Browsing Category

ସ୍ତମ୍ଭ/ଗଳ୍ପ

ହରେ ମୁରାରେ ମଧୁ କୈଟଭାରେ 

================== ଭଗବାନ ଶ୍ରୀମଦ୍ ଭଗବତ ଗୀତାରେ କହିଛନ୍ତି, "ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ "l ଶ୍ରୀମଦ୍ ଭାଗବତରେ ସରଳ ଭାବରେ ଏ ତତ୍ତ୍ୱକୁ ବୁଝାଇ କୁହାଗଲା, " ଏମନ୍ତେ ନାନା ରୂପ ଧରି l ସଂସାରେ ରମେ ନରହରି ll ଦୁଷ୍ଟଙ୍କ ତେଜ,ବଳ ହରି l ସଂସାର ରଖେ…

ନାଗକନ୍ୟା ବେଲାବଳୀ

============== ହସ୍ତୀନା ରାଜପ୍ରାସାଦରେ ମହାରାଜ ପଣ୍ଡୁଙ୍କ ପାଞ୍ଚ ପୁତ୍ର, ତଥା ଧୃତରାଷ୍ଟ୍ରଙ୍କ ଶହେ ପୁତ୍ର ଯୌବନରେ ଉପନୀତ ହୋଇସାରିଥାନ୍ତି l ସବୁ ରାଜପୁତ୍ର ମିଶି ବିଭିନ୍ନ କ୍ରୀଡ଼ା କୌତୁକ ମାନ କରି ରାଜପ୍ରାସାଦକୁ ମୁଖରିତ କରୁଥାନ୍ତି l ଭୀମ ସେନ ତାଙ୍କ ମଧ୍ୟରେ ସବୁ…

ଗଧପାଦ ଧରିଲେ ଭଗଵାନ

================ ପାଣ୍ଡଵମାନେ ଇନ୍ଦ୍ରପ୍ରସ୍ଥ ଠାରେ ନୂଆ ରାଜଧାନୀ ପ୍ରତିଷ୍ଠା କଲା ପରେ, ଧର୍ମରାଜ ଯୁଧିଷ୍ଠିର ପ୍ରସ୍ତାବ ରଖିଲେ ରାଜସୂୟ ଯଜ୍ଞ କରିବା ପାଇଁ l ଉପସ୍ଥିତ ସମସ୍ତ ସଭାସଦ ଓ ଭାଇ ମାନେ ଏହାକୁ ସ୍ୱାଗତ କଲେ l କିନ୍ତୁ ଶ୍ରୀକୃଷ୍ଣ କହିଲେ, ଧର୍ମରାଜ ! ତୁମେ…

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

================== ମହର୍ଷି ବାଲ୍ମୀକି ବ୍ରହ୍ମଜ୍ଞାନ ଲାଭକରି ତମସାନଦୀ ତଟରେ ଆଶ୍ରମ ଗୋଟିଏ ସ୍ଥାପନକରି ରହୁଥାନ୍ତି l ତମସା ତୀରରେ ସେ ବିଚରଣ କରୁଥିଲା ବେଳେ ଦିନେ ଦେବର୍ଷି ନାରଦଙ୍କ ସହିତ ତାଙ୍କର ସାକ୍ଷାତ ହେଲା l ବାଲ୍ମୀକି ମୁନିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି…

ଗନ୍ଧର୍ବ ଅଙ୍ଗାରପର୍ଣ୍ଣ କଥା

ମହାଭାରତରୁ ଏକ ସୁନ୍ଦର କଥା l ପାଣ୍ଡବମାନେ ଜତୁ ଗୃହରୁ ରକ୍ଷା ପାଇଯାଇ ଏକଚକ୍ର ନଗରରେ ଗୁପ୍ତ ଭାବେ ମାତା କୁନ୍ତୀଙ୍କ ସହ ଜଣେ ବ୍ରାହ୍ମଣଙ୍କ ଗୃହରେ ବାସକରୁଥାନ୍ତି l ଏହି ସମୟରେ ପାଞ୍ଚାଳ ଦେଶରୁ ଜଣେ ବ୍ରାହ୍ମଣ ଆସି ପହଞ୍ଚିଲେ l ବ୍ରାହ୍ମଣ ବେଶି ପାଣ୍ତବମାନଙ୍କୁ ସେ କହିଲେ,…

