ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ନିଧନ
ଲଣ୍ଡନ- ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ନିଧନ । ୯୬ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା । ସେ ଅନ୍ତିମ ସମୟରେ ଷ୍ଟକଲ୍ୟାଣ୍ଡର ବାଲମୋରାଲ୍ କାଷ୍ଟେଲରେ ରହିଥିଲେ । ରାଜପରିବାର ପକ୍ଷରୁ ଏବିଷୟରେ ସୂଚନା ଦିଆଯାଇଛି ।
୧୯୨୬ ମସିହାରେ ତାଙ୍କର ଜନ୍ମ ହୋଇଥିଲା ।…