ପ୍ରଧାନମନ୍ତ୍ରୀ ଫସଲବୀମା ଦାବି ନେଇ ୨୬ନଂ ଜାତୀୟ ରାଜପଥ ଅବରୋଧ
ବଲାଙ୍ଗୀର : ଲୋଇସିଂହା ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର କେତେକ ପଂଚାୟତ ୨୦୨୦-୨୧ ପ୍ରଧାମନ୍ତ୍ରୀ ଫସଲ ବୀମା ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି l ତେଣୁ ଏହାର ପ୍ରତିବାଦରେ ପୂର୍ବରୁ ୨୬ ଜୁଲାଇରେ ରାଜପଥ ଅବରୋଧ କରିଥିଲେ ସୁଦ୍ଧା ଚାଷୀ କୈାଣସି ସୁଫଳ ପାଇପାରି ନାହାନ୍ତି l ଏହାର…