ସୁବର୍ଣ୍ଣପୁର ଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ପରିକ୍ରମା ପକଳ୍ପର ଲାଇଫ ଟେଲିକାଷ୍ଟ ା

ସୁବର୍ଣ୍ଣପୁର- ଶ୍ରୀକ୍ଷେତ୍ର ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ପୁର ପଲ୍ଲୀରେ ମଧ୍ୟ ଉତ୍ସବ ପାଳନ କରାଯାଉଛି । ସେହିପରି ଭାବରେ ଜିଲ୍ଲାର ସମସ୍ଥ ପଚାଂୟତ ଗୁଡିକରେ ସ୍ଥାନିୟ ଲୋକେ ଏଲଇଡି ମଧ୍ୟମରେ ଲେକାର୍ପଣ ଉତ୍ସବକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ଆଜି ଜିଲ୍ଲାର ସୋନପୁର ପୈାରପରିଷଦର ଜଗ୍ନନାଥ ମନ୍ଦୀର ନିକଟରେ ମଧ୍ୟ ଏହି ଉତ୍ସବ ପାଳନ କରାଯାଉଛି । ଏଠାରେ ସ୍ଥାନିୟ ଲୋକମାନେ ପୈାରପରିଷଦ ଦ୍ୱାରା ଏଲଇଡି ମାଧ୍ୟମରେ କରାଯାଇଥିବା ଲାଇଭ ଟେଲିକାଷ୍ଟକୁ ଦେଖି ଭାବ ବିହ୍ୱଳ ହୋଇପଡିଛନ୍ତି । ଜଗ୍ନନାଥଙ୍କ ପରିକ୍ରମା ପ୍ରକଳ୍ପକୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୁରୀ ରାଜା ଲୋକର୍ପଣ କରୁଥିବା ବେଳେ ସ୍ଥାନିୟ ଲୋକେ ଦେଖି ବିଭୋର ହୋଇପଡିଛନ୍ତି । ପରିକ୍ରମା ପ୍ରକଳ୍ପ ଦେଖିବାକୁ ଯାଇପାରୀ ନଥିବା ଭକ୍ତଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳୁଛି । ଏହି ପରି ପରିବେଷ ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ସ୍ଥାନିୟ ଲୋକେ ।

Comments are closed.