Sign in
Sign in
Recover your password.
A password will be e-mailed to you.
Browsing Category
କବିତା
ନବଗ୍ରହ ବନ୍ଦନା
ନବଗ୍ରହ ବନ୍ଦନା
============
ସପ୍ତାହ ପ୍ରଥମ ବାର ଆଜି ରବିବାର l
ରବିଙ୍କୁ ବନ୍ଦିଲି ମୁହିଁ ଦେବ ଦିବାକର ll
ସୃଷ୍ଟି, ସ୍ଥିତି, ପ୍ରଳୟର ଅଟନ୍ତି ନିୟନ୍ତା l
ବିଶ୍ଵକର୍ମାଙ୍କର ଯିଏ ଅଟନ୍ତି ଜାମାତା ll
ଦ୍ଵିତୀୟେ ବନ୍ଦନାକଲି ମୁହିଁ ନିଶାକର l
ସର୍ବୌଷଧି ସ୍ରଷ୍ଟା ପୁଷ୍ଟିକର୍ତ୍ତା…
ଶ୍ରୀକୃଷ୍ଣ କର୍ଣ୍ଣାମୃତ
ଶ୍ରୀକୃଷ୍ଣ କର୍ଣ୍ଣାମୃତ
=============
କସ୍ତୁରୀ ତିଳକ ଲଲାଟ ପଟଳେ
ବକ୍ଷେ କୋଉସ୍ତୁଭ ମଣି l
କରରେ କଙ୍କଣ ବେଣୁହସ୍ତେ ଶୋଭା
ନାସାଗ୍ରେ ମୁକ୍ତା ବସଣି ll
ହରି ଚନ୍ଦନକୁ ସର୍ବାଙ୍ଗରେ ବୋଳି
କଣ୍ଠ ଶୋଭା ମୁକ୍ତାବଳି l
ଶ୍ରୀଗୋପାଳ ଚୁଡ଼ାମଣି ମଧ୍ୟେ ବିଜେ
ବେଢ଼ିଛନ୍ତି ଗୋପ ବାଳି ll…
ତୋ ନାମେ ବ୍ରତ ବାନ୍ଧିଲି
ତୋ ନାମେ ବ୍ରତ ବାନ୍ଧିଲି
==============
ଜୟ ଜୟ ମହାଲକ୍ଷ୍ମୀ, ଅଲକ୍ଷ୍ମୀ ଅନୁଜା l
ସୁଦଶାବ୍ରତରେ ମାତ ଘେନାକର ପୁଜା ll
ନଇବେଦ୍ୟ ବାଢ଼ିଛି ମା' ପ୍ରଭାତରୁ ଉଠି l
ତୋ ନାମେ ବ୍ରତବାନ୍ଧିଲି ଦେଇ ଦଶଗଣ୍ଠି l
ପ୍ରଥମେ ପକାଇ ଗଣ୍ଠି ଲକ୍ଷ୍ମୀ ନାରାୟଣୀ l
ବନ୍ଦନା କରଇ ପାଦେ ବିଶ୍ଵ…
ମାଘ ମାହାତ୍ମ୍ୟ
ମାଘ ମାହାତ୍ମ୍ୟ
==========
ମାଘମାସେ ଉଦେ ମଘା ନକ୍ଷତ୍ର l
ମାଘ ମାସ ଅଟେ ଅତି ପବିତ୍ର ll
ମାଧବ ହୋଇଲେ ରାଧାମାଧବ l
କୈବର୍ତ୍ତ ତାଙ୍କର କରୁଣା ନାଵ ll
ସବିତା ଉତ୍ତରେ କଲେ ଗମନ l
ମରତ ଛାଡ଼ିଲେ ଗଙ୍ଗା ନନ୍ଦନ ll
ପୂଜା ପାଇଲେଣି ରଟନ୍ତୀକାଳି l
ଅଜ୍ଞାନୀ ନ ଦିଅ ମାଆଙ୍କୁ ବଳି ll…
ଶ୍ରୀରାମ ବନ୍ଦନା
ଶ୍ରୀରାମ ବନ୍ଦନା
===========
ବନ୍ଦେ ରାମ ରଘୁଵର ଲକ୍ଷ୍ମଣ ଅଗ୍ରଜ l
ବୈଦେହୀବଲ୍ଲଭ ଦଶରଥଙ୍କ ତନୁଜ ll
କରୁଣା ମୟ ଧାର୍ମିକ ଶାନ୍ତ ବିପ୍ର ବନ୍ଧୁ l
ଶ୍ୟାମଳ ଶାନ୍ତ ମୂରତି ରଘୁକୁଳ ଇନ୍ଦୁ ll
