Browsing Category

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ହିଁ ସମ୍ପଦ : ସୁସ୍ଥ ରୁହନ୍ତୁ ସକ୍ରିୟ ରୁହନ୍ତୁ।

ଏକ ଅଧ୍ୟୟନ ରେ କୁହାଯାଇଛି ଯେ ୫୧% ଠାରୁ ଅଧିକ ବୃଦ୍ଧ ଲୋକ ସିଢ଼ି ଚଢ଼ୁଥିବା ବେଳେ ପଡ଼ିଯାଆନ୍ତି। ପ୍ରତିବର୍ଷ ସିଢ଼ି ଚଢ଼ିବା ସମୟରେ ଖସିପଡ଼ି ୨୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଥାଏ। ଏଣୁ ବିଶେଷଜ୍ଞମାନେ ଏହି ପରାମର୍ଶ ଦେଇଥାନ୍ତି ଯେ ୬୦ ବର୍ଷ ବୟସ ହେଲାପରେ ନିମ୍ନଲିଖିତ କାମଗୁଡ଼ିକ ନିଜେ…

କଳାଜିରା ତେଲ: ପାରମ୍ପରିକ ବ୍ୟବହାର ଓ ସମ୍ଭାବ୍ୟ ଉପକାର

କଳାଜିରା, ଯାହାକୁ ବ୍ଲାକ୍ ସିଡ୍ (Black Seed) ବା ବ୍ଲାକ୍ ସିଡ୍ ଅଏଲ୍ (Black Seed Oil) ନାମରେ ମଧ୍ୟ ଜଣାଯାଏ, ଦୀର୍ଘ ବର୍ଷ ଧରି ପାରମ୍ପରିକ ଭାବେ ବ୍ୟବହୃତ ହୋଇଆସୁଛି। ଏଥିରେ ଥାଇମୋକ୍ୱିନୋନ୍ (Thymoquinone) ପରି ଜୈବ-ସକ୍ରିୟ ଯୌଗିକ ରହିଛି, ଯାହା ଉପରେ ବୈଜ୍ଞାନିକ ସ୍ତରରେ ମଧ୍ୟ…

୪ ଜଣଙ୍କ ଜୀବନ ନେଲା ଦଶାହ ଭୋଜି ; ୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସୁନ୍ଦରଗଡ଼ : ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡ଼ିହି ଗାଁରେ ଭୋଜି ଖାଇ ୧୭ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଅନୁସାରେ, ନୂଆଡ଼ିହି ଗାଁରେ ଆୟୋଜିତ ଏକ ଦଶାହ ଭୋଜି ଖାଇବା ପରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା।…

ଆକ୍ସନ ପ୍ଲାନ ମାଗିଲା ଜାତୀୟ ଆୟୁଷ ମିଶନ

ଭୁବନେଶ୍ବର : ଆୟୁଷ ବିକାଶକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ସେହି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବିଶେଷକରି ନୂଆ ଡିସ୍‌ପେନସାରୀ ସହିତ ଆୟୁଷ ଭେଷଜ ମହାବିଦ୍ୟାଳୟ ଖୋଲିବା ଯୋଜନା କରାଯାଇଛି। ଏହାରି ଭିତରେ ଜାତୀୟ ଆୟୁଷ ମିଶନ (ନାମ୍‌) ପକ୍ଷରୁ ରାଜ୍ୟର…

ଆଜି ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର : ରାଜ୍ୟରେ ପୁଣି ଗଡ଼ିବ ନୂଆ ୨୫୦ଟି ୧୦୮ ଆମ୍ବୁଲାନ୍ସ। ଖରାପ ୧୦୮ ଆମ୍ବୁଲାନ୍ସ ବଦଳରେ ଏହି ନୂଆ ଗାଡ଼ି ଗଡ଼ିବ। ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆମ୍ବୁଲାନ୍ସ ଗୁଡ଼ିକର ଶୁଭାରମ୍ଭ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ…

ବଢ଼ିଲା ବାତ୍ୟା ଚର୍ଚ୍ଚା: ନେଲୋରରୁ ପାରାଦ୍ବୀପ ମୁହାଁଇପାରେ

ଭୁବନେଶ୍ୱର: ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହାର ପ୍ରଭାବରେ ଶନିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା…

ଚା’ ଓ ଆମର ସ୍ୱାସ୍ଥ୍ୟ

ଆମ ଶରୀର ପାଇଁ ଜଳ ଅତ୍ୟାବଶ୍ୟକ। ସେଥିପାଇଁ ଜଳର ଅନ୍ୟନାମ ଜୀବନ। କିନ୍ତୁ ପାନୀୟ ଦୃଷ୍ଟିରୁ ଜଳ ପରେ ଯେ ଚା’ର ସ୍ଥାନ, ଏହା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ। ଚା’ର ବ୍ୟବହାର ପ୍ରଥମେ ଚୀନ୍ ଦେଶରେ ହୋଇଥିଲା। ସାଧାରଣ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଏବଂ ଅତିଶୟ ନିଦ୍ରାର ଔଷଧ ରୂପେ ଏହାର…

ଆପଣଙ୍କୁ ଭାତ ଖାଇବା ଅଧିକ ପସନ୍ଦ କି ? ଜାଣି ରଖନ୍ତୁ

ଭାତ, ଡାଲି , ତରକାରୀ,ରୁଟିକୁ ସମ୍ପୂର୍ଣ୍ଣ ଭୋଜନ ବୋଲି କୁହାଯାଏ । ମୁଖ୍ୟତଃ ଏହି ୪ଟି ଖାଦ୍ୟରୁ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳିଥାଏ । ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । କିଛି ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି ତ କିଛି ଭାତ । ଅଧିକାଂଶ ଲୋକେ ଭାତ ଖାଇବାକୁ ଦିନରେ ହିଁ…

ଆଳସ୍ୟ କାରଣରୁ ଏଭଳି କରୁଥିଲେ , ସାବଧାନ..

ଦିନ ମଧ୍ୟରେ ଭୋଜନର ନିୟମ ଅନୁଯାୟୀ, ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ଖୁବ ମହତ୍ତ୍ୱପୂର୍ଣ୍ଣ । ଏହି ୩ଟି ସମୟରେ ସଠିକ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ସହ ଅନେକ ରୋଗ ଲାଗି ରହିଥାଏ । ଅନେକ ସମୟରେ ଆଳସ୍ୟ କାରଣରୁ ଅନେକ ଲୋକେ ରାତ୍ରୀ ଭୋଜନ ପାଇଁ ଅଧିକ…

ସ୍ୱାସ୍ଥ୍ୟ ପାଇଁ ବରଦାନ ଏହି ୪ଟି ଜିନିଷ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଅମୃତଭଣ୍ଡାରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଏହାସହ ଭିଟାମିନ ସିରେ ଭରପୁରରେ ଖାଦ୍ୟପଦାର୍ଥ ଲେମ୍ବୁ,ଅଁଳା,କମଳା,ଚେରି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ରୋଗ…