Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ପ୍ରଭାତ କୁସୁମ
ବିରହ ବିଧୁରା ରଜନୀ ପାହିଲା
ଡାକ ଦେଲେ ଚକ୍ରବାକ l
ଚକ୍ରଧର ପକ୍ଷୀ ଜନ୍ମୁ ପାରିକର
କଳାକର କଳାମୁଖ ll
ମନ୍ଦାର ଫୁଟିଲା ଅନ୍ଧାର ତୁଟିଲା
ପ୍ରାଚୀ ନଭେ ଦିନମଣି l
କୁକ୍କୁଟ ଡାକିଲେ ମୁକୁଟ ଉଠାଇ
ଉଠ ଉଠ ଧନମଣି ll
ତାରା ଅସ୍ତ ଗଲେ ଗୋଟି ଗୋଟି
କରି ପରିହରି ତାଙ୍କ ତୋରା l
ଚାହୁଁ…
ଅଦ୍ଭୁତ ଶିଳ୍ପୀ
କନ୍ୟା ସଂକ୍ରାନ୍ତିର ପବିତ୍ର ତିଥିରେ
ମନେ ପଡ଼େ ଏକ ଅପୂର୍ବ ଗାଥା l
ଏ କଳିଯୁଗରେ ନୀଳାଚଳ ଧାମେ
ଶ୍ରୀମନ୍ଦିରେ ବିଜେ ଦାରୁ ଦେବତା ll
ଅପୂର୍ଵ ଦାରୁଟେ ଲାଗି ଥିଲା ଆସି
ବାଙ୍କି ମୁହାଣରେ କାୟା ମେଲାଇ l
ସ୍ୱପ୍ନାଦେଶ ହେଲା ରାଜା ବିଷ୍ଣୁ ଭକ୍ତେ
ଏ ଦାରୁରେ ଦିଅ ଦିଅଁ ଗଢ଼ାଇ ll…
ଚରିତ୍ର
ଜଣାନାହିଁ "ଅ" "ଆ" ଆକାର ଓକାର
"ହ" "କ୍ଷ" ଧରିବାକୁ ସଦା ହରବର l
କର୍ମେ ନୁହେଁ ତତ୍ପର ସେ
ଖୋଜେ ଖାଲି ଲାଭ
ଉଚ୍ଚାଙ୍ଗ ଭାଷଣ ମୁଖେ
ଗାଦି ପାଇଁ ଲୋଭ l
ଫୁଲମାଳ ପିନ୍ଧିବାକୁ
ଅର୍ଥ କରେ ଶ୍ରାଦ୍ଧ
ହାତେ ରଖି ଅନୁଗତ
ଶୁଣେ ଜିନ୍ଦାବାଦ l
ହଂସ ହୋଇବାକୁ ବଗ
କଲେ ଶତ ଚେଷ୍ଟା
କାଉ କି…
ବିଶ୍ବକର୍ମା
ବିଶ୍ୱକର୍ମା ସେ
ବିଶ୍ୱ ନିୟତା
ଗଢ଼ିଛନ୍ତି ବୃଦ୍ଧ ବେଶେ
ଅଧାଗଢା ଦିଅଁ
ଫୁଟାଇଛନ୍ତି କାରିଗରୀ ନିପୁଣତା
ପାଣ୍ଡବ ବରୁଣ କୁବେରଙ୍କ
ସ୍ୱର୍ଗତୂଲ୍ୟ ପ୍ରାସାଦ ସମୁହେ ।
ସେ ଯନ୍ତ୍ରୀ
ଗଢ଼ିଛନ୍ତି ଯନ୍ତ୍ର ପୁଷ୍ପକ ବିମାନ
ମାନିବାକୁ ହେବ
ତାଙ୍କ ସ୍ଥାପତ୍ୟର କଳା କଉଶଳ
ସ୍ୱର୍ଣ୍ଣ…
ମର୍ତ୍ତ୍ୟ ବୈକୁଣ୍ଠ
କାହିଁ ଯାଉ କାଶୀ କାହିଁ ଯାଉ ବୃନ୍ଦାବନ l
ନୀଳାଚଳ ଧାମେ ବିଜେ ବ୍ରହ୍ମ ସନାତନ ll
ନାନାଦେଶ ତୀର୍ଥେଯିବା କିବା ପ୍ରୟୋଜନ l
ଏ ମର୍ତ୍ତ୍ୟବୈକୁଣ୍ଠେ ବିଜେ ସ୍ୱୟଂ ନିରଞ୍ଜନ ll
ଯଶୋଦା ନନ୍ଦନ ଦଇତାରୀ ଦୀନବନ୍ଧୁ l
ଦର୍ଶନ ମାତ୍ରକେ ପ୍ରାଣୀ ତରେ ଭବସିନ୍ଧୁ ll
କେଶବ ମାଧବ ଜୟ ମଙ୍ଗଳ…
