ମୋହନା ଗୁରୁ ପୂଜନ ଦିବସ ପାଳନ।

ଗଜ ପତି : ମୋହନା ବ୍ଳକ ଅନ୍ତର୍ଗତ ଗୋବିନ୍ଦ ପୁର ଗ୍ରାମ ପଞ୍ଚାୟତ ର କେଶରା ଗ୍ରାମ ବିଦାଳୟ ,ପ୍ରକଳ୍ପ ଉପ୍ରା ପ୍ରଥ ମିକ ବିଦ୍ୟାଳୟ ରେ ଗୁରୁ ପୂଜନ ଦିବସ ପାଳନ ଅବସରରେ ସମ୍ମାନିତ ମୁଖ୍ୟ ଅତିଥି ରୂପେ ଶ୍ରୀ ଦେବ ଦତ ତମାରଫୁ (ବି, ଇ, ଓ ,)ଗୋଗ ଦେ ଇ ଛାତ୍ର ଓ ଛାତ୍ରୀ ମାନକୁ ନେଇ ଏକ ଗ୍ରୁରୁ ପୂଜନ ସଭା ଅନୁଷ୍ଠିତ ହୋଇଛି, ବିଦ୍ୟାଳୟ ସଭା ପତି ବୈଠକରେ ସଭା ପତି ରୁ ପେ ଯୋଗ ଦେଇ, ସଭା ର ଆଲୋଚନା ପାଇଁ ମୁଖ୍ୟ ଆକର୍ଷଣ ର କେନ୍ଦ୍ର ର ବିଷୟ ଥିଲା ଗୁରୁ ଭକ୍ତି , ମୂଖ୍ୟ ଅତିଥି ଶ୍ରୀ ମନା ତମରଫୋ । ମାହାସୟ ,ଛାତ୍ର, ଛାତ୍ରୀ ମାନକୁ ଗୁରୁ ହିଁ ପରମ। ବ୍ରହ୍ମ ଗୃରୁ ଭକିତି ଅଖୁନତା ସମାଜରେ କିପରି ଭାବରେ ଈଶ୍ବରଙ୍କଠାରୁ ଆଶ୍ରିଦାଦ ପାଇଁ ପାରିବା , ଗୁରୁ ଭକ୍ତି ଦୁଆ ରା ଅଜ୍ଞାନ ରୁ ଜ୍ଞାନ କିପରି ମିଳେ ଛାତ୍ର ଛାତ୍ରୀ ମାନକୁ ବୁଝାଇ ଥିଲେ, ଅତି, ତ ର ପୁରାଣ,ଏକ ଲବ୍ୟ, ଶ୍ରବଣ କୁମାର, ଉଦା ହରଣ ଦେଇ ସମାଜରେ, କିପରି, ବିବେକାନନ୍ଦ , ଗଲିଲିୟ ଅବୁଡୁଲୁ କାଲାମ ଭଳି , ଆଦର୍ଶ ବ୍ୟକ୍ତି ଟି ଏ, ହେବା ଉପ ରେ ଉପଦେଶ ଦେଇ ଥିଲେ, ପ୍ରଧାନ ଶିକ୍ଷକ ପ୍ରଲାଦ ମିସଲ ସାସ୍ୱର୍ଗତ କରିଥିବା ବେଳେ ଶିକ୍ଷକ ଦେବରାଜ ସେଠୀ , ଅନାମ ମଲ୍ଲିକ ରମାକାନ୍ତ ମଲ୍ଲିକ, ଜଗତ ନାୟକ,ରବି ମହାରଣା,ଶ୍ରୀ ମତି, ଝିନା ମଲ୍ଲିକ, ଛାତ୍ର ଛାତ୍ରୀ ମାନକୁ ଗୁରୁ ଭକ୍ତି ଉପରେ ଉପଦେଶ ଦେଇଥିଲେ , ଆଦର୍ଶ, ଶିକ୍ଷକ ଶ୍ରୀ ଭିକାରୀ ନାୟକ ,ଗୁରୁ ମାନଙ୍କର ଗୁ ରୁ ପୂଜନ ପଦ୍ଧତି ଅବଲମ୍ବନ କରିବା ଶହ, ଅତିଥି ଓ ଶିକ୍ଷକ ମାନକୁ, ପୁଷ୍ପ୍ ମାଳ ଦେଇ , ଛାତ୍ର ଛାତ୍ରୀ ମାନର ବୋଧି କ ବିକାଶ ପାଇଁ ବୁଝାଇ ଥିଲେ ,ଏବଂ ଛାତ୍ର ମାନକ ମଧ୍ୟରୁ ସୁନେଲି ଶବର, ଅମାସ ମଲ୍ଲିକ,ଗରୁ ଭକ୍ତି ଉପରେ ଉପଦେଶ କ୍ରମେ ଭାଷଣ ଦେଇଥିଲେ , ସପାନା ସାବତ, ଯୋତି ଗୌଡ, ଆକିତା ଦଲାଇ, ବିକି ଶିବ, ଛାତ୍ର, ମନେ ଗୁରୁ ବଦନା ଗାଇବା ଶହ , ଗୂରୁ ଜନ ମାନକୁ ଗୁରୁ ଭକ୍ତି ର ଉପ ହାର ମାନ ଆୟୋଜନ କରି ପ୍ରଦାନ କରି ଥିଲେ, ଶେଷରେ ବିଦ୍ୟାଳୟ ର ସଭା ପତି ବିଷ୍ଟୁ ଦଳାଇ ଅତିଥି ମାନକୁ ଧନୀୟ ବାଦ ଦେବାସହ ସଭା ସଂଗ କରି ଥିଲେ,

Comments are closed.