Browsing Category

ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲା ସାଲେଇପଦର ଗାଁରେ ଯୁବକ କୁ ହତ୍ୟା ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସାଲେଇପଦର୍ ଗାଁ ରେ ଯୁବକଙ୍କୁ ହତ୍ୟା । କାରଣ ଅସ୍ପଷ୍ଟ । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ। ଘଟଣା ସ୍ଥଳରେ ସୁବଳୟା ପୋଲିସ ର ତନାଘନା । ଅଭିଯୋଗ ଅନୁସାରେ ଗତ କାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି ଆଉ ଫେରି…

ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ୭୫ତମ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗା ଯାତ୍ରା ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଅନୁଷ୍ଠିତ ହୋଇଯାଇଛି ତ୍ରିରଙ୍ଗା ଯାତ୍ରା । ଜିଲ୍ଲାର ତରଭା ବିଜ୍ଞାପିତ ଅଂଚଳ ପରିଷଦ ଅଂଚଳରେ ୨୦୦ ମିଟରର ଏକ ତ୍ରିରଙ୍ଗା ପତାକା ନିର୍ମାଣ ସହ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହନସିଳତା, ଏକତା ଓ ଅଖଣ୍ଡତା ର ଏହି ତ୍ରରଙ୍ଗା…

ଆମର ସଂସ୍କୃତି ଆମର ଟେକ “ରୁମକୁଝୁମାନା”ର ବାର୍ଷିକୋତ୍ସବ ା

ସୁବର୍ଣ୍ଣପୁର- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ରୁମକୁଝୁମାନା ର ମିଳିତ ସହଯୋଗ ରେ ସୁବର୍ଣ୍ଣପୁର ଜିଲ୍ଲା ସେଲେଡି କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ତଥା ଜିଲ୍ଲାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଆମର ସଂସ୍କୃତି ଆମର ଟେକ ର ବାର୍ଷିକୋତ୍ସବ ପାଳନ…

ସୁବର୍ଣ୍ଣପୁର ଜିଲ୍ଲାରେ ଝିପ ଝିପି ବର୍ଷା ସହିତ କୋହଲା ପାଗ ା

ସୁବର୍ଣ୍ଣପୁର - ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ପାଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଗତ ତିନିଦିନ ରୁ ଅଧିକ ହେବ ଆକାଶ ମେଘୁଆ ସହ କୁହୁଡିଆ ପାଗ ରହିଥିଲା । ଗତ କାଲି ରାତ୍ରି ସମୟରରୁ ଝିପି ଝିପି ବର୍ଷା ସାଙ୍ଗକୁ ପାଗ କୋହଳା ରହିଛି…

ବଡ ଧୁମ ଧାମ ରେ ଉଦଘାଟିତ ହୋଇଯାଇଛି ୩୫ ତମ ଲାଲମନି କ୍ରିକେଟ ଫେଷ୍ଟ ା

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଗାନ୍ଧୀ ପଡିଆ ଠାରେ ୩୫ ତମ ଲାଲମନି କ୍ରୀକେଟ ଟୁର୍ଣ୍ଣାମେଣ୍ଟବଡ ଧୁମଧାମରେ ଉଦଘାଟିତ ହୋଇଯାଇଛି । ଉଦଘାଟନି ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ,ସୋନପରୁ ପୈାରାଧକ୍ଷା ତାମସି ତାମସ୍ମୀତା ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…

ରାଜ୍ୟସ୍ତରୀୟ ପୁରନ୍ଦର ନାଟ ମହୋତ୍ସବ ର ଦ୍ଵିତୀୟ ଦିନ ରେ ମଞ୍ଚସ୍ଥହେଲା ତିନୋଟି ନାଟକ

ସୁବର୍ଣ୍ଣପୁର- ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ବିଶିଷ୍ଟ ବାଦ୍ୟକାର ତଥା କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିରେ ପ୍ରଥମ ପୁରନ୍ଦର ନାଟ ମହୋତ୍ସବ ର ଆଜି ଦ୍ଵିତୀୟ ଦିନ ରେ ମଞ୍ଚସ୍ଥ ହୋଇଛି ୩ଟି ନାଟକ। ମଞ୍ଚସ୍ଥ ନାଟକ ର ସମସ୍ତ ଦୃଶ୍ୟ ରେ ଦର୍ଶକଙ୍କ ବିଭୋର ପଣ ଦେଖି ବାକୁ ମିଳିଛି।…

ସୁବର୍ଣ୍ଣପୁର ଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ପରିକ୍ରମା ପକଳ୍ପର ଲାଇଫ ଟେଲିକାଷ୍ଟ ା

ସୁବର୍ଣ୍ଣପୁର- ଶ୍ରୀକ୍ଷେତ୍ର ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ପୁର ପଲ୍ଲୀରେ ମଧ୍ୟ ଉତ୍ସବ ପାଳନ କରାଯାଉଛି । ସେହିପରି ଭାବରେ ଜିଲ୍ଲାର ସମସ୍ଥ ପଚାଂୟତ ଗୁଡିକରେ ସ୍ଥାନିୟ ଲୋକେ ଏଲଇଡି ମଧ୍ୟମରେ ଲେକାର୍ପଣ ଉତ୍ସବକୁ ଉପଭୋଗ କରୁଥିବା…

୨୧ରୁ ସର୍ବଭାରତୀୟ ଲାଲମନି କ୍ରିକେଟ ଫେଷ୍ଟ ଆରମ୍ଭ ା

ସୁବର୍ଣ୍ଣପୁର-ବହୁ ପ୍ରତିକ୍ଷିତ ସର୍ବ ଭାରତୀୟ ଲାଲମନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏଥର ନୂଆ ରୂପରେ ଆୟୋଜିତ ହେବ। ଦୀର୍ଘ ଦିନ ପରେ ପ୍ରଥମ ଥର ପାଇଁ ଟର୍ଫ ପିଚ୍‌ରେ କ୍ରିକେଟ ମ୍ୟାଚ ଖେଳାଯିବ । ଆସନ୍ତା ୨୧ ରୁ ୨୮ ତାରଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ…

ଜାନୁୟାରୀ ୧୯ରୁ ପୁରନ୍ଦର ନାଟକ ମହୋତ୍ସବ ଆରମ୍ଭ ା

ସୁବର୍ଣ୍ଣପୁର - ଜାନୁଆରୀ ୧୯ ରୁ ୨୧ ତାରିଖ ସୁବର୍ଣ୍ଣପୁରରେ ଆୟୋଜିତ ହେବ ପୁରନ୍ଦର ନାଟକ ମହୋତ୍ସବ । ସହରର ରୟାଲ ପଡିଆ ଠାରେ ତିନି ଦିନ ଧରି ଏହି ନାଟକ ମହୋତ୍ସବରେ ପଶ୍ଚିମ ଓଡିଶାର ସାତୋଟି ନାଟକ ଅନୁଷ୍ଠାନ ଦ୍ବାରା ନିଜ ନିଜର ନାଟକ ପରିବେଷଣ କରାଯିବ । ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସଚେତନତା…

ସୁବର୍ଣ୍ଣପୁର -ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ସୋନପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଇଭିଏମ ଓ ଭିଭିପାଟ ପ୍ରଦର୍ଶନୀ କେନ୍ଦ୍ର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟଙ୍କ ଦ୍ବାରା…