Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ଉତ୍କଳଘଣ୍ଟ କବି ଯଦୁମଣି
ପ୍ରତ୍ୟୁତ୍ପନ ମତି ଉତ୍କଳ ଘଣ୍ଟ କବି ଯଦୁମଣି ମହାପାତ୍ର ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମରେ ୧୭୮୩ମସିହା ଜାନୁଆରୀ ମାସ ଆଠ ତାରିଖରେ ଜନ୍ମ ଗ୍ରହଣ କରିଥିଲେ l ସେ ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ନାମକ ଦୁଇଗୋଟି ବୃହତ୍ କାବ୍ୟ, ଅନେକ ଚଉପଦୀ ଓ କ୍ଷୁଦ୍ରଗୀତ ରଚନା କରିଛନ୍ତି l…
ଅକ୍ରୁରଙ୍କ ହସ୍ତିନା ଯାତ୍ରା ।
ମଥୁରାଦାଣ୍ଡରେ ଶ୍ରୀକୃଷ୍ଣ କୁବୁଜାର ଖଞ୍ଜା ସଳଖି ଦେଇ, ତାକୁ ଏକ ସୁନ୍ଦରୀ ନାରୀରେ ରୂପାନ୍ତରିତ କରିଦେଲେ। ସେତେବେଳେ କୁବୁଜା ଖୁବ୍ ଆନନ୍ଦ ହୋଇ କହିଲା, ହେ ନନ୍ଦ ନନ୍ଦନ, ତୁମେ ମୋତେ ତୁମ ଭାର୍ଯ୍ୟା ଭାବେ ଗ୍ରହଣ କର। ପ୍ରଭୁ କୁବୁଜାର ମନୋଭାବ ବୁଝି ଗଲେ। ପ୍ରଭୁ ତାକୁ କହିଲେ, ମୁଁ ନିଶ୍ଚୟ…
ଦେଇଥିଲେ ପାଇ
ଇନ୍ଦ୍ରପ୍ରସ୍ଥରେ ଯୁଧିଷ୍ଠିରଙ୍କ ନୂଆରାଜଧାନୀ ପ୍ରତିଷ୍ଠା ପରେ, ଦୂର୍ଯ୍ୟୋଧନ ପାଣ୍ଡବଙ୍କ ଐଶ୍ୱର୍ଯ୍ୟକୁ ଦେଖି ଅତ୍ୟନ୍ତ ଈର୍ଷାନ୍ୟିତ ହୋଇ ପଡ଼ିଲା। ତା'ର ରାଗ ଆହୁରି ବଢ଼ି ଗଲା, ଯେତେବେଳେ ଇନ୍ଦ୍ରପ୍ରସ୍ଥରେ ସେ ଚଟାଣ ଉପରେ ଜଳକୁ ସ୍ଥଳ ଓ ସ୍ଥଳକୁ ଜଳ
ମନେକରି ଦ୍ରୌପଦୀ ଓ ଭୀମଙ୍କଦ୍ୱାରା…
ମାଆ ସମଲେଶ୍ଵରୀ
ଓଡ଼ିଶାରେ ଅବସ୍ଥିତ ବଶକ୍ତି ପୀଠ ମାନଙ୍କ ମଧ୍ୟରେ ମା' ସମଲେଇଙ୍କ ସ୍ଥାନ ସ୍ୱତନ୍ତ୍ର l ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ l ସେ ଓଡ଼ିଶାରେ, ପଡ଼ୋଶୀ ଛତିଶଗଡ଼ ତଥା ସ୍ୱତନ୍ତ୍ର ଭାବରେ ପଶ୍ଚିମ ଓଡ଼ିଶାରେ ପୂଜିତା ଶକ୍ତିମୟୀ ମାଆ l ମାଆ ଉତ୍କଳ ଜାହ୍ନବୀ ମହାନଦୀ ତୀର ବିହାରିଣୀ l…
ଯାଦବମାନଙ୍କ ଇତିବୃତ୍ତ
ଯାଦବମାନଙ୍କ ଇତିବୃତ୍ତ
==============
ପ୍ରାଚୀନ ଭାରତରେ ଯଦୁବଂଶ ବା ଯାଦବମାନେ ଏକ ପ୍ରତାପଶାଳୀ ସମ୍ପ୍ରଦାୟ ଥିଲେ l ଦୁଷ୍ଟ ଦଳନ ପାଇଁ ଭଗବାନ ଶ୍ରୀକୃଷ୍ଣ ଯଦୁ ବଂଶରେ ଅବତୀର୍ଣ୍ଣ ହୋଇଥିଲେ l ପୁରାଣମାନଙ୍କରୁ ଜ୍ଞାତ ହୋଇଥାଏ ଶ୍ରୀକୃଷ୍ଣଙ୍କ ସମୟରେ ଯଦୁ ବଂଶ ବହୁ ଶକ୍ତିଶାଳୀ ଓ…
