Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ଭୀଷ୍ମ ପଞ୍ଚକ ବ୍ରତ କଥା
ମହାଭାରତ ଯୁଦ୍ଧରେ ଦଶମ ଦିନରେ କୁରୁକ୍ଷେତ୍ର ରଣଭୂମିରେ ପିତାମହ ଭୀଷ୍ମ, ଅର୍ଜୁନଙ୍କ ବାଣରେ ଧରାଶାୟୀ ହେଲେ l ତାଙ୍କ ଅନୁରୋଧ ରକ୍ଷା କରି ଅର୍ଜୁନ ନିଜ ଅସ୍ତ୍ର ବିଦ୍ୟା ବଳରେ ଏକ ଶରଶଯ୍ୟା ପ୍ରସ୍ତୁତ କରିଦେଲେ l ପିତା ଶାନ୍ତନୁଙ୍କ ଠାରୁ ଇଚ୍ଛା ମୃତ୍ୟୁ ବର ପ୍ରାପ୍ତ ଭୀଷ୍ମ ସେଇଠି ଶୋଇ…
ବିଶ୍ଵଜନନୀ ମାଆ ଜଗଦ୍ଧାତ୍ରୀ
କୋଟି ସୂର୍ଯ୍ୟ ସମ ତେଜମୟୀ ଚତୁର୍ଭୁଜା ଶଙ୍ଖ ଚକ୍ର ଧନୁ, ତୀରଧାରିଣୀ, ସିଂହ ବାହିନୀ ମାଆ ହେଉଛନ୍ତି ଜଗଦ୍ଧାତ୍ରୀ l ସଂମ୍ପୂର୍ଣ୍ଣ ଜଗତକୁ ଧାରଣ କରୁ ଥିବାରୁ ତାଙ୍କ ନାମ ଜଗଦ୍ଧାତ୍ରୀ l ସେ ଜଗତର ପାଳନକର୍ତ୍ତ୍ରୀ ମହିଷାମର୍ଦ୍ଦିନୀ ମାଆ ଦୁର୍ଗାଙ୍କ ଅନ୍ୟ ରୂପ l
ମାଆ ଜଗଦ୍ଧାତ୍ରୀଙ୍କ…
ସେ ବ୍ରଜ ନାରୀଙ୍କ ପୟରେ
ଦ୍ଵାପର ଯୁଗର କଥା l ଏକଦା ଦ୍ୱାରାବତୀ ପୁରରେ
ଗୋଟିଏ ଅନ୍ତରଙ୍ଗ ଆଳାପରେ ପ୍ରଭୁ ଦ୍ୱାରକାଧୀଶଙ୍କୁ ଅଷ୍ଟପାଟବଂଶୀ ପଚାରିଲେ,'ପ୍ରଭୁ ଆପଣ ତ ଗୋପ ପୁର ଛାଡ଼ି ମଥୁରା ଆସିଲେ,ପୁଣି କଂସନିଧନ ପରେ ସେଠାରୁ ଆସି ଏଠାରେ ମନୋରମ ଦ୍ୱାରିକା ନଗର ନିର୍ମାଣ କଲେ l ଆମ୍ଭମାନଙ୍କୁ ବିବାହ କରି ଆପଣଙ୍କ…
ଯୁଗେ ଯୁଗେ ମାଆ କାତ୍ୟାୟନୀ
ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ଚଉଦବର୍ଷ ବନବାସରେ ଯାଇ ଦଣ୍ଡକବନରେ ବାସ କରୁଥାନ୍ତି l ସେହି ବନ୍ୟ ପ୍ରଦେଶରେ ପ୍ରଭୁ ଦିନେ ବାସ କରିବେ ଜାଣି ବହୁ ମୁନି ଋଷି ଆସି ପୁର୍ବରୁ ସେଠାରେ ବାସ କରୁଥାନ୍ତି l ଋଷିମାନେ କୋଟି କନ୍ଦର୍ପ ଶୋଭା ଜିଣା ଲାବଣ୍ୟ ମୁର୍ତ୍ତି କୋଦଣ୍ଡ ଧାରୀ ପ୍ରଭୁ…
କେଶବ ଧୃତ ବାମନ ରୂପ
ସତ୍ୟ ଯୁଗର କଥା,ଭକ୍ତ ପ୍ରହଲ୍ଲାଦଙ୍କ ପୁତ୍ର ଥିଲେ ବିରୋଚନ l ତାଙ୍କ ପୁତ୍ର ଥିଲେ ଅସୁରରାଜ ବଳି l
ମହାବଳି ବହୁ ଯାଗ ଯଜ୍ଞାଦି କରି ଅସୀମ ଶକ୍ତିର ଅଧିକାରୀ ହୋଇଗଲେ l ଶୁକ୍ରାଚାର୍ଯ୍ୟ ତାଙ୍କ ଗୁରୁ ଥିଲେ l ଗୁରୁଙ୍କ ପରାମର୍ଶ କ୍ରମେ ଶହେ ଅଶ୍ଵମେଧ ଯଜ୍ଞ କରି ବଳି ସ୍ଵର୍ଗ ରାଜ୍ୟକୁ ଅଧିକାର…
