଣୀ କହେ ବିବେକବୀଣାର ସୁର ତାଳେ ତାଳେ ଲଳିତ କଣ୍ଠରେ ଗାଏ। ବିବେକାନନ୍ଦଙ୍କ ଏକେଶ୍ଵର ବାଦ ଜାଗରିତ ହେଉ ମନେ ନ ଆସୁ ପ୍ରମାଦ 'ଅଭିଃ' ମନ୍ତ୍ରରେ ଦୀକ୍ଷିତ ହେଉ ମୋ ମାନବ ଜାତି ସମାଜ। ପୂର୍ବେ ଉଦିତ ରବି ପଶ୍ଚିମେ ଉଇଁଲେ ଆସିଯାଏ ସନ୍ଧ୍ୟାବେଳ ସେହି…

ପ୍ରତାରଣା

ସୌଜନ୍ୟତା ଭିନ୍ନ ଦୃଷ୍ଟିକୋଣ ସ୍ୱାର୍ଥ ବିରୋଧୀ ମତ ସମ୍ପର୍କ ଦୁନିଆକୁ ଟାଣିନିଏ ମାନବ ସମାଜର ବ୍ୟକ୍ତିତ୍ୱ l ଆତ୍ମବିଶ୍ୱାସ ବଢ଼ିଯାଏ ମଜବୁତ ହୁଏ ସମର୍କର ମହାନତା ଏକ ସୂତ୍ରୀରେ l ସମୟ ଏମିତି ଆସେ ପର ବୁଦ୍ଧି ପ୍ରଳୟରେ ସ୍ୱାର୍ଥବାଦୀ ମଣିଷ ଅନ୍ଧକାର ଭିତରେ ହଜି ଭୁଲିଯାଏ…

ଜୟ ଜୟ ବୈଷ୍ନୋଦେବୀ

ଜୟଜୟ ବୈଷ୍ନୋଦେବୀ ପରମ ବୈଷ୍ଣବୀ l ହିମାଦ୍ରୀକନ୍ଦରେ ବିଜେ ମାଆ ମହାଦେବୀ ll କାଳୀ, ଲକ୍ଷ୍ମୀ, ସରସ୍ବତୀ, ତ୍ରି ଶକ୍ତି ରୂପରେ l ବାସ ତୋ'ର ମାତା ଗିରି ଗୁହା ଅନ୍ଧକାରେ ll ମୋଡ଼ି,ମୋଡ଼ି,ପାହାଡ଼ିଆ ଉଚ୍ଚରାସ୍ତା ଚଢ଼ି l ସର୍ପିଳ ରାସ୍ତାରେ ଭକ୍ତେ, ପିପିଲିକା ଧାଡ଼ି ll କେତେ…

ନମସ୍ତେ ପ୍ରଭୁ ବଳଦେବ

ନମସ୍ତେ ପ୍ରଭୁ ବଳଦେବ l ଜଗତ ଜନଙ୍କ ବାନ୍ଧବ ll ନମସ୍ତେ ପ୍ରଭୁ ବାସୁଦେବ l ତୁ ଶେଷଦେବ ଆଦିଦେବ ll ନମସ୍ତେ ପ୍ରଭୁ ହଳ ଧର l ନାସିଲ କନ୍ଦରା ଅସୁର ll ନମସ୍ତେ ପ୍ରଭୁ କାମପାଳ l ଆୟୁଧ ତୋ ହଳ ମୁଷଳ ll ନମସ୍ତେ ପ୍ରଭୁ ସଙ୍କର୍ଷଣ l ଧରାକୁ କରୁ ଆକର୍ଷଣ ll ନମସ୍ତେ ଅଚ୍ୟୁତ…

କ୍ଷୀରୋଦ ତନୟା

ବନ୍ଦେ କ୍ଷୀରୋଦ ତନୟା ବିଷ୍ଣୁ ପାଟରାଣୀ l ଶ୍ରୀପୀଠେ ପୂଜିତା ବିଶ୍ୱବନ୍ଦ୍ୟ ଠାକୁରାଣୀ ll ଅନ୍ନ ଦାତ୍ରୀ ମହା ମାୟୀ ମାଆ ଜଗଦ୍ଧାତ୍ରୀ l ପେଚକବାହନୀ ମାତା ତୁ କଲ୍ୟାଣଗାର୍ତ୍ତ୍ରୀ ll ଚରଣେ ଆଶ୍ରିତ ତୋ'ର ଚରାଚର ପ୍ରାଣୀ l ଜଗତ ଜନନୀ ମାତେ ଜଗତ କଲ୍ୟାଣୀ ll ବନ୍ଦଇ ସୁର ପୂଜିତେ ଦେବୀ…

ଶ୍ରୀବିଷ୍ଣୁଙ୍କ ବାରମାସର ନାମ

ମାର୍ଗଶୀର ମାସ ଦେହେ ଶୀତ ବାସ ପ୍ରଭୁ ହେଲେ ଘୋଡ଼ ଲାଗି l କେଶବଙ୍କୁ ଧ୍ୟାୟୀ ସୁଜ୍ଞ ବିଜ୍ଞ ଜନେ ହୁଅ ପ୍ରଭୁ ଅନୁରାଗୀ ll ପଉଷ ମାସରେ କମଳା ଚିନ୍ତନ୍ତି ବୁଲିଯିବେ ବାପ ଘର l ଶ୍ରୀନାରାୟଣଙ୍କୁ ଯାଚନା କରନ୍ତି ତହିଁଙ୍କୁ ଦିଅ ସ୍ୱୀକାର ll ମାଘ ମାସେ ବାଘ ଜାଡ଼ ପଡ଼ିଅଛି ଥର ହର…

ଆସୁଛନ୍ତି ମହାକାଳି

ଆସୁଛନ୍ତି ମହାକାଳି କରାଳ ଵଦନୀ l ଶ୍ୟାମଅଙ୍ଗୀ ଜଗତର ତମ ବିନାଶିନୀ ll ଚତୁର୍ଭୁଜା ଦୟାମୟୀ ବିପୁଳା ଦଶନୀ l ଚଉଦ ଭୁବନେ ପୂଜ୍ୟା ଜଗତ ଜନନୀ ll ସଙ୍କଟା ବିକଟା ମାତ ଦେବୀ ମହୋତ୍କଟା l ଲହ ଲହ ଜିହ୍ଵା ତାଙ୍କ ସିନ୍ଦୁରର ଚିତା ll ନୃମୁଣ୍ଡ ମାଳିନୀ ମାତା ହସ୍ତେ ଛିନ୍ନମୁଣ୍ଡ l…

ବଂଶୀଚୋରି

ବ୍ରହ୍ମା ଧରାଇଲେ ଅପୂର୍ଵ ମୁରଲୀ ତୋଳେ ସେ ଅପୂର୍ଵ ଧ୍ୱନୀ l ସେ ଧ୍ୱନୀ ଶ୍ରବଣେ ପାଷାଣ ତରଳେ ଯମୁନା ବହେ ଉଜାଣି ll ଗୋପପୁରେ କେତେ ଯୁବତୀ ନାହାଁନ୍ତି ବଂଶୀ ଡାକୁଥାଇ ଏକା l ଜାତି କୁଳ ମାନ ତେଜିଲି କହ୍ନାଇ ବଂଶୀ ଡାକଇ ରାଧିକା ll କୃଷ୍ଣ ଶୋଇଥାନ୍ତି କଦମ୍ବର ମୂଳେ ବଂଶୀ…