Browsing Category

କବିତା

ବୁଢ଼ାମାନଙ୍କ ପାଇଁ ଗୀତ

============== ଛୋଟ ଦିନେ ଗଳ୍ପଟିଏ ପଢ଼ି ଥିଲି ମୁଁହିଁ l ଶୁଣ ଶୁଣ ବରିଷ୍ଠ ମୋ ନାଗରିକ ଭାଇ ll ଏକଦେଶେ ଥିଲେ ଏକ ବହୁବଡ଼ ରାଜା l ମନ୍ତ୍ରୀଟି ତାଙ୍କର ପାଳବିଣ୍ଡା ବୁଦ୍ଧି ଗୋଜା ll ରାଜାଙ୍କର ଚାଲି ଥାଏ ଦିନେ ଦରବାର l ମୁଣ୍ଡେ ତାଙ୍କର ପଶିଲା ଗୋଟିଏ…

ନାଗ ପଞ୍ଚମୀ

========== କଂସର ଘରଣୀ ଦିନେ ପଦ୍ମାବତୀ ରାଣୀ l କହ୍ନାଇକୁ ବାର୍ତ୍ତା ଦେଲା ଫୁଲ ଦିଅ ଆଣି ll ଲକ୍ଷେଭାର ପଦ୍ମେ ନ ଥିବ ପାଖୁଡ଼ା ମିଶା l ସେଥିରେ ପୂଜା ହୋଇବ ଧନିତିରି ଓଷା ll ପଦ୍ମ ତୋଳି ବନମାଳୀ କାଳିନ୍ଦୀକୁ ଗଲେ l କଠଉ ଚିହ୍ନ କାଳୀୟ ଶିରରେ ଆଙ୍କିଲେ…

ପ୍ରଭାତୀ ତାରା 

========== ପାହିଲା ଅନ୍ଧାର ରଜନୀ ଉଷା ହୋଇଲା ପରା l ପ୍ରାଚୀ ନଭେ ଦେଖ ଉଦ୍ଭାସେ ଏକ ବିଚିତ୍ର ତାରା ll ଝଟ ଝଟ ଝଟ ଝଟକେ ଯଥା ଝଟକ ମଣି l ମଥାମଣି କିବା ସିନ୍ଥିରେ ଶୋଭା ଉଷା ରମଣୀ ll କରଟ, କୁମ୍ଭାଟ ରାବନ୍ତି ଡାକି ବୁଲେ ଡାମରା l ଦପ…

ନମଃ ଆଞ୍ଜନେୟ

=========== ନମସ୍ତେ ଅଞ୍ଜନାସୂତ ନମଃ ଆଞ୍ଜନେୟ l ତବ ସ୍ମରଣରେ କଟେ ପୀଡ଼ା କାଳଭୟ ll ନମଃ ନମଃ ବାୟୁପୁତ୍ର ନମସ୍ତେ, ମାରୁତି l ଅଦ୍ଭୁତ ତୁମର ଅଟେ ବାୟୁ ବେଗେ ଗତି ll ଭାରତ ଯୁଦ୍ଧରେ ବିଜେ କପୀଧ୍ୱଜ ରଥେ l ଶ୍ରୀକୃଷ୍ଣ ସାରଥି ଥିଲେ ଜିତାଇଲ ପାର୍ଥେ ll…

ରାଧାରମଣ

ରାଧାରମଣ ହେ ମୁରଲୀ ପାଣି l ରାଧାରାଣୀ ନେତ୍ରୁ ବୁହଇ ପାଣି ll ମଣି ବିମାନେ ଶ୍ରୀରାଧାଗୋବିନ୍ଦ l ଢ଼ଳି ଢ଼ଳି ଚାଲି ଭକ୍ତେ ଆନନ୍ଦ ll ଭକ୍ତ ଗଣ ସଙ୍ଗେ ଆନନ୍ଦେ ବୁଲି l ଚାଚେରୀ ଚାଖନ୍ତି ଖେଳନ୍ତି ହୋଲି ll ବନ ଫୁଲେ ଶୋଭା ଶ୍ରୀବନମାଳି l ଶିରେ ବନ୍ଧା ଜାମୁ କଦମ୍ବ ଡାଳି ll ହସ୍ତେ…

