ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ

ଭୁବନେଶ୍ବର:  ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଆଜି ରାଜଧାନୀର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ…

ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ୯ମ ବର୍ଷରେ

ଭୁବନେଶ୍ଵର  : ଆଜିଠାରୁ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ବହୁ ଯାକଯକମରେ ଉଦ୍‌ଘାଟନ ହୋଇଯାଇଛି । ଆଜିର ମୂଖ୍ୟ ଅତିଥ ଭାବେ ଭୁବନେଶ୍ୱର ମଧ୍ଯମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଓ ବୟନିକା ର ପରିଚାଳନା ନିର୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଦ୍ଵୀପ ପ୍ରଜ୍ଜ୍ଵଳନ କରି ରଙ୍ଗାରଙ୍ଗ…

ସମ୍ବେଦନଶୀଳ ତଦନ୍ତ କରାନଗଲେ ବିଜେପି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ: ପ୍ରଭାତି ପରିଡା

ଭୁବନେଶ୍ୱର : ତା.୦୧/୧୦: ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟ ତଥା ବିଜୁ ଜନତା ଦଳର ନେତା ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ କରିଥିଲେ । ଶ୍ରୀ ସାହୁ ନିଜର ମୃତ୍ୟୁ ପାଇଁ ରାଜ୍ୟ ଗଣଶିକ୍ଷାମନ୍ତ୍ରୀଙ୍କୁ…

ହାଇକୋର୍ଟରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ୱର: ହାଇକୋର୍ଟ ଦ୍ୱାରସ୍ଥ ହେଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଧାୟକ ନାମରେ ତଳକୋର୍ଟରେ ଗିରଫ ପାଇଁ ଦଣ୍ଡାଦେଶ ହୋଇଥିଲା । ତେଣୁ ଏହା ବିରୋଧରେ ହାଇକୋର୍ଟ ଯାଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଓଆରଏଚଡିସି ଦୁର୍ନୀତି ମାମଲାରେ ବିଧାୟକଙ୍କୁ ୩ବର୍ଷ ଜେଲ…

ଦଶହରା ପାଇଁ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା:

ଭୁବନେଶ୍ୱର : ଚଳିତ ବର୍ଷର ପାର୍ବଣ ରୁତ୍ତୁ ଆରମ୍ଭ ହୋଇଗଲାଣି।ଜଗତ ଜନନ୍ନୀ ମା"ଦୁର୍ଗା ଧରାବତରଣ କରିସାରିଲେଣି।ତେଣୁ ହିନ୍ଦୁ ମାନଙ୍କର ସବୁଠାରୁ ବଡ଼ ପର୍ବ ପାଳନ କରି ମା'ଦୁର୍ଗା ଙ୍କ ଆଶୀର୍ବାଦ ପାଇଁ ସମସ୍ତେ ବ୍ୟାକୁଳ।ତେଣୁ ଏହି ସାତ ଦିନ ବ୍ୟାପି ଦଶହରା ପର୍ବ କୁ କିଭଳି ଶାନ୍ତି ଶୃଙ୍ଖଳା…

ସ୍ବାଧୀନତାର ୭୫ ବର୍ଷରେ ଗାନ୍ଧୀ ଜୟନ୍ତୀ , ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ

ଅହିଂସା ରଥକୁ ସ୍ବାଗତ, ସମ୍ମାନିତ ହେଲେ ସ୍ବାଧୀନତା ସଂଗ୍ରାମୀ ଅଶ୍ବତ୍ଥ ବୃକ୍ଷ ଶାନ୍ତି, ସ୍ବାଧୀନତା ଓ ଅହିଂସାର ପ୍ରତୀକ – ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: 0୨.୧୦.2022 ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର…

ଆଗୁଆ ଜାମିନ ଆବେଦନ କଲେ ପ୍ରଯୋଜକ ଅକ୍ଷୟ ପରିଜା

କଟକ: କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇଥିବା ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜକ ଅକ୍ଷୟ ପରିଜା ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବାର ଖବର ମିଳିଛି। ସେ ଗିରଫ ଭୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି। କାଷ୍ଟିଂ କାଉଚ୍‌…

ବାଲିପାଟଣା ବ୍ଲକ ରେ ଅହିଂସା ରଥ ପରିକ୍ରମା

ବାଲିପାଟଣା - ବାଲିପାଟଣା ଗୋପବନ୍ଧୁ ଛକ ଠାରୁ ବାଲିପାଟଣା ବ୍ଲକ ଓ ବୁଦ୍ଧନାଥ ହାଇସ୍କୁଲ ସହ ବନମାଳି ପୁର ସ୍କୁଲ ପଯ୍ୟନ୍ତ ଅହିଂସା ରଥ ପରିକ୍ରମା କରିଥିଲା । ମହାତ୍ମା ଗାନ୍ଧୀଙ୍କର ଅହିଂସା ଆନ୍ଦୋଳନ ଯୋଗୁ ବିନା ଯୁଧ୍ୟ ରେ ଦେଶକୁ ଅହିଂସା ଆନ୍ଦୋଳନ କରି ଦେଶ ସ୍ଵାଧୀନ କରିଥିଲେ । ତାଙ୍କର…

ନମସ୍ତେ ମା’ କାଳରାତ୍ରି

ନମସ୍ତେ ମା' କାଳରାତ୍ରି କରାଳ ଵଦନୀ l ଉନ୍ମୁକ୍ତ କୁନ୍ତଳେ ମାତେ ବିପୁଳ ଦଶନୀ ll ମହାଦେବୀ ମହାମାୟୀ ଋଗ୍ବେଦ ବର୍ଣ୍ଣିତା l ଶକ୍ତିମୟୀ ରାତ୍ରୀରୂପେ ଶକ୍ତି ପରମାତ୍ମା ll ଘୋର ତିମିରରେ କରୁ ଏ ବିଶ୍ୱ ବିଲୟ l ଅଜ୍ଞାନ ତିମିର ନାଶୁ ଦାନେ ବରାଭୟ ll ନିଦ୍ରାରୂପେ ସର୍ବପ୍ରାଣୀ ମଧ୍ୟେ…

ହେ ମହାମାନଵ ଶାନ୍ତିଦୂତ

ଚନ୍ଦ୍ରଶେଖରଙ୍କ ନିବାସ ସ୍ଥାନ, ପୁରାଣ ପ୍ରସିଦ୍ଧ ସେ କାଶୀଧାମ, ଲାଲ ବହାଦୁର ପାଶେ ଜନମିଲେ ଅକଟୋବର ଦୁଇ ତାରିଖେ ଜାଣ ll ଶାରଦା ପ୍ରସାଦ ରାମ ଦୁଲାରୀ, ପାଳିଲେ ପୁତ୍ରକୁ ଶରଧା କରି, ବାପା ବାଲ୍ୟକାଳେ ହେଲେ ସ୍ଵର୍ଗବାସୀ ଲାଲବାହାଦୁରେ ଅନାଥ କରି ll ବାଲ୍ୟ କାଳୁ ସହି କେତେ କଷଣ,…