Browsing Category

ସ୍ତମ୍ଭ/ଗଳ୍ପ

ବଗ ପଞ୍ଚକ କଥା

ଧୋବ ଫରଫର ସୁଧାର ପକ୍ଷୀଟିଏ ବଗ l ବଗକୁ ଆମିଷଭୋଜି ପ୍ରାଣୀଟିଏ ବୋଲି ସଭିଏଁ ଜାଣନ୍ତି l ମାଛ ତାହାର ମୁଖ୍ୟ ଆହାର l ମୁଣ୍ଡରେ ବାବାଜୀ ଭଳି ଚୁରକି l ମାଛ ଖାଇ ବାବାଜୀ l ଏଣୁ ଆମିଷ ଭୋଜି ଭଣ୍ଡ ସାଧୁ ସନ୍ନ୍ୟାସୀ ମାନଙ୍କୁ ଆମେ କହି ଥାଉ ବଗୁଲା ଭଗତ l ଆମ ପୁରାଣ ସାହିତ୍ୟରେ କିନ୍ତୁ ଏହି…

ତପସ୍ୱିନୀ ବନ ମାଳତୀ

ଶ୍ରୀ ମହାଦେବ ଦାସ କୃତ ଶ୍ରୀପଦ୍ମପୁରାଣ ଅନ୍ତର୍ଗତ କାର୍ତ୍ତିକ ମାହାତ୍ମ୍ୟର ପଞ୍ଚଦଶ ଅଧ୍ୟାୟର ଏକ ସୁନ୍ଦର ଉପାଖ୍ୟାନ l ଏଥିରେ କୁହା ଯାଇଛି :- ଧାତ୍ରୀ ତୁଳସୀ ବୃକ୍ଷ ବେନି l ତାହାଙ୍କୁ ସଙ୍ଗତରେ ଘେନି ll ବୈକୁଣ୍ଠେ ବିଜେ ଲକ୍ଷ୍ମୀପତି l ଅରଣ୍ୟେ ରହିଲେ ମାଳତୀ ll ବିଷ୍ଣୁ ଆଗମ…

ଭୀଷ୍ମ ପଞ୍ଚକ ବ୍ରତ କଥା

ମହାଭାରତ ଯୁଦ୍ଧରେ ଦଶମ ଦିନରେ କୁରୁକ୍ଷେତ୍ର ରଣଭୂମିରେ ପିତାମହ ଭୀଷ୍ମ, ଅର୍ଜୁନଙ୍କ ବାଣରେ ଧରାଶାୟୀ ହେଲେ l ତାଙ୍କ ଅନୁରୋଧ ରକ୍ଷା କରି ଅର୍ଜୁନ ନିଜ ଅସ୍ତ୍ର ବିଦ୍ୟା ବଳରେ ଏକ ଶରଶଯ୍ୟା ପ୍ରସ୍ତୁତ କରିଦେଲେ l ପିତା ଶାନ୍ତନୁଙ୍କ ଠାରୁ ଇଚ୍ଛା ମୃତ୍ୟୁ ବର ପ୍ରାପ୍ତ ଭୀଷ୍ମ ସେଇଠି ଶୋଇ…

ବିଶ୍ଵଜନନୀ ମାଆ ଜଗଦ୍ଧାତ୍ରୀ

କୋଟି ସୂର୍ଯ୍ୟ ସମ ତେଜମୟୀ ଚତୁର୍ଭୁଜା ଶଙ୍ଖ ଚକ୍ର ଧନୁ, ତୀରଧାରିଣୀ, ସିଂହ ବାହିନୀ ମାଆ ହେଉଛନ୍ତି ଜଗଦ୍ଧାତ୍ରୀ l ସଂମ୍ପୂର୍ଣ୍ଣ ଜଗତକୁ ଧାରଣ କରୁ ଥିବାରୁ ତାଙ୍କ ନାମ ଜଗଦ୍ଧାତ୍ରୀ l ସେ ଜଗତର ପାଳନକର୍ତ୍ତ୍ରୀ ମହିଷାମର୍ଦ୍ଦିନୀ ମାଆ ଦୁର୍ଗାଙ୍କ ଅନ୍ୟ ରୂପ l ମାଆ ଜଗଦ୍ଧାତ୍ରୀଙ୍କ…

ସେ ବ୍ରଜ ନାରୀଙ୍କ ପୟରେ

ଦ୍ଵାପର ଯୁଗର କଥା l ଏକଦା ଦ୍ୱାରାବତୀ ପୁରରେ ଗୋଟିଏ ଅନ୍ତରଙ୍ଗ ଆଳାପରେ ପ୍ରଭୁ ଦ୍ୱାରକାଧୀଶଙ୍କୁ ଅଷ୍ଟପାଟବଂଶୀ ପଚାରିଲେ,'ପ୍ରଭୁ ଆପଣ ତ ଗୋପ ପୁର ଛାଡ଼ି ମଥୁରା ଆସିଲେ,ପୁଣି କଂସନିଧନ ପରେ ସେଠାରୁ ଆସି ଏଠାରେ ମନୋରମ ଦ୍ୱାରିକା ନଗର ନିର୍ମାଣ କଲେ l ଆମ୍ଭମାନଙ୍କୁ ବିବାହ କରି ଆପଣଙ୍କ…

