Browsing Category

କବିତା

ନାଉରିଆ

ଜନକ ମାତା କରି ସ୍ମରଣ । ମଥା ନୁଁଆଇ ତା ' ନଉକା ବରୁଣ ।। ମୁଣ୍ଡର ଝାଳ ତୁଣ୍ଡରେ ମାରି । ନାଉରୀ ଯାଉଛି ନାବ ଟିକୁ ଧରୀ ।। ପେଟ ପୋଷଣ ଲାଗି ନାବିକ । କୂଳେ ଲଗାଇ ଡ଼ଙ୍ଗା ସାଜେ ସେବକ ।। ଗମନା ଗମନ ପଥେ ଯାଇ । ଅନେକ ଦୂରରୁ ବିଦେଶୀ ବାଟୋଇ ।। ଭଉଁରୀ ଖେଳରେ ଚମକାଇ । ଦୁଇକୂଳ ଖାଇ…

ଶିଖରଚଣ୍ଡୀ ଲୋ ଶିଖରଚଣ୍ଡୀ

ଶିଖରଚଣ୍ଡୀ ଲୋ ଶିଖରଚଣ୍ଡୀ l ବସିଲୁ ପର୍ବତ ଶିଖର ମଣ୍ଡି ll ସିନ୍ଦୁର ମୁଣ୍ଡି ତୁ ହଳଦୀ ମୁଖୀ l ସବୁରି ବିପଦୁ ପାରୁ ତୁ ରଖି ll କୋଣାର୍କରେ ରାମଚଣ୍ଡୀକା ତୁହି l କଳାପାହାଡ଼କୁ ଥିଲୁ ଭଣ୍ଡାଇ ll କଟକେ ବୋଲାଉ କଟକଚଣ୍ଡୀ l ଭଉଣୀ ତୋହର ଶ୍ରୀଗଡ଼ଚଣ୍ଡୀ ll ବରୁଣାଇ ନାମେ ଖୁରୁଧା…

ସେବାମୂର୍ତ୍ତୀ ମଦର ଟେରେସା

ମମତାମୟୀ ମାଆ ସେ ବିଶାଳ ହୃଦୟ l ଆଜି ତାଙ୍କ ଜନ୍ମତିଥି ବିଶ୍ୱେ ଶୁଭେ ଜୟ ll କେଉଁ ପୁଣ୍ୟ ଲଗନରେ ମାଆ ଜନ୍ମ ଲଭି l ମରତକୁ ଆସିଥିଲ ସ୍ୱୟଂ ସେବା ଦେବୀ ll ମରଣଶୀଳ ମାନବେ କରି ତୁମ୍ଭେ ସେବା l ସେବାକୁ ତୁମ୍ଭର ଆଉ ଉପମା କି ଦେବା ll ମାନବ ସେବା ମାଧବ ସେବାବ୍ରତ କରି l ବିଶ୍ୱରେ…

ଶ୍ରୀକୃଷ୍ଣାଷ୍ଟକମ୍

ସର୍ବ ଦୋଷହାରୀ ଭୁବନ ପାଳକ ଗୋପୀଙ୍କ ହୃଦୟ ହାର l ତୋ ପଦେ ଲାଳସା ଲାଗି ରହୁ ମୋର କୃଷ୍ଣ ଘେନ ନମସ୍କାର ll ଏ ଭଵ ତାରଣ ନଉକା ତୁ ସିନା ଭବସିନ୍ଧୁ କର୍ଣ୍ଣଧାର l ଯଶୋମତିଙ୍କର ନୟନ ପିତୁଳୀ ନମସ୍ତେ ହେ ଦୁଗ୍ଧଚୌର ll ସର୍ବ ପାପ ହର ଭକ୍ତ ଚିତ୍ତ ଚୋର ବ୍ରଜେଶ ନନ୍ଦ ନନ୍ଦନ l ଶିଖି…

ଓଡିଶା

ମୁଖ୍ୟ ମନ୍ତ୍ରୀ ଆମ ନମ୍ବର ଉଆନ ରଖିଛନ୍ତି ରାଜ୍ୟ ଟେକ ମୁଖ୍ୟ ସଚିବଙ୍କ ବୟସ ସରୁନି ରହିବେ ମରିବା ତକ l ବାଇଶି ବରଷ ସରକାର ଆମ କାର୍ଯ୍ୟ ତ ବିଶ୍ୱ ସ୍ତରୀୟ ବେଙ୍ଗ ମୁତିଦେଲେ ଭାଷେ ରାଜଧାନୀ ରାସ୍ତାରେ ନର୍ଦମା ସୁଅ l ସରେ ନାହିଁ ଆମ ଜାଇକା ଯୋଜନା ମୃତାହତ ସଂଖ୍ୟା ବଢେ ପର୍ବ…

