Sign in
Sign in
Recover your password.
A password will be e-mailed to you.
Browsing Category
ସୁବର୍ଣ୍ଣପୁର
ମାଁ ସମଲେଇ ପ୍ରକଳ୍ପ ର ଲୋକାର୍ପଣ ପାଇଁ ସୁବର୍ଣ୍ଣପୁର ର ପ୍ରମୁଖ ଦେବୀପୀଠରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର:
ସୁବର୍ଣ୍ଣପୁର:-ଆସନ୍ତା ୨୭ ତାରିଖ ରେ ସମ୍ବଲପୁରରେ ଲୋକାର୍ପଣ ହେବାକୁ ଥିବା ମାଁ ସମଲେଇ ପ୍ରକଳ୍ପ ସମ୍ବଲପୁର ପାଇଁ ଆଜି ସମ୍ବଲପୁର ର ମାଁ ସମଲେଇ ଙ୍କ ମନ୍ଦିରରୁ ସୋନପୁର ର ଇଷ୍ଟଦେବୀ ମାଁ ସୁରେଶ୍ବରୀ, ମାଁ ସମଲେଇ, ଲଙ୍କେଶ୍ବରୀ, ଖମ୍ବେଶ୍ବରୀ, ମେଟାକନି ଓ ତେଲେଣ୍ଡା ର ରାମଚଣ୍ଡୀଙ୍କ ପାଖ…
ହାଇୱା ଧକ୍କାରେ ବାପ-ପୁଅ ମୃତ୍ୟୁ ଘଟଣା: ଏକା ସାଙ୍ଗରେ ଜଳିଲା ଜୁଇ, ବଲାଡ଼ି ଗାଁରେ ଶୋକର ଛାୟା
ସୋନପୁର: ଗତ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୭ଟାରେ ସୋନପୁର ବ୍ଲକ୍ ଛକସ୍ଥିତ ଟ୍ରାଫିକ ପୋଷ୍ଟରେ ହାଇୱା ଧକ୍କାରେ ସ୍କୁଟି ଆରୋହୀ ବଲାଡ଼ି ନିବାସୀ ତଥା ସୋନପୁର କ୍ଲଷ୍ଟର କଲୋନିରେ ରହୁଥିବା ରାଜକୁମାର ମହାକୁଡ଼ ଓ ତାଙ୍କ ପୁଅ ଓମପ୍ରିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଶବ…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍
ସୋନପୁର: ତିନି ବର୍ଷ ତଳେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ସୁବର୍ଣ୍ଣପୁର ଏଡିଜେ ପୂର୍ଣ୍ଣିମା ଜେନା ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ତାଙ୍କ ରାୟ ଶୁଣାଇଛନ୍ତି। ମାମଲାର ଅଭିଯୁକ୍ତ ବୀରମହାରାଜପୁର ଥାନା ତେନ୍ତୁଳିମହଦା ଗାଁର ସୁନୀଲ ଓରଫ ସମୀର ସାହୁକୁ ଆଇପିସି ଧାରା…
ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ତରଭା : ସ୍ଥାନୀୟ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି।ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନୀଳକାନ୍ତି ପଟ୍ଟନାୟକ ମୁଖ୍ୟ ଅତିଥି ଓ ପୂର୍ବତନ ନଗରପାଳ ଶୈଳେନ୍ଦ୍ର ସାହୁ…
ସୁବର୍ଣ୍ଣପୁର ଜିଲ୍ଲାରେ ଜାତିୟ ପ୍ରେସଦିବସ ପାଳିତ ା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଗୋରେଖ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ମୁଖ୍ୟଅତିଥି ଭାବରେ ଯୋଗଦେଇ…
ନବଜାତ ଶିଶୁର ବିପଦ ସଂକେତକୁ ଅଣଦେଖା କରନ୍ତୁ ନାହିଁ-ଡାକ୍ତର ବିଶ୍ଵ ରଂଜନ ପତି ା
ସୁବର୍ଣ୍ଣପୁର : ନବଜାତ ଶିଶୁ ଯଦି ୬୦ ଥରରୁ ଅଧିକ ନିଶ୍ଵାସ ନେଉଛି, ବାତ ମାରୁଛି, ଜ୍ଵର ହେଉଛି, ନିଶ୍ଵାସ ପ୍ରଶ୍ଵାସ ନେବା ସମୟରେ ଛାତି ତଳଭାଗ ଭିତରକୁ ପଶିଯାଉଛି, ଶିଶୁ ମାଁ କ୍ଷୀର ଖାଇ ପାରୁନାହିଁ, ଦେହ ଥଣ୍ଡା ଲାଗୁଛି କିମ୍ବା ଶିଶୁ ନିସ୍ତେଜ ରହୁଛି ତେବେ ଏହା ବିପଦ ସଂକେତ ହୋଇପାରେ।…
ଅଟୋରେ ନିଆଁଲାଗି ସମ୍ପୁର୍ଣ୍ଣ ଭଷ୍ମ ା
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କପାସିରା ନିକଟ ରେ ଟେମ୍ପୋ(auto)ରେ ନିଆଁ ଲାଗି ଛାରଖାର ହୋଇଯାଇଥିବା ଜଣାପଡିଛି । ଆଜି ସଂଧ୍ୟା ସମୟରେ କପାସିରା ଗ୍ରାମର କୁମାର ସାହୁ ବଗର୍ତୀ ଗାଁ ନିକଟ ନାଲ ପାଖରେ ଟେମ୍ପୋ ରଖି ଦେଇ ଶୌଚ ପାଇଁ ଯାଇଥିଲେ । ମାତ୍ର ଶୌଚରୁ ଫେରି…
ଚଳିତ ଖରିଫ ଧାନକ୍ରୟ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ ା
ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଧାନକ୍ରୟ ୨୦୨୨-୨୩ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି l ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ…
ବରିଷ୍ଠ ହାସ୍ୟ ଅଭିନେତା ତଥା ଅନେକ ଅନୁଷ୍ଠାନର ଉଦ୍ୟୋକ୍ତା ଯୁଧିଷ୍ଠିର ମେହେର ଆଉନାହାନ୍ତି ା
ସୁବର୍ଣ୍ଣପୁର - ସୋନପୁର ଘୋଡ଼ାଘାଟ ପଡା ନିବାସୀ ତଥା ସରକାରୀ ବାଳିକା ହାଇସ୍କୁଲ ର ଅବସର ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୁଧିଷ୍ଠିର ମେହେର ଙ୍କ ୮୫ ବର୍ଷ ବୟସରେ ପରଲୋକ ଘଟିଛି l ଚାକିରୀ ଜୀବନ ଆରମ୍ଭ ରୁ ଶେଷ ଯାଏ ବାଳିକା ସ୍କୁଲ ର ପିଅନ ଭାବେ ଖୁବ ନିଷ୍ଠା ଶୃଙ୍ଖଳା ର ସହ କାର୍ଯ୍ୟ…
ନାଟ୍ ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ – ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ନାଟ୍ ମେଲା
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁରର ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ଅନୁଷ୍ଠାନ ନୋଡାଲ ଏସୋସିଏସନ୍ ଫର୍ ଏମେଚ୍ୟୋର୍ ଥିଏଟର ନାଟ୍ ର ବାର୍ଷିକ ସାଧାରଣ ପରିଷଦ ସ୍ଵର୍ଣ୍ଣ ପ୍ରୟାଗ ନିକଟସ୍ଥ ମହାନଦୀ ବାଲୁକା ଶଯ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନାଟ୍ ର କାର୍ଯ୍ୟକାରୀ ସଭାପତି ସିନେ…