Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ସମ୍ବଲପୁର ସହରର ଦୁର୍ଦ୍ଦଶା ପାଇଁ ଦାୟୀ କିଏ?
ସମ୍ବଲପୁର : ତା ୨୫/୦୭/୨୦୨୬ ରିଖ ସମ୍ବଲପୁର ସହରରେ ସାମାନ୍ୟ ବର୍ଷା ହେଲେ ରାସ୍ତାଘାଟ ପାଣିରେ ବୁଡ଼ିଯାଉଛି। ବହୁ ଅଞ୍ଚଳରେ ଘର ଭିତରକୁ ପାଣି ପଶୁଛି, ଲୋକମାନଙ୍କର ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ପ୍ରତିବର୍ଷ ସମାନ ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ଦେଖାଯାଉନାହିଁ।…
ସୁଶାନ୍ତ ସିଂ ଙ୍କ ବିୟୋଗରେ ହୀରାଲାଲ ବେହେରାଙ୍କ ଶୋକ ପ୍ରକାଶ I
ସମ୍ବଲପୁର,୨୭/୦୭: ଭଟଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି I ତାଙ୍କ ବିୟୋଗରେ ରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପ ସଭାପତି ଶ୍ରୀ ହୀରାଲାଲ ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି I ଶ୍ରୀ ବେହେରା…
ବିଜୁପଟ୍ଟନାୟକ ଛକ ବାଇପାସ୍ ଠାରେ ପୁଲିସ ଟ୍ରାଫିକ ପୋଷ୍ଟ କରିଵାକୁ ବିଭିନ୍ନ ମହଲରେ ଦାବୀ
ପଟ୍ଟାମୁଣ୍ଡାଇ ୨୭/୭ : ପଟ୍ଟାମୁଣ୍ଡାଇ ସହରର ମୂଖ୍ୟ ଦ୍ଵାର ବିଜୁପଟ୍ଟନାୟକ ଛକ ବାଇପାସ୍ ଠାରେ ପୁଲିସ ଟ୍ରାଫିକ ପୋଷ୍ଟ କରିଵାକୁ ବିଭିନ୍ନ ମହଲରେ ଦାବୀ ଜୋର ଧରିଛି। ପଟ୍ଟାମୁଣ୍ଡାଇର ଏହି ଜନଗହଳିପୂର୍ଣ୍ଣ ଚତୁର୍ଥ ଦ୍ଵାର ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଆଳି, ପଟ୍ଟାମୁଣ୍ଡାଇ…
ମ୍ୟାନକାଇଣ୍ଡ ଫାର୍ମା ଲିମିଟେଡ୍ CSR ପଦକ୍ଷେପରେ ସମଗ୍ର ଗ୍ରାମୀଣ ବିକାଶ ପ୍ରକଳ୍ପର ଶୁଭାରମ୍ଭ
ତେନ୍ତୁଳୀଖୁଣ୍ଟି, ୨୭/୦୭/୨୦୨୬ (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଦିଗୀ ଓ ତେନ୍ତୁଳୀଖୁଣ୍ଟି ପଞ୍ଚାୟତରେ ମ୍ୟାନକାଇଣ୍ଡ ଫାର୍ମା ଲିମିଟେଡ୍ର CSR ପଦକ୍ଷେପରେ ETPA ଫାଉଣ୍ଡେସନ ଦ୍ୱାରା ସମଗ୍ର ଗ୍ରାମୀଣ ବିକାଶ (PROSPER)ପ୍ରକଳ୍ପର ଶୁଭାରମ୍ଭ ତେନ୍ତୁଳୀଖୁଣ୍ଟି…
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ୧୧୦୦ ପଦବୀ ପାଇଁ ନିଯୁକ୍ତି: ବିନା ପରୀକ୍ଷାର ହେବ ଚୟନ
ନୂଆଦିଲ୍ଲୀ: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (SAIL) ୨୦୨୬-୨୭ ପାଇଁ ଶିକ୍ଷାର୍ଥୀ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୧୧୦୦ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପଦବୀ ପାଇଁ କୌଣସି ଲିଖିତ ପରୀକ୍ଷା…
ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ବୈଠକ ଅନୁଷ୍ଠିତ l
ରାୟଗଡ଼ା - ସ୍ବଦେଶୀ ଜାଗରଣ ମଞ୍ଚ -ସ୍ୱାବଲମ୍ବୀ ଭାରତ ଅଭିଯାନର ଜିଲ୍ଲା ବୈଠକ ରାୟଗଡସ୍ଥିତ ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମନୋଜ କୁମାର ନାଏକ ଯୋଗଦେଇ ସ୍ୱଦେଶୀ ଜାଗରଣ ମଞ୍ଚ, ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ମୁଁ ମଧ୍ୟ ସ୍ୱଦେଶୀ…
ଚନ୍ଦ୍ରଭାଗୋତ୍ସବ’ ପକ୍ଷରୁ ଆୟୋଜିତ ହେଲା ସାରସ୍ବତ ସ୍ରଷ୍ଟା ରାଜୀବ ପାଣିଙ୍କ ତିନୋଟି ପୁସ୍ତକର ପାଠକାର୍ପଣ…
'ବାଲେଶ୍ଵର, ୨୬/୦୭ (କୃଷ୍ଣ କୁମାର ମହାନ୍ତି): ସାହିତ୍ୟ ଓ ସଂସ୍କୃତିର ମିଳନସ୍ଥଳୀ ବାଲେଶ୍ଵରର ଆତିଥ୍ୟ ସମ୍ମିଳନୀ କକ୍ଷରେ ଗତକାଲି ସନ୍ଧ୍ୟାରେ ଓଡ଼ିଶାର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ‘ଚନ୍ଦ୍ରଭାଗା’ ପକ୍ଷରୁ ଆୟୋଜିତ ସାରସ୍ବତ ସ୍ରଷ୍ଟା ରାଜୀବ ପାଣିଙ୍କ ତିନୋଟି ସୃଜନଶୀଳ କୃତିର ଏକାଳୀନ…
ଗଞ୍ଜେଇ ପରିବହନ କରିବା ପାଇଁ ବସ୍କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…
ମୋହନା, ୨୬।୭( ମନୋଜ ପାଢ଼ୀ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ ଭାବେ ଗଞ୍ଜେଇ ପରିବହନ କରିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ ମୋହନା ପଞ୍ଚାୟତର ରାଣୀ ବୀର(୨୧) ଓ ମହାରାଷ୍ଟ୍ରର ବିଶାଲ ଏସ ପାୱାର( ୪୬)…
ପକ୍କା ରାସ୍ତା ନିର୍ମାଣ ନ ହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ ଚେତାବନୀ ।
ଗଜପତି,26/7(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡା ପଞ୍ଚାୟତର ଲୋବାଗୁଡା, ଗମାଙ୍ଗଗୁଡା, ସେଣ୍ଡାରୀଗୁଡା ଏବଂ କୋଣ୍ଡୁରୁଗୁଡା ଆଦି 4 ଗୋଟି ଗ୍ରାମର ଗ୍ରାମବାସୀମାନେ ବିଗତ 10 ବର୍ଷ ଧରି ପକ୍କା ରାସ୍ତା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ପକ୍କା…
ମୋହନା ବୁଢ଼ୀ ମା’ ଠାକୁରାଣୀଙ୍କ ମନ୍ଦିରରୁ ମା’ଙ୍କ ମୁକୁଟ ଓ ବିଭିନ୍ନ ସାମଗ୍ରୀ ଚୋରୀ ।
ଗଜପତି, 26/7(ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ମୋହନା ବ୍ଲକ ମହକୁମାରେ ଥିବା ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ମାଙ୍କ ମୁକୁଟ ସହ କେତେକ ସାମଗ୍ରୀ ଚୋରୀ କରି ଚମ୍ପଟ ମାରିଛି । ମା’ଙ୍କର ସେବକ ତଥା ପୂଜକ ଦୀପକ ମାଝୀ(୨୫) ଜଣାଇଛନ୍ତିଯେ, ପୂଜାର୍ଚ୍ଚନା ସାରି ଘରକୁ ଫେରିଥିଲେ ।…