ଆଶ୍ଚର୍ଯ୍ୟ ଶୈବପୀଠ ପକ୍ଷୀତୀର୍ଥମ୍
ଚେନ୍ନାଇ ମହାନଗରୀର ଚେଙ୍ଗଲପେଟ ଠାରୁ 13 କିଲୋମିଟର ଦୂରରେ ଅବସ୍ଥିତ ତିରୁକଲ୍ଲୀକୁନ୍ଦ୍ରମ୍ ପାହାଡ଼ ଶିଖରରେ ଭଗବାନ ସଦାଶିବ,ଶ୍ରୀବେଦ ଗିରୀଶ୍ୱର ରୂପେ ଅବସ୍ଥାନ କରୁଛନ୍ତି l ଏହା ପକ୍ଷୀ ତୀର୍ଥ ରୂପେ ପରିଚିତ l ପୂର୍ବେ ପ୍ରତ୍ୟକ ଦିନ ଏହି ମନ୍ଦିର ନିକଟକୁ ଯୋଡ଼ିଏ ଗୁଧ୍ରପକ୍ଷୀ ଆସୁଥିଲେ l…