Browsing Category

କବିତା

ଶୀତକାଳ

ଶୀତକାଳ ======== ହେମନ୍ତ ଶେଷ ଧରା ପ୍ରବେଶ ଦାରୁଣ ଶୀତ କାଳ l ପଉଷ ମାଘ ବାଘୁଆ ଜାଡ଼ ଟାଙ୍କୁରୀ ଉଠେ ବାଳ ll ହେମନ୍ତ ୠତୁ ପ୍ରଣତି ଘେନି ବିଷ୍ଣୁଘରଣୀ ଗଲେ l ବୈକୁଣ୍ଠ ପୁରୁ ଶିକର ଶୀତ ଧରାକୁ ପେଷିଦେଲେ ll ଥରିଲା ଧରା ବରଡ଼ା ପରା ଥରଇ ହାଡ଼ ଗୋଡ଼ l ପାଣିକୁ ଦେଖି ମାଡ଼ଇ ଡର…

ଜୟ ଭଗବତୀ

ଜୟ ଭଗବତୀ ========== ଜୟ ଭଗବତୀ ମାଆଲୋ ଭାରତୀ ଜୟ ଲୋ ମଙ୍ଗଳମୟୀ l ଉତ୍କଳ ଭୂମିରେ ବିଜେ କଲୁ ମାଆ କେତେ କେତେ ନାମ ବହି ll ଝଙ୍କଡ଼େ ଶାରଳା ଶ୍ରୀକ୍ଷେତ୍ରେ ବିମଳା ବାଙ୍କିରେ ଚର୍ଚ୍ଚିକା ତୁହି l ପ୍ରାଚୀ ତଟେ ମାଆ ମଙ୍ଗଳା ରହିଲୁ ଦଇତାଙ୍କୁ ଦାରୁ କହି ll ବାଟେ ବାସ…

ଜୟ ବାବା ଆଖଣ୍ଡଳମଣି

ଜୟ ବାବା ଆଖଣ୍ଡଳମଣି ============== ଜୟ ଜୟ ଜୟ ବାବା ଆଖଣ୍ଡଳମଣି l ନମସ୍ତେ ମହା ମହିମ ପ୍ରଭୁ ଶୂଳପାଣି ll ନମସ୍ତେ ନମସ୍ତେ ପ୍ରଭୁ କଇଳାଶ ପତି l ଉତ୍କଳରେ ଆସି ପ୍ରଭୁ ଥାପିଲ ବସତି ll ନମସ୍ତେ ନମସ୍ତେ ପ୍ରଭୁ ହିମବନ୍ତୀ ବର l ଆରଡ଼ିଗ୍ରାମରେ ବିଜେ ସୁନ୍ଦର ମନ୍ଦିର ll…

ନମସ୍ତେ ଦେବ ଛାୟାପତି

ନମସ୍ତେ ଦେବ ଛାୟାପତି ======== ନମସ୍ତେ ଦେବ ଛାୟାପତି l ତୋ ତହୁଁ ବିଶ୍ୱ ଉତପତି ll ନମସ୍ତେ ଦେବ ଦିବାକର l ସକଳ ଶକ୍ତିର ଆଧାର ll ନମସ୍ତେ ସପ୍ତାଶ୍ୱ ବାହନ l ତୋହର ସାରଥୀ ଅରୁଣ ll ନମସ୍ତେ ଦେବ ମାରତଣ୍ଡ l ତୋ ରଶ୍ମି ଅତୀବ ପ୍ରଚଣ୍ଡ ll ନମସ୍ତେ ଦେବ ତେଜସ୍କର l ସପ୍ତ…

ବନ୍ଦେ ମୁହିଁ ହନୁମାନ

ବନ୍ଦେ ମୁହିଁ ହନୁମାନ ============ ଜୟ ଜୟ ପ୍ରଭୁ ଅଞ୍ଜନା ନନ୍ଦନ ଜୟ ଜୟ ବାୟୁସୂତ l ବାୟୁବେଗ ତୁମ୍ଭ ଅତୀବ ପ୍ରଖର ଜୟ ଜୟ ବେଗବନ୍ତ ll ଜନମ ଲଭିଲ ଅଞ୍ଜନା ମାତାଙ୍କ କୋଳେ ପ୍ରଭୁ ଶୋଇଥିଲ l ଫଳଟିଏ ମଣି ଉଦିତ ଭାସ୍କରେ ଅତି ବେଗେ ଉଡ଼ିଗଲ ll ସୂର୍ଯ୍ୟଙ୍କୁ ଗିଳିବ ସୃଷ୍ଟି ନାଶ…