ଯୁଗେ ଯୁଗେ ମାଆ କାତ୍ୟାୟନୀ

ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ଚଉଦବର୍ଷ ବନବାସରେ ଯାଇ ଦଣ୍ଡକବନରେ ବାସ କରୁଥାନ୍ତି l ସେହି ବନ୍ୟ ପ୍ରଦେଶରେ ପ୍ରଭୁ ଦିନେ ବାସ କରିବେ ଜାଣି ବହୁ ମୁନି ଋଷି ଆସି ପୁର୍ବରୁ ସେଠାରେ ବାସ କରୁଥାନ୍ତି l ଋଷିମାନେ କୋଟି କନ୍ଦର୍ପ ଶୋଭା ଜିଣା ଲାବଣ୍ୟ ମୁର୍ତ୍ତି କୋଦଣ୍ଡ ଧାରୀ ପ୍ରଭୁ…

କେଶବ ଧୃତ ବାମନ ରୂପ

ସତ୍ୟ ଯୁଗର କଥା,ଭକ୍ତ ପ୍ରହଲ୍ଲାଦଙ୍କ ପୁତ୍ର ଥିଲେ ବିରୋଚନ l ତାଙ୍କ ପୁତ୍ର ଥିଲେ ଅସୁରରାଜ ବଳି l ମହାବଳି ବହୁ ଯାଗ ଯଜ୍ଞାଦି କରି ଅସୀମ ଶକ୍ତିର ଅଧିକାରୀ ହୋଇଗଲେ l ଶୁକ୍ରାଚାର୍ଯ୍ୟ ତାଙ୍କ ଗୁରୁ ଥିଲେ l ଗୁରୁଙ୍କ ପରାମର୍ଶ କ୍ରମେ ଶହେ ଅଶ୍ଵମେଧ ଯଜ୍ଞ କରି ବଳି ସ୍ଵର୍ଗ ରାଜ୍ୟକୁ ଅଧିକାର…

ଉତ୍କଳବ୍ୟାସ ଜଗନ୍ନାଥ ଦାସ

ନମଇଁ ନୃସିଂହ ଚରଣ l ଅନାଦି ପରମ କାରଣ ll ଆଜି ପବିତ୍ର ରାଧା ଅଷ୍ଟମୀ,ରାସେଶ୍ୱରୀ ଶ୍ରୀମତୀ ରାଧାରାଣୀଙ୍କ ଜନ୍ମ ଦିବସ l ଏହି ଦିନଟି ଉତ୍କଳର ପ୍ରାତଃ ସ୍ମରଣୀୟ ବାଣୀ ପୁତ୍ର,ଓଡ଼ିଆ ଭାଗବତର ସ୍ରଷ୍ଟା ଶ୍ରୀଜଗନ୍ନାଥ ଦାସଙ୍କ ମଧ୍ୟ ପୁଣ୍ୟ ଜନ୍ମ ଦିନ l ଖ୍ରୀଷ୍ଟିୟ ପନ୍ଦରଶହ ଶତାବ୍ଦୀରେ…

ବୃନ୍ଦାବନରେ ତପସ୍ଵିନୀ ମହାଲକ୍ଷ୍ମୀ

ଦ୍ୱାପର ଯୁଗର କଥା l ଵର୍ଷା ଋତୁ ଯାଇ ଧରାରେ ପ୍ରବେଶ କରି ଥାଏ ଶରତ ଋତୁ l ନିର୍ମଳ ଶୋଭା ଧାରଣ କରି ଥାଏ ସମଗ୍ର ବୃନ୍ଦାବନର ବନ ଭୂମି l ନିର୍ମଳ ଶରତ ଚନ୍ଦ୍ରାଲୋକରେ ଉଦ୍ଭାସିତ, ସମଗ୍ର ବ୍ରଜଭୂମି l ଭାଗବତରେ ଅତିବଡ଼ି ଜଗନ୍ନାଥ ଦାସ ଲେଖିଲେ," ଶରଦ ଭୟେ ମେଘ ଗଲା l ଆକାଶ ନିର୍ମଳ ଦିଶିଲା…

ମାଆ ସମଲେଶ୍ଵରୀ

ଓଡ଼ିଶାରେ ଅବସ୍ଥିତ ବିଭିନ୍ନ ଶକ୍ତି ପୀଠ ମାନଙ୍କ ମଧ୍ୟରେ ମାଆ ସମଲେଇଙ୍କ ସ୍ଥାନ ସ୍ୱତନ୍ତ୍ର l ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ l ସେ ସମଗ୍ର ଓଡ଼ିଶାରେ,ପଡ଼ୋଶୀ ଛତିଶଗଡ଼ ଓ ସ୍ୱତନ୍ତ୍ର ଭାବରେ ପଶ୍ଚିମ ଓଡ଼ିଶାରେ ପୂଜିତା ଶକ୍ତି ମୟୀ ମାଆ l ମାଆ, ଉତ୍କଳ ଜାହ୍ନବୀ ମହାନଦୀ…