ନଂବରଙ୍ଗପୁର : ତା ୦୩/୮ ରିଖ ସନିବାର ଦିବା ୧୨ଘ:ସୋମୟରେ ନଂବରଙ୍ଗପୁର ନୂଆବନ୍ଦସାହି ,ସାଈକଲ୍ୟାଣ ମନ୍ ଡୋପ ଠାରେ ଜିଲ୍ଲା ସଂସ୍କୃତି ସଂଘ ଓ ଜିଲ୍ଲା ସଂସ୍କୃତିକ ବିଭାଗର ଚେରମେନ୍ ତଥା ଜିଲାପାଳଙ୍କ ସଭାପତିତ୍ତରେ ଜିଲ୍ଲାସ୍ଥରିୟ ”କୃଷିଭିତିକ ନୂଆଖାଈ ପର୍ବର ,,ନୂଆଖାଈଭେଟଘାଟର ,,ଆୟଜନ କରାଯାଇଥିଲା ,ଏଥିରେ ମୂଖିୟ ଅତିଥି ରୁପେଯୋଗ ଦେଇଥିଲେ ,ନଂବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତସଦାସିବ ପ୍ରଧାନୀ ସମ୍ମାନୀୟ ଅତିଥିରେପେ ଯୋଗ ଦେଇଥିଲେ ଉମରକୋଟ ବିଧାୟକ ଶ୍ରୀଯୁକ୍ତ ନିତିୟାନନ୍ଦ ଗୋଣ୍ଡ ,ମୁଖିଅ ବକ୍ତାରୁପେ ଯୋଗଦେଈ ଥିଲେ ଆବସର ପ୍ରାପ୍ତ ସିଡିପିଅ ଶ୍ରୀମତୀ ମୋନରମା ମାଝୀ, ମାନ୍ୟଗନ ବେକ୍ତି ରୂପେ ଯୋଗଦେଈ ଥିଲେ ନଗର ପାଳ ଶ୍ରୀ ଯୁକ୍ତ କୁନୁ ନାୟକ,ଶିକ୍ଷାବିତ ଡୋକ୍ତର ରାଧାନାଥ ବେହେରା,ସମାଜସେବି ବିଜୟ ଚୌଧରୀ,ଜିଲ୍ଲା କଳାସ୍କୃତିସଂଘର ଉପସଭାପତି ଶ୍ରୀଯୁକ୍ତ କାର୍ତିକ ଚନ୍ଦର ଭତ୍ରା, ମନଛପରିଚାଳନା କରିଥିଲେ ସୂଚନା ଅଧିକାରୀ ଶ୍ରୀଯୁକ୍ତ ହଲଧର ନିହାଲ, ଦସଗୋଟି ବ୍ଳକର ବିକେଏସ୍ ଏସ୍ ମଦ୍ୟରୁ ପବିତ୍ରଗୁରୁ,କୁନୁଗୁରୁ,ଈଶ୍ପରଗୁରୁ,ସହଦେବଗୁରୁ ,ପର୍ଶୁଗୁରୁ,ମିରିଗୁରୁ,କମୋଲସାଏଗୁରୁ,ଡମୁଗୁରୁ, ସଭାଗୁରୁ ,ସମେତ ।।ଡାବୁଗାଁର କଳାସଂଘ,ନଂବରଙ୍ଗପୁର ଟାଉନର କଳାସଂଘ ତର୍ଫରୁ ୫ଗୋଟି ଗୃପର ଆଦୀବାସୀ ପରମପରା ଲୋକ ନୃତିୟ ପରିବେଷଣଗ କରିଥିଲେ , ଶେଷରେ ଜିଲ୍ଲା ସଂସ୍କୃତିଅଧିକାରୀ ଶ୍ରୀଯୁକ୍ତଘାଷି ହରିଜନ ଅତିଥିମାନଙ୍କୁ ,ଧନ୍ୟବାଦଦେଇ ସଭା ଭଙ୍ଗକରିଥିଲେ ।।
Sign in
Sign in
Recover your password.
A password will be e-mailed to you.
Comments are closed.