ଯଜ୍ଞ ସମ୍ଭୂତା ଯାଜ୍ଞସେନୀ

 ପାଞ୍ଚାଳରାଜ ଦ୍ରୁପଦ ଓ ଗୁରୁ ଦ୍ରୋଣାଚାର୍ଯ୍ୟ ଥିଲେ ସହପାଠୀ ଓ ବାଲ୍ୟବନ୍ଧୁ l ସେମାନେ ପିଲାଦିନେ ଭରଦ୍ୱାଜଙ୍କ ଆଶ୍ରମରେ ଏକାଠି ରହି, ଖେଳକୁଦ, ବିଦ୍ୟାଶିକ୍ଷା କରୁଥିଲେ l ବିଦ୍ୟାଶିକ୍ଷା ଶେଷହେବା ପରେ ଦ୍ରୁପଦ ଯାଇ, ପାଞ୍ଚାଳ ରାଜ ସିଂହାସନରେ ବସିଲେ l ମାତ୍ର ଅବସ୍ଥା ଚକ୍ରରେ ଦ୍ରୋଣ…

ମହନୀୟ ଚରିତ୍ର ଭରତ 

ମହାକାବ୍ୟ ରାମାୟଣରେ ଭରତ ଏକ ମହନୀୟ ଚରିତ୍ର l ଶ୍ରୀରାମଙ୍କ ପ୍ରତି ଲକ୍ଷ୍ମଣଙ୍କର ଭକ୍ତି ଥିଲା, ସଗୁଣ କିନ୍ତୁ ଭରତଙ୍କ ଭକ୍ତି ଥିଲା ନିର୍ଗୁଣ l ଲକ୍ଷ୍ମଣ ପ୍ରଭୁ ରାମଙ୍କ ପାଖେ ପାଖେ ରହି ସେବା କରିଛନ୍ତି ମାତ୍ର ଭରତଙ୍କୁ ସେ ସୁଯୋଗ ପ୍ରାପ୍ତ ହୋଇ ନାହିଁ l କିନ୍ତୁ ସେ ମଧ୍ୟ ଲକ୍ଷ୍ମଣଙ୍କ…

କଳିଯୁଗେ ନାମ ରୂପେ କୃଷ୍ଣ ଅବତାର

କଳି ଯୁଗରେ କୃଷ୍ଣକଳା ଧରି ଅବତାର ଲଭିଥିବା ନାମାଚାର୍ଯ୍ୟ ମହାପ୍ରଭୁ ଶ୍ରୀଚୈତନ୍ୟ,ଏ ଜାଗତିକ ଦୃଷ୍ଟିରେ ସମଗ୍ରବିଶ୍ୱରେ ଏକ ବିସ୍ମୟକର ବ୍ୟକ୍ତିତ୍ୱl ଭାଗବତ ମହାପୁରାଣ କହେ କଳି ଯୁଗରେ ନାମ ସଂକୀର୍ତ୍ତନ ହିଁ ଯୁଗଧର୍ମ l ଶ୍ରୀ ଚୈତନ୍ୟ ମହାପ୍ରଭୁ ସେହି ନାମ ମହିମା କଥା କହିଛନ୍ତି, " ନାମ…

ମୃତ୍ୟୁଞ୍ଜୟୀ ନଚିକେତା

କଠୋପନିଷଦର ଏହି କାହାଣୀ l ପୂର୍ବ କାଳରେ ଉଦ୍ଦାଳକ ନାମକ ଜଣେ ପୁରାଣ ପ୍ରସିଦ୍ଧ ତପସ୍ୱୀ ଥିଲେ l ତାଙ୍କର ସନ୍ତାନ ହେଲେ ଋଷି ବାଜଶ୍ରବା l ବାଜଶ୍ରବାଙ୍କ ପୁତ୍ର ନଚିକେତା l ଏକଦା ସ୍ୱର୍ଗଲାଭ ଆଶାରେ, ବାଜଶ୍ରବା ଏକ ବିଶ୍ୱଜିତ ଯଜ୍ଞ କଲେ l ଯଜ୍ଞରେ, ବାଜଶ୍ରବା ସମସ୍ତ ଧନସମ୍ପଦ ଦାନ କରି ଦେଲେ…

ଗାଲବ ମାଧବୀ ଉପାଖ୍ୟାନ

ଭଗବାନ ଶ୍ରୀକୃଷ୍ଣ ଶାନ୍ତିଦୂତଭାବେ ଯୁଦ୍ଧ ନହେବା ପାଇଁ ଶାନ୍ତି ପ୍ରସ୍ତାବ ଧରି, ହସ୍ତୀନାରେ ପହଞ୍ଚିଲେ l କୁରୁ ସଭାରେ ପର୍ଶୁରାମ, କଣ୍ୱ ପ୍ରଭୁତି ଋଷିମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରସ୍ତାବକୁ ସ୍ୱାଗତକରି ମାନୀ ଦୁର୍ଯ୍ୟୋଧନକୁ ବୁଝାଇବାକୁ ଚେଷ୍ଟା କଲେ l ମାତ୍ର ତାଙ୍କର ସବୁ ଚେଷ୍ଟା…