ଉତ୍କଳବ୍ୟାସ ଜଗନ୍ନାଥ ଦାସ
ନମଇଁ ନୃସିଂହ ଚରଣ l
ଅନାଦି ପରମ କାରଣ ll
ଆଜି ପବିତ୍ର ରାଧା ଅଷ୍ଟମୀ,ରାସେଶ୍ୱରୀ ଶ୍ରୀମତୀ ରାଧାରାଣୀଙ୍କ ଜନ୍ମ ଦିବସ l ଏହି ଦିନଟି ଉତ୍କଳର ପ୍ରାତଃ ସ୍ମରଣୀୟ ବାଣୀ ପୁତ୍ର,ଓଡ଼ିଆ ଭାଗବତର ସ୍ରଷ୍ଟା ଶ୍ରୀଜଗନ୍ନାଥ ଦାସଙ୍କ ମଧ୍ୟ ପୁଣ୍ୟ ଜନ୍ମ ଦିନ l ଖ୍ରୀଷ୍ଟିୟ ପନ୍ଦରଶହ ଶତାବ୍ଦୀରେ…
ବୃନ୍ଦାବନରେ ତପସ୍ଵିନୀ ମହାଲକ୍ଷ୍ମୀ
ଦ୍ୱାପର ଯୁଗର କଥା l ଵର୍ଷା ଋତୁ ଯାଇ ଧରାରେ ପ୍ରବେଶ କରି ଥାଏ ଶରତ ଋତୁ l ନିର୍ମଳ ଶୋଭା ଧାରଣ କରି ଥାଏ ସମଗ୍ର ବୃନ୍ଦାବନର ବନ ଭୂମି l
ନିର୍ମଳ ଶରତ ଚନ୍ଦ୍ରାଲୋକରେ ଉଦ୍ଭାସିତ, ସମଗ୍ର ବ୍ରଜଭୂମି l ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ," ଶରଦ ଭୟେ ମେଘ ଗଲା l ଆକାଶ ନିର୍ମଳ ଦିଶିଲା…
ମାଆ ସମଲେଶ୍ଵରୀ
ଓଡ଼ିଶାରେ ଅବସ୍ଥିତ ବିଭିନ୍ନ ଶକ୍ତି ପୀଠ ମାନଙ୍କ ମଧ୍ୟରେ ମାଆ ସମଲେଇଙ୍କ ସ୍ଥାନ ସ୍ୱତନ୍ତ୍ର l ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ l ସେ ସମଗ୍ର ଓଡ଼ିଶାରେ,ପଡ଼ୋଶୀ ଛତିଶଗଡ଼ ଓ ସ୍ୱତନ୍ତ୍ର ଭାବରେ ପଶ୍ଚିମ ଓଡ଼ିଶାରେ ପୂଜିତା ଶକ୍ତି ମୟୀ ମାଆ l ମାଆ, ଉତ୍କଳ ଜାହ୍ନବୀ ମହାନଦୀ…
ଅଧାଗଢ଼ା ଦିଅଁ
ଯଜ୍ଞ ନୃସିଂହଙ୍କୁ ପ୍ରତିଷ୍ଠା କରି, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଯଜ୍ଞ ବେଦୀରେ ଆରମ୍ଭ କରିଥାନ୍ତି ଅଶ୍ଵମେଧ ଯଜ୍ଞ l ଯଜ୍ଞ ସମାପ୍ତହେବାକୁ ଆଉମାତ୍ର ଗୋଟିଏ ଦିନ ବାକି ଅଛି,ମହାପ୍ରଭୁଙ୍କ ପ୍ରକାଶ ସମୟ ଉପଗତ l ପରମ ଉତ୍କଣ୍ଠାରସହ ରାଜା ଶୋଇଛନ୍ତି l ଅପୂର୍ବ ଏକ ସ୍ବପ୍ନ ଦେଖିଲେ ମହାରାଜ…
ତୁମର ଉରୁ ଭଗ୍ନହେବ
==============
ସଂସ୍କୃତ ମହାଭାରତରେ ଏକ ସୁନ୍ଦର କାହାଣୀ l କପଟ ପଶାରେ ପ୍ରବଞ୍ଚିତ ପାଣ୍ତବ ମାନଙ୍କ ରାଜ୍ୟ ଚ୍ୟୁତି ଓ ବନବାସ ଖବର କ୍ରମେ ଦିଗ ବିଦିଗରେ ପ୍ରଚାରିତ ହୋଇଗଲା l ଯିଏ ଶୁଣିଲା, ସିଏ ରାଜା ଧୃଷ୍ଟରାଷ୍ଟ୍ରଙ୍କ ତିରସ୍କାର କଲା l ସମ୍ବାଦ ପାଇ କୁରୁ କୁଳର…