Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ରଥଯାତ୍ରା ଅବସରରେ ପାରଳା କଳା ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ।
ଗଜପତି,୨୬.୭(ମନୋଜ ପାଢ଼ୀ)-: ଠାରେ ପବିତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସ୍ଥାନୀୟ କଳା ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ଏକ ବିଶାଳ ପ୍ରସାଦ ସେବନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଆଧ୍ୟାତ୍ମିକ ଓ ସେବାମୂଳକ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମହାପ୍ରସାଦ ସେବନ…
ମହାଆଡ଼ମ୍ବରରେ ପିତାମାତା ଦିବସ ପାଳିତ:
ରାୟଗଡ଼ା ( ଭି ଗୌରୀଶଙ୍କର ରାଓ) : ସାଇ ପ୍ରିୟା ଲେଡିଜ୍ ୱାକର୍ସ କ୍ଲବ୍ ଆନୁକୂଲ୍ୟରେ ରବିବାର ଦିନ ଟି.ଓ.ଏସ୍. ଆନି ବେସାନ୍ତ ମଡେଲ୍ ସ୍କୁଲରେ ଜାତୀୟ ପିତାମାତା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରତିଷ୍ଠାତା, ପ୍ରିନ୍ସିପାଲ୍ ସତ୍ୟବତୀ ଏବଂ ତାଙ୍କ…
ବାହୁଡ଼ାଯାତ – ରଙ୍ଗତୁଳୀରେ ଜଗନ୍ନାଥ
ରାଉରକେଲା (୨୫/୭) : ଚିତ୍ରକଳାର ଅଗ୍ରଣୀ ଅନୁଷ୍ଠାନ "ରାଉରକେଲା କ୍ୟାନାଭାସ" ୨୦୧୪ ମସିହାରୁ ଚିତ୍ରକଳା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିକୂ ଜନସାଧାରଣଙ୍କ. ନିକଟରେ ଚେତନା ଜାଗ୍ରତ କରୁଛି l ବାହୁଡ଼ାଯାତ୍ରା ଦିନ ଠାରୁ ଦୁଇ ଦିବସିୟ ଚିତ୍ରକଳା ପ୍ରଦର୍ଶନୀ ସେକ୍ଟର ୩ ପ୍ରଦର୍ଶନୀ ପଡିଆରେ ଆଜି…
କୋରାପୁଟ ଶୋଭା ସଂସ୍ଥାର ୩୩ତମ ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ଶ୍ରୀ ଗୌରୀଶଙ୍କର ରାଓ ସମ୍ମାନିତ
କୋରାପୁଟ(ସୁରେନ୍ଦ୍ର ଖୋସଲା) : କୋରାପୁଟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶୋଭା ସଂସ୍ଥାର ୩୩ତମ ପ୍ରତିଷ