ଫିଙ୍ଗାଜାଲ

ଭୈରବ ବାବୁଙ୍କ ଅଜବ ନୀତି ଯୁଆଡେ ଲାଭ ସିଆଡେ ଗତି ଇଛା କଲେ ମାଛ ଖାଇବେ ବୋଲି କେନାଲ ଆଡେ ଗଲେ ସେ ବୁଲି ।। କେନାଲରେ ମାଛ ଖେଳିବା ଦେଖି ବାହାରିଲେ ସେ ଜାଲ ଦେଖି ପଡୋଶୀ ପାଖରୁ ପାଇଲେ ଜାଲ ଭାବିଲେ କେମିତି ପଡେ ସେ ଜାଲ  ।। ମାଛ ଧରାଳୀଙ୍କ ଜାଲ ପକା ଦେଖି…

ଧନୀ ହେବାର ନିଶା

ପ୍ରତିଯୋଗିତାଟା ନିଇତି ଚାଲିଛି ବଡ ଧନୀ କିଏ ହେବ ନାରୀମାନଙ୍କୁ ବି ସୁଯୋଗ ମିଳିଛି କିଏ ବା ପଛେଇ ଯିବ? ମୃତ୍ୟୁର ପ୍ରମାଣ ପତ୍ରଟିଏ ପାଇଁ ଆର ଆଇ ନେଉଛି ଲାଂଚ ଏକ ନାରୀ ସାଥେ ଆଉ ଏକ ନାରୀ ପୁରାଇ ଖେଳୁଛି ପେଂଚ। ଅପରାଧୀ ପଛେ ଗୋଡେଇ ଗୋଡେଇ ଭିଜିଲାନ୍ସ ଧରିଥାଏ ନାରୀ…

ଆସୁଛନ୍ତି ଗଜାନନ

ଆସୁଛନ୍ତି ଗଜାନନ ଗୋଉରୀ ନନ୍ଦନ l ଅଗ୍ର ପୂଜ୍ୟ ବିଘ୍ନରାଜ ଇନ୍ଦୁର ବାହନ ll ଭାଦ୍ରବ ଶୁକ୍ଳ ଚତୁର୍ଥୀ ତାଙ୍କ ଦିବ୍ୟପୂଜା l ସର୍ବବିଘ୍ନ ହରିନେବେ ପ୍ରଭୁ ବିଘ୍ନରାଜା ll ପିତା ତାଙ୍କ ସଦାଶିବ ପ୍ରଭୁ ଆଶୁତୋଷ l ନମସ୍କାରମାତ୍ରେ ବାବା ଲଭନ୍ତି ସନ୍ତୋଷ ll ମାତା ପର୍ବତ ନନ୍ଦିନୀ…

ଦୁଇ ଭକ୍ତଙ୍କ ମାନ ରକ୍ଷା

ମର୍ତ୍ତ୍ୟରେ ରାଜତ୍ୱ ଏବେ ଦ୍ୱାପର ଯୁଗର l ରାମେଶ୍ୱରେ ଭ୍ରମୁଥିଲେ ହନୁମାନ ବୀର ll ତ୍ରେତୟା ରାମ ସେବକ ହନୁ କପିଶ୍ରେଷ୍ଠ l ଧନୁର୍ଦ୍ଧର ଅର୍ଜୁନଙ୍କ ସଙ୍ଗେ ହେଲା ଭେଟ ll ଶୁଣ ପାର୍ଥ ତ୍ରେତୟା ଯୁଗରେ ଏହିଠାରେ l ଆମ୍ଭେ ବନ୍ଧ ବାନ୍ଧି ଥିଲୁ ସାଗର ବକ୍ଷରେ ll ଲକ୍ଷ ଲକ୍ଷ ଭାଲୁ କପି…

ମୌସୁମୀ କବିତା ଆସର

ବାଲିସାହି: ପୂର୍ବ ମେଦିନୀପୁର, ପଶ୍ଚିମ ବଙ୍ଗର ଶ୍ରେୟଶୀ ସାହିତ୍ୟ ପରିବାରର ବଳିଷ୍ଠ ଉଦ୍ୟମରେ ଏକ ବହୁଭାଷୀ ଅନଲାଇନ ମୌସୁମୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ପ୍ରତିବେଶି ବାଙ୍ଗଲାଦେଶ୍ ସହ ନିଜ ଦେଶର୍ ର୍ବିଭିନ୍ନ ରାଜ୍ୟରୁ ଉପସ୍ଥିତ କବିମାନେ ସ୍ବରଚିତ କବିତାମାନ ପାଠ କରିଥିଲେ…