ମାତୃଭାଷା ଦିବସ ଅନୁଚିନ୍ତା

ଉତ୍କର୍ଷ କଳାର ଉତ୍କଳ ଦେଶ ଏବେ ଓଡ଼ିଶା l ଓଡ଼ିଆ ଆମର ବଢ଼ିଆ ଶାସ୍ତ୍ରୀୟ ମାତୃଭାଷା ll ଆମ ପୁଣ୍ୟଭୂମି ଉତ୍କଳ ନେତା ଶ୍ରୀଜଗନ୍ନାଥ l ନୀଳଚକ୍ର ନେତ ଗରବେ ଗାଏ ଆମରି ଗୀତ ll ଆମ ଭାଷା ଅତି ମହାନ ଆଜି ବିଶ୍ବେ ବଖାଣ l ଜଗତ ଉଦ୍ଧର ପଛେ ମୋ ନର୍କେ ପଡୁ଼ ଜୀବନ ll ଆମ ଭାଷା ପୁଣି ଅଟଇ…

ପ୍ରେମମୟ ହରି

ବରଜ ବଧୂ ସରବେ ଧରି ଅର୍ଘ୍ୟ ଥାଳି l ଆନନ୍ଦେ ବନ୍ଦାଅ ବନ୍ଧୁ ରାଧାବନମାଳୀ ll ଗଳେ ଦିଅ ବନମାଳା କେତକୀ ନିଆଳି l ଶିରରେ ତୁଳସୀ କଣ୍ଠେ ଗୁଞ୍ଜରୁଞ୍ଜ ମାଳି ll ବରଜ ବନ୍ଧୁଙ୍କୁ ବନ ବେଶେ କରି ସାଜ l ହୁଳ ହୁଳି ଦିଅ ସର୍ବେ ନାଗରୀ ସମାଜ ll ପ୍ରେମାନନ୍ଦେ ବୋଳିହୁଅ ବ୍ରଜଦାଣ୍ଡ ଧୂଳି l…

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ

ତ୍ରେତୟା ଯୁଗରେ ରାଜା ରାମଚନ୍ଦ୍ର ସୁଶାସନ ରାମରାଜ୍ୟ l କଳିଯୁଗେ ଭାଈ ସେହି ରାମରାଜ୍ୟ ଆମରି ମୟୂରଭଞ୍ଜ ll ମୟୁର ଅଣ୍ଡଜ ବଂଶରେ ସମ୍ଭବି ରାଜା ଶ୍ରୀ ଶ୍ରୀରାମଚନ୍ଦ୍ର l ରାଜା ନୁହେଁ ସିଏ ମହାରାଜା ଆମ ଓଡ଼ିଶା ଆକାଶେ ଚନ୍ଦ୍ର ll ଗୁଣ ଚିହ୍ନିଥାଏ ଗୁଣିଆଁ ସିନା ସେ ଚିହ୍ନି କେତେ…

ନମସ୍ତେ ମାତା ପଦ୍ମାଳୟା

ନମସ୍ତେ ମାତା ପଦ୍ମାଳୟା l ଜଗଜ୍ଜନନୀ ବିଷ୍ଣୁ ଜାୟା ll ପଦ୍ମିନୀ ପଦ୍ମା ପଦ୍ମଗନ୍ଧା l ଜଗତ ତୋର ପଦେ ଛନ୍ଦା ll ଚାରୁ ହାସିନୀ ଚନ୍ଦ୍ର ମୁଖୀ l ସ୍ମରଣେ ଦୁଃଖ ଯାଏ ସୁଖି ll ପିତା ତୋହର ରତ୍ନାକର l ତୁ ଅଟୁ ରତନ ଭଣ୍ଡାର ll ପଦ୍ମ ଆସନୀ ପଦ୍ମାନନୀ l ଶ୍ୱେତ ଅମ୍ବରୀ ନାରାୟଣୀ ll…

ବିବେକ ବାଣୀ

(୧) ଆଜିରେ.... ବିବେକବାଣୀ କହେ ବିବେକବୀଣାର ସୁର ତାଳେ ତାଳେ ଲଳିତ କଣ୍ଠରେ ଗାଏ। ବିବେକାନନ୍ଦଙ୍କ ଏକେଶ୍ଵର ବାଦ ଜାଗରିତ ହେଉ ମନେ ନ ଆସୁ ପ୍ରମାଦ 'ଅଭିଃ' ମନ୍ତ୍ରରେ ଦୀକ୍ଷିତ ହେଉ ମୋ ମାନବ ଜାତି ସମାଜ। ପୂର୍ବେ ଉଦିତ ରବି ପଶ୍ଚିମେ ଉଇଁଲେ ଆସିଯାଏ ସନ୍ଧ୍ୟାବେଳ ସେହି…