ତାତିରୁ ମିଳିବ ଆଶ୍ୱସ୍ତି; ୬ ରୁ ପ୍ରବଳ ବର୍ଷା
ଭୁବନେଶ୍ୱର : କିଛିଦିନ ଅସହ୍ୟ ତାତି ପରେ ମିଳିବ ଆଶ୍ୱସ୍ତି । ୬ ତାରିଖରୁ ପୁଣି ଆସୁଛି ବଡ଼ ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ବର୍ଷା ଆରମ୍ଭ ହେବ । ୬ ତାରିଖ ବେଳକୁ ଏହା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ…