ବିଦ୍ୟୁତ କାଟକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

ଆଠଗଡ଼: ଆଠଗଡ ବ୍ଲକ ନଦୀକୂଳ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜକୁ ନେଇ ଉପଭୋକ୍ତାଙ୍କ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ନଦୀକୂଳ କଖଡି ଅଞ୍ଚଳର ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଠଗଡ ଉପଜିଲ୍ଲାପାଳ ଓ ଟାଟା ପାୱାରର ଏକ୍ୟୁଜିଟିଭ ଇଂଞ୍ଜିନିୟରଙ୍କୁ ଏକ…

ମହାଲକ୍ଷ୍ମୀ ଓ ଶିରୁଳି ମହାବୀର

ତ୍ରେତୟାରେ ପ୍ରଭୁ ଧରି ରାମ ଅବତାର l ହନୁମାନଙ୍କୁ ରଖିଲେ ସେବକ ତାଙ୍କର ll ମହାପ୍ରଭୁଙ୍କ ଠି ହନୁ କଲେ ନିବେଦନ l ସେବକ ପଣେ ରଖିବ ପ୍ରଭୁ ଚିରଦିନ ll କଳିଯୁଗେ ନୀଳାଚଳେ ଚତୁର୍ଦ୍ଧା ମୂରତି l ଚତୁର୍ଦ୍ଦିଗେ ହନୁମାନ ସେବାରେ ଖଟନ୍ତି ll ଏକ ହନୁମାନ ମହାପ୍ରଭୁ ଆଦେଶରେ l ସେବକ…

ବ୍ରଜଭୂମିରେ ତପସ୍ୱିନୀ ମହାଲକ୍ଷ୍ମୀ

ଦ୍ୱାପର ଯୁଗର କଥା l ଵର୍ଷା ଋତୁ ଯାଇ ଧରାରେ ଶରତଋତୁ ପ୍ରବେଶକଲା l ଅପୂର୍ଵ ନିର୍ମଳ ଶୋଭା ଧାରଣ କରି ଥାଏ ସମଗ୍ର ବୃନ୍ଦାବନର ବନ ଭୂମି l ନିର୍ମଳ ଶରତ ଚନ୍ଦ୍ରାଲୋକରେ ଉଦ୍ଭାସିତ ସମଗ୍ର ବୃନ୍ଦାବନ l ଶୋଭାକୁ ବର୍ଣ୍ଣନାକରି ଭାଗବତକାର ଜଗନ୍ନାଥ ଦାସ ଲେଖିଲେ :- ଶରଦ ଭୟେ ମେଘ ଗଲା l ଆକାଶ…

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର : ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ତିନି ଜଣିଆ ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ ଆଜି ସୁବର୍ଣ୍ଣପୁର ଜିଲ୍ଳା ଗସ୍ତରେ ପହଂଚିଥିଲେ l ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପ୍ରଥମେ ଜିଲ୍ଲାପାଳଙ୍କ…

OPSC ଅଧ୍ୟକ୍ଷଙ୍କ ସୂଚନା, ଚଳିତ ସପ୍ତାହରେ ପ୍ରକାଶ ପାଇବ ଓସିଏସ୍-୨୦୨୦ ଲିଖିତ ପରୀକ୍ଷା ରେଜଲ୍ଟ ।

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏସିଏସ) ଲିଖିତ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଚଳିତ ସପ୍ତାହରେ ପ୍ରକାଶ ପାଇବ ଓସିଏସ୍-୨୦୨୦ ଲିଖିତ ପରୀକ୍ଷା ରେଜଲ୍ଟ । ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟ୍ କରି ସୂଚନା…

ଶିକ୍ଷକଙ୍କ ବଦଳି ଆବେଦନ ଜାଲିଆତି ପର୍ଦ୍ଦାଫାଶ କରିବ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଅନେକ ସମୟରେ ଶିକ୍ଷକମାନେ ଟର୍ମିନାଲ ଇଲନେସ ବା ଦୂରାରୋଗ୍ୟ ଅସୁସ୍ଥତା ଆଳରେ ବଦଳି ଆବେଦନ କରିଥାନ୍ତି । ରୋଗ ସହଜରେ ଆରୋଗ୍ୟ ହେଉ ନାହିଁ, ଘର ଠାରୁ ଦୂରରେ ରହି ଶିକ୍ଷାଦାନ କରିବା…

ଦାନ ବାକ୍ସ ଭାଙ୍ଗି ଲୁଟି ନେଲେ ଟଙ୍କା ।

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ଦେୱାନପାଲି ଗାଁ ନିକଟରେ ଥିବା ଖୁଣ୍ଟଲା ଦର୍ହ ଗୁପ୍ତେଶ୍ୱର ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ସେଥିରେ ଥିବା ଟଙ୍କାକୁ ଲୁଟିନେଇଥିବା ଅଭିଯୋଗ ହୋଇଛି । ସକାଳୁ ଜଣେ ଭକ୍ତ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବାବେଳେ ଦାନ…

ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ସଫଳ ା

 ସୁବର୍ଣ୍ଣପୁର: ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ।ଆଜି ସାରା ପଶ୍ଚିମ ଓଡିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ କୋଶଳ…

ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ 'ଆର୍ନ୍ତଜାତୀୟ ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ' ପାଳିତ…

କଟକରେ ଉଦଘାଟିତ ହେଲା ଆଉ ଏକ ନୂତନ ଥାନା।

କଟକ : ୦୭।୦୯ : କଟକରେ ଉଦଘାଟିତ ହେଲା ଆଉ ଏକ ନୂତନ ଥାନା। କଟକ ସହରାଞ୍ଚଳ ପୋଲିସର ସିଆରଆରଆଇ ଥାନାକୁ ଉଦ୍‌ଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ। ଏହାକୁ ମିଶାଇ କଟକ ସହରରେ ମୋଟ ୨୨ଟି ଥାନା କାର୍ଯ୍ୟ କରୁଛି। ତେବେ ଏହି ଥାନା ହେବା ଫଳରେ ବହୁ ସଂଖ୍ୟାରେ ଲୋକଙ୍କ…