ଜୀବନ ଯନ୍ତ୍ରଣା
ଅସହାୟ
ଅସମର୍ଥ ବୋଲିତ
ସାମ୍ନା କରୁଛି
ପ୍ରତିଟି ମୁହୂର୍ତ୍ତରେ
ଅସୁମାରୀ କଷ୍ଟକୁ l
ବଞ୍ଚିବାର ମୋହ ଛାଡ଼ିନି
ପେଟ ଚାଖଣ୍ଡେ ପାଇଁ
ଅଭିନୟ କରିବାକୁ ହେବ
ଖଣ୍ଡିଏ ରୋଟି, ମୁଠାଏ ଭାତ
ଆଉ କିଛି ଲୋଡା ନାହିଁ l
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ
ଲେଖା ଅଛି କପାଳରେ
ସୁଖ ଶାନ୍ତିର…
ଆଶ୍ରମ ନାମେ ବଦରିକା
ସତ୍ୟ ଯୁଗେ ପ୍ରଭୁ ନରନାରାୟଣ
ବଦରି ବନେ ବିହାର l
ଧ୍ରୁବ,ପ୍ରହଲ୍ଲାଦ ତରିଗଲେ ଜପି
ବଦ୍ରିକା ଆଶ୍ରମ ସାର ll
ହିମାଳୟ କ୍ରୋଡ଼େ ବଦରିକା ନୀଡ଼େ
ବାସ କଲେ ଦୟାମୟ l
ବେଦବ୍ୟାସ ମୁନି ବେଦ ଭାଗ କଲେ
ରଚିଲେ ପୁରାଣ ଚୟ ll
କଳିର ପ୍ରବେଶେ କୃଷ୍ଣଙ୍କ ନିର୍ଦ୍ଦେଶେ
ଉଦ୍ଧଵ ଚଳିଲେ ଚାଣ୍ଡେ l…
ମାଆ ତାରାତାରିଣୀ
ଋଷିକୁଲ୍ୟା ତୀରେ ପର୍ବତ ଶିଖରେ
ବିଜେ ମା' ସିନ୍ଦୁର ମୁଣ୍ଡି l
ତାରା ତାରିଣୀ ସେ ଗଞ୍ଜାମ ଆରାଧ୍ୟା
ଦେବୀ ଦୟାମୟୀ ଚଣ୍ଡୀ ll
ଶକ୍ତି ସ୍ୱରୂପିଣୀ ସଙ୍କଟ ତାରିଣୀ
ଯାଆଁଳା ଦୁଇ ଭଉଣୀ l
ଶକ୍ତି ପୀଠେ ଉଭା ମାଆ ଦୟାମୟୀ
ଇପ୍ସିତ ବର ଦାୟିନୀ ll
ସତୀଙ୍କ ବକ୍ଷୋଜ ପଡ଼ିଥିଲା ଏଠି
ଦକ୍ଷ…
ମହାଲକ୍ଷ୍ମୀ ଓ ଶିରୁଳି ମହାବୀର
ତ୍ରେତୟାରେ ପ୍ରଭୁ ଧରି ରାମ ଅବତାର l
ହନୁମାନଙ୍କୁ ରଖିଲେ ସେବକ ତାଙ୍କର ll
ମହାପ୍ରଭୁଙ୍କ ଠି ହନୁ କଲେ ନିବେଦନ l
ସେବକ ପଣେ ରଖିବ ପ୍ରଭୁ ଚିରଦିନ ll
କଳିଯୁଗେ ନୀଳାଚଳେ ଚତୁର୍ଦ୍ଧା ମୂରତି l
ଚତୁର୍ଦ୍ଦିଗେ ହନୁମାନ ସେବାରେ ଖଟନ୍ତି ll
ଏକ ହନୁମାନ ମହାପ୍ରଭୁ ଆଦେଶରେ l
ସେବକ…
ବାମନାବତାର
ଭକ୍ତ ପ୍ରହଲ୍ଲାଦ ପୌତ୍ର ବିରୋଚନ ସୂତ l
ଶୁକ୍ରାଚାର୍ଯ୍ୟ ବାକ୍ୟେ ହୋଇ ଅତି ମଦମତ୍ତ ll
ଶହେ ଗୋଟି ଅଶ୍ୱମେଧ ଯଜ୍ଞ ଆଚରିଲା l
ଅତି ମାନ୍ୟେ ବଳି ଇନ୍ଦ୍ର ପଦକୁ ଲଭିଲା ll
ଉଦ୍ଧତତା ନୁହେଁ କେବେ ପୁରୁଷ ପୌରୁଷ l
ବଳି ମର୍ଦ୍ଧନ ପାଞ୍ଚିଲେ ପ୍ରଭୁ ହୃଷୀକେଶ ll
ବୈକୁଣ୍ଠ ତେଜିଲେ ପ୍ରୂଭୁ…