ସତ୍ୟସନ୍ଧ ଶ୍ରୀରାଘବ ଲୋକ ଅଭିରାମ l
ରାଜୀବଲୋଚନ ପ୍ରଭୁ ନୟନାଭିରାମ ll
ପାପୀଙ୍କ…
ମାଘ ମାହାତ୍ମ୍ୟ
ମାଘ ମାହାତ୍ମ୍ୟ
==========
ମାଘମାସେ ଉଦେ ମଘା ନକ୍ଷତ୍ର l
ମାଘ ମାସ ଅଟେ ଅତି ପବିତ୍ର ll
ମାଧବ ହୋଇଲେ ରାଧାମାଧବ l
କୈବର୍ତ୍ତ ତାଙ୍କର କରୁଣା ନାଵ ll
ସବିତା ଉତ୍ତରେ କଲେ ଗମନ l
ମରତ ଛାଡ଼ିଲେ ଗଙ୍ଗା ନନ୍ଦନ ll
ପୂଜା ପାଇଲେଣି ରଟନ୍ତୀକାଳି l
ଅଜ୍ଞାନୀ ନ ଦିଅ ମାଆଙ୍କୁ ବଳି ll…
ବୈଷ୍ଣବଜନ ତାକୁ କହି
ବୈଷ୍ଣବଜନ ତାକୁ କହି
=============
ମୂଳ ଗୁଜୁରାଟୀ ରଚନା - ବୈଷ୍ଣବ କବି
ନର୍ସୀ ମେହେଟ୍ଟା l
ମର୍ମାନୁବାଦ - ଅର୍ଜୁନୀ ଚରଣ ବେହେରା
*******
ନର୍ସି କହନ୍ତି ବାକ୍ୟ ସାର l
ବୈଷ୍ଣବ ଜନର ବେଭାର ll
ଶୁଣ ସୁଜନେ ମନ ଦେଇ l
ବୈଷ୍ଣବ ଜନ ତାକୁ କହି ll
ଯେ ପାରେ ପର ପୀଡ଼ା ଜାଣି l…
ପଞ୍ଜାବ କେଶରୀ
ପଞ୍ଜାବ କେଶରୀ
==========
ଆହେ ଭାରତର ଯୋଗ୍ୟତମ ସୂତ l
ପଞ୍ଜାବ କେଶରୀ ଲାଲା ଲଜପତ ll
ପଞ୍ଚ ନଦୀ ଦେଶେ ଜନମ ତୁମ୍ଭର l
ତୁମ୍ଭେ ଏ ଜାତିର ମହା କର୍ଣ୍ଣଧାର ll
କର୍ଣ୍ଣ ପ୍ରାୟ ତୁମ୍ଭ ବୀରତ୍ୱର ବାଣୀ l
ବୀରତ୍ୱ ବ୍ୟଞ୍ଜକ ମନ ନିଏ କିଣି ll
ଛାତି ପିଟି କହେ ପଞ୍ଜାବ କେଶରୀ l…
ପାହିଲାଣି ରାତି
ପାହିଲାଣି ରାତି
============
ପାହିଲାଣି ରାତି ଉଠ କ୍ଷୀତିପତି
ପ୍ରଭୁ ନିଳାଦ୍ରୀ ଚନ୍ଦ୍ରମା l
ଖୁଣ୍ଟିଆ ଡାକନ୍ତି ଉଠ ଲକ୍ଷ୍ମୀପତି
ପହୁଡ଼ିବେ ସିନ୍ଧୁଜେମା ll
ସର୍ଵ ଦେବାଦେବୀ ଠୁଳ ହୋଇଛନ୍ତି
ଉଭା ସର୍ଵ ତୀର୍ଥାବଳୀ l
ମାଆ ପଦ୍ମାଳୟା କମଳ ଆଳୟା
ଧରି ଉଭା ଅର୍ଘ୍ୟଥାଳି ll…
ଜୟ ମା’ ଶାରଳେ
ଜୟ ମା' ଶାରଳେ
============
ଜୟ ମା' ଶାରଳେ ପୂଜା ତୋ ଉତ୍କଳେ,
ଶାରଦା ବରଦା ତୁହି l
ବିଶ୍ୱବନ୍ଦ୍ୟା ମାତା ତୁହି ଆଦି ମାତା
ବାଗ୍ଦେବୀ କଲ୍ୟାଣମୟୀ ll
ମାଆଲୋ ବାଗ୍ଦେବୀ ତୁହି ବାକ୍ୟଦେବୀ
ତୋହର କରୁଣା ବଳେ l
ଦିବ୍ୟ ଦର୍ଶୀ ଅନ୍ଧ ମୂକ ବାକ୍ୟ ବଦ୍ଧ
ପଥର ଭାସଇ ଜଳେ ll
ପଙ୍ଗୁ…