ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଭିନ୍ନ ଉପସଭାପତି ଓ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି ।

ଭୁବନେଶ୍ୱର: ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ତା’ର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରିଛି । ଏହାମଧ୍ୟରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ଉପସଭାପତି ଓ ବରିଷ୍ଠ ଉପସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ।

ଉପ-ସଭାପତି: ରଞ୍ଜୁଲତା ରାୟ- ଭୁବନେଶ୍ୱର, ରୁନୁ ଜେନା- ଭୁବନେଶ୍ୱର, କ୍ୟୁ.ସୁଲତାନା-ଭୁବନେଶ୍ୱର, ଗୋପ ମହାନନ୍ଦା- ବଲାଙ୍ଗିର, ଗିରିଜା ନନ୍ଦିନୀ ସାହୁ- ଅନୁଗୁଳ, କେ.ମାଧବୀ-ବ୍ରହ୍ମପୁର, ସୁଜାତା ଦିଗାଳ-ଗଜପତି, ଶ୍ରଦ୍ଧାଞ୍ଜଳି ରାୟ-ବାଲେଶ୍ୱର, ସାଧନା ସାମନ୍ତରାୟ- ଝାରସୁଗୁଡ଼ା, ପ୍ରୀତିନିନ୍ଦା ରାଉତରାୟ- ଭୁବନେଶ୍ୱର, ମହାମାୟା ସ୍ୱାଇଁ-ଭୁବନେଶ୍ୱର, ସୁନିତି ସିଂହ- ବାଲେଶ୍ୱର, ସୁନୀତି ବିଶ୍ୱାଳ-ସୁନ୍ଦରଗଡ଼, ମାନିନି ଭୋଇ- ବରଗଡ଼, ଅନିମା କହଁର- କନ୍ଧମାଳ, ମିନତୀ ଦେବତା- ରାଉରକେଲା, ରୀନା ଗଡ଼ନାଏକ-ଭୁବନେଶ୍ୱର, ବାସନ୍ତି ମାଝି-କେଉଁଝର, ମାଳତୀ ସାହୁ-ବରଗଡ଼, ସୁଜାତା ପାଳ-ରାୟଗଡ଼ା, ସାଇଶ୍ରୀ ପଟ୍ଟନାୟକ- ଢେଙ୍କାନାଳ, କେ.ଶାନ୍ତି-ଭୁବନେଶ୍ୱର । ବବିତା ସ୍ୱାଇଁ- ଜଗତସିଂହପୁର, ନିନାରାଣୀ ସାମଲ- ଯାଜପୁର, ବନଜା ମହାନ୍ତି- ଭୁବନେଶ୍ୱର, ସୀମା ନାୟକ- ଭୁବନେଶ୍ୱର, ସମ୍ପତି ମୋଡ଼ା-କଟକ, ସୌଭାଗିନୀ ନାୟକ- ରେଢ଼ାଖୋଲ, ଉର୍ମିଲା ପଣ୍ଡା-ସମ୍ବଲପୁର, ଭାରତୀ ଦାସ-କଟକ, ରୀତା ପାଣିଗ୍ରାହୀ-କୋରାପୁଟ, ମଞ୍ଜୁବାଳା ଜେନା- ପାଟକୁରା, ସରୋଜିନୀ ମହାପାତ୍ର- ସିମୁଳିଆ, ପୁଷ୍ପାଞ୍ଜଳି ସେଠି- ଭୁବନେଶ୍ୱର, ବିଥିକା ପଟ୍ଟନାୟକ- ଭୁବନେଶ୍ୱର, ସଂଯୁକ୍ତା ଦାସ ଗୁପ୍ତା- ଏନଏସି ଦଶପଲ୍ଲା, ରେଣୁକା ମହାନ୍ତି- କଟକ, ଅନୁସୟା ରାୟ- କଟକ, ଜେ.ସୁଷମା ରାଣୀ- ଗଞ୍ଜାମ, ସୁବର୍ଣ୍ଣା ମଞ୍ଜରୀ ଭଞ୍ଜ- ଆଠଗଡ଼, ରଶ୍ମୀବାଳା ମିଶ୍ର- ରାଉରକେଲା, ପୁଷ୍ପାଞ୍ଜଳି ସାମଲ- ଦେଓଗଡ଼, ମାନସୀ ସୁନ୍ଦରରାୟ-ଭୁବନେଶ୍ୱର, ବାସନ୍ତୀ ରାଉଳ- ଆଠଗଡ଼, କଟକ, ସନ୍ଧ୍ୟାରାଣୀ ଦଳେଇ- ଗଞ୍ଜାମ ।

ବରିଷ୍ଠ ଉପସଭାପତି:  ଜ୍ୟୋତି ପାଣିଗ୍ରାହୀ- ବଲାଙ୍ଗିର, କନକପ୍ରଭା ଲେଙ୍କା- ଜଗତସିଂହପୁର, ସନ୍ଧ୍ୟାରାଣୀ ବିଶ୍ୱାଳ- ଭୁବନେଶ୍ୱର, ସଂଯୁକ୍ତା ମହାନ୍ତି- ଭୁବନେଶ୍ୱର, ପଦ୍ମିନୀ ଶେଖର ଦେଓ- ସୁନ୍ଦରଗଡ଼, କବିତା ପୁରୋହିତ-ସମ୍ବଲପୁର, ବାସନ୍ତୀ ମହାପାତ୍ର-ଖୋର୍ଦ୍ଧା, ଉଷାରାଣୀ ମହାନ୍ତି- ଖୋର୍ଦ୍ଧା, ସାରଳା ସ୍ୱାଇଁ- ଭୁବନେଶ୍ୱର, ନିବେଦିତା ନାୟକ- ଦେଓଗଡ଼, ସକୁନ୍ତଳା ସାହୁ- ଭୁବନେଶ୍ୱର, ସସ୍ମିତା ନନ୍ଦ- ଭୁବନେଶ୍ୱର ମଧ୍ୟ, ଉମିଲତା ଦାସ- ବାଲେଶ୍ୱର, ଇଂ. ରୀନା ତନ୍ତୀ- ରେଙ୍ଗାଳି, ମାଳତୀ ଗୁରୁ- ନୟାଗଡ଼, ସୁଜାତା ପଣ୍ଡା- ବରଗଡ଼, ସବିତା ଆଚାର୍ଯ୍ୟ- ସମ୍ବଲପୁର, ପ୍ରଭାସିନୀ ନନ୍ଦ- ନୟାଗଡ଼ ।

Comments are closed.