ନବରାତ୍ରରେ କୁମାରୀ ପୂଜନ
ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣ ବଧ ନିମନ୍ତେ ଶରତକାଳରେ ମାଆ ଦୁର୍ଗାଙ୍କୁ ଆବାହନ କରିଥିଲେ ବୋଲି ରାମାୟଣରୁ ଜଣା ଯାଇଥାଏ l ଏହା ‘ଅକାଳବୋଧନ’ ନାମରେ ବିଦିତ, କାରଣ ଶରତକାଳରେ ସୂର୍ଯ୍ୟଦେବଙ୍କ ଦକ୍ଷିଣାୟନ ହୋଇ ଥାଏ l ଶ୍ରାବଣମାସରୁ ପୌଷମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଦେବଙ୍କ…