ଉତ୍କଳ ଚାମ୍ବର ଅଫ କର୍ମସ ଆଣ୍ଡ୍ ଇଣ୍ଡଷ୍ଟ୍ରୀର ୫୮ତମ AGM ଅନୁଷ୍ଠିତ, ବିଭିନ୍ନ ପଦବୀ ପାଇଁ ସରିଲା ନିର୍ବଚନ
ଭୁବନେଶ୍ବର : ୦୧/୧୦: ଉତ୍କଳ ଚାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରୀର ୫୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ମଲ ଟ୍ରେଡ ଆଣ୍ଡ ସର୍ଭିସେସ୍ କାଟୋଗୋରୀର ନିର୍ଦେଶକ ତଥା ପରାମର୍ଶ କମିଟି ସଦସ୍ୟ ନିର୍ବାଚନ ଶୁକ୍ରବାର ଏହାର ପରିସରରେ ଅନୁଷ୍ଠିତ ହୋଇଛି ।…