ନମାମି ନମାମି ପ୍ରଭୁ

ନମାମି ନମାମି ପ୍ରଭୁ =========== ଜୟ ଜୟ ଜଗନ୍ନାଥ ସିନ୍ଧୁ ସୂତା ପତି l ନୀଳାଚଳଧାମେ ପ୍ରଭୁ କରିଲ ବସତି ll ଦିବ୍ୟ ଦାରୁକଳେବର ଲୀଳାମୟ ହରି l ସୁନ୍ଦରମୂରତି ଭାଇ ଭଗ୍ନୀ ସଙ୍ଗେ ଧରି ll ପାଶେ ତବ ବିଜେ ଚକ୍ରରାଜ ସୁଦର୍ଶନ l ଶଙ୍ଖଚକ୍ର ଗଦାପଦ୍ମ ହସ୍ତ ଶୋଭାବନ ll ସୁନ୍ଦର ଦେଉଳ…

ମହାପ୍ରଭୁଙ୍କ ଅପୂର୍ଵ ଶ୍ରାଦ୍ଧବେଶ

ମହାପ୍ରଭୁଙ୍କ ଅପୂର୍ଵ ଶ୍ରାଦ୍ଧବେଶ ============== ଶ୍ରୀମନ୍ଦିରେ ବିଜେ ବ୍ରହ୍ମାଣ୍ଡ ଠାକୁର ଦିବ୍ୟଦାରୁ କଳେବରେ l ମାନବ ଦେବତା ମାନବୀୟ ଲୀଳା ଜୟ ଜଗଦୀଶ ହରେ ll ଯୁଗେ ଯୁଗେ ପ୍ରଭୁ ଅବତରି ମର୍ତ୍ତ୍ୟେ ଧର୍ମ ସଂସ୍ଥାପନ କରି l ଦୁଷ୍ଟ ନିବାରଣେ ଶିଷ୍ଟଙ୍କ ପାଳନେ ଲୀଳା ବିରଚନ୍ତି…

ନମଃ ନମଃ ମହାଦେବୀ ବିଷ୍ଣୁଙ୍କର ବାମା

ନମଃ ନମଃ ମହାଦେବୀ ବିଷ୍ଣୁଙ୍କର ବାମା ================= ନମସ୍ତେ ନମସ୍ତେ ମାତ ଐଶ୍ୱର୍ଯ୍ୟଦାୟିନୀ l ନମସ୍ତେ ନମସ୍ତେ ହରିପ୍ରୀୟେ କମଳିନୀ ll ନମସ୍ତେ ନମସ୍ତେ ମାତେ ସାଗର ତନୁଜା l ପ୍ରସାଦରେ ମାତା ରଙ୍କ ହୁଏ ମହାରାଜା ll ନମସ୍ତେ କରୁଣାମୟୀ କରୁଣା ତୋ ଉଣା l ପ୍ରାଣୀଙ୍କି ନମିଳେ…

ନମସ୍ତେ ମାତା ମହାକାଳୀ

ନମସ୍ତେ ମାତା ମହାକାଳୀ ============= ନମସ୍ତେ ମାତା ମହାକାଳୀ l ତ୍ରିନେତ୍ରା ପ୍ରଚଣ୍ଡ ପ୍ରଜ୍ବଳି ll ନମସ୍ତେ ନମସ୍ତେ ମା ଶ୍ୟାମା l ଅଟୁ ମା ଶଙ୍କରଙ୍କ ବାମା ll ନମସ୍ତେ ମାତା ଭୟଙ୍କରୀ l ବୁଲୁ ମା ଯୋଗ୍ନିଗଣ ଧରି ll ନମସ୍ତେ ଉନ୍ମୁକ୍ତା ଜଘନୀ l ସନ୍ତାନ ବତ୍ସଳା ଜନନୀ ll…

ଶିବସ୍ତୁତି

ଶିବସ୍ତୁତି ======== ଅଙ୍କେ ଯାହାଙ୍କର ହିମାଦ୍ରୀ ତନୟା , ମସ୍ତକେ ପାବନୀ ଗଙ୍ଗେ l ଲଲାଟ ପଟଳେ ବାଳ ଇନ୍ଦୁ ଶୋଭା କଣ୍ଠେ ଗରଳ ଭୁଜଙ୍ଗେ ll ଭଷ୍ମ ବିଲେପିତ ସର୍ବାଙ୍କ ଶରୀର ଦେବାଧି ଦେବ ସଂହାରୀ l ଶଶିନିଭ ରୂପ ଆହେ ସର୍ବ ବ୍ୟାପ, ରକ୍ଷା କର ହେ କାମାରି ll ସର୍ଵ ଧର୍ମ ରୂପୀ…