ଐତିହାସିକ ହରିରାଜପୁର ମେଲଣ
ଐତିହାସିକ ହରିରାଜପୁର ମେଲଣ
==================
ପଞ୍ଚଦଶ ଶତାବ୍ଦୀରେ ପୁରୀ ଜିଲ୍ଲାରେ ଡେଲାଙ୍ଗ ଥାନାନ୍ତର୍ଗତ ହରିରାଜପୁରଠାରେ ପ୍ରତିଷ୍ଠା ହୋଇ ଛନ୍ତି ପ୍ରଭୁ ଶ୍ରୀସୋମନାଥଦେବ l ଏହି ମହାଦେବ ଉତ୍କଳ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ l ଶ୍ରୀ ସୋମନାଥ ଦେବ…
କ୍ଷୀରଚୋରା ହରି
କ୍ଷୀରଚୋରା ହରି
===========
ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ପିତୃ ସତ୍ୟ ପାଳନ ପୂର୍ବକ ଚୋଉଦ ବର୍ଷ ବନ ବାସରେ ଯାଇ ପରମ ପାବନ କ୍ଷେତ୍ର, ଚିତ୍ରକୂଟ ଠାରେ ମନ୍ଦାକିନୀ ତୀରରେ ଅବସ୍ଥାନ କଲେ l ଧରାରେ ବିରାଜ ମାନ କରିଥାଏ ବସନ୍ତ ଋତୁ l ଚିତ୍ରକୁଟର ବନ୍ୟ ପ୍ରଦେଶ ସ୍ବର୍ଗୀୟ…
ମାୟା ଜାଙ୍ଗଳିକ କଥା
ମହାଭାରତର ମହାଯୁଦ୍ଧ ଶେଷ ହୋଇଗଲା l ଯୁଦ୍ଧ ଜୟୀ ପାଣ୍ଡବ ମାନେ ଦିନେ ଶିବିରରେ ବସି ଯୁଦ୍ଧର ସେହି ବିଭୀଷିକାମୟ କାହାଣୀ ବର୍ଣ୍ଣନା କରୁଥାନ୍ତି l ଭୀମ କହିଲେ ମୁଁ ନ ଥିଲେ ଦୁର୍ଯ୍ୟୋଧନ ଦୁଃଶାସନ ଆଦିଙ୍କୁ ମାରିଥାନ୍ତା କିଏ l କିଏ ଦ୍ରୌପଦୀଙ୍କ ବେଣୀ ବନ୍ଧନ କରିଥାନ୍ତା? ମାତା କୁନ୍ତୀଙ୍କ…
ହର ପାର୍ବତୀଙ୍କ ଵିଵାହ
ହର ପାର୍ବତୀଙ୍କ ଵିଵାହ
=============
ଦକ୍ଷଯଜ୍ଞରେ ସତୀଙ୍କ ଆତ୍ମାହୁତି ପରେ ମହାଦେବ କୁଆଡ଼େ ଗଲେ ତାଙ୍କର ଆଉ ପତ୍ତା ମିଳିଲା ନାହିଁ l ସ୍ବର୍ଗ ଓ ମର୍ତ୍ତ୍ୟରେ ତାଙ୍କୁ ଖୋଜା ହେଲା କିନ୍ତୁ କେହି କେଉଁଠି ମଧ୍ୟ ତାଙ୍କ ସନ୍ଧାନପାଇଲେନାହିଁ l ସେତେ ବେଳେ ଶିବ ଯାଇ ପାତାଳରେ ଶ୍ରୀ…
ଲଦ୍ଦାଖ କଥା: ଆମ ପାଇଁ ମାନେ ରଖେ ନା’ ନାହିଁ?
୨୦୦୯ରେ ମୁକ୍ତିଲାଭ କରିଥିଲା ଫିଲ୍ମ “3 -Idiots”। ପ୍ରାୟ ସମସ୍ତେ ଜାଣନ୍ତି ଯେ ଏହା ଚେତନ୍ ଭଗତଙ୍କ ଉପନ୍ୟାସ “Five Points Someone” ଉପରେ ଆଧାରିତ। କିନ୍ତୁ ଏହା ଖୁବ୍ କମ୍ ଲୋକ ଜାଣନ୍ତି ଯେ ଏହି ଫିଲ୍ମରେ ଆମିର୍ ଖାନ୍ ଅଭିନୟ କରିଥିବା ଚରିତ୍ର ରେଞ୍ଚୋ ବନାମ୍ ଫୁନ୍-ସୁଖ୍ ବାଙ୍ଗଡୁ…