ପୁଣିଥରେ ଦୁବାଇରେ ଭାରତ ପାକିସ୍ତାନ ସୁପର-୪ ମୁକାବିଲା ହେବ।
ଦୁବାଇ : ଗତ ରବିବାର ଏହି ଷ୍ଟାଡିୟମ୍ରେ ଚଳିତ ଏସିଆ କପ୍ରେ ଭାରତ-ପାକିସ୍ତାନ ଟ୍ବେଣ୍ଟି-୨୦ ମୁକାବିଲା ରୋମାଞ୍ଚକର ହୋଇଥିଲା। ଶେଷ ଓଭରରେ ହାର୍ଦିକ ପାଣ୍ଡ୍ୟାଙ୍କ ଛକାରେ ଭାରତ ଜିତିବା ପରେ ଉଭୟ ଦଳଙ୍କ ମଧ୍ୟରେ ୨ୟ ରାଉଣ୍ଡ ମୁକାବିଲା ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ଭାରତ ଓ ପାକିସ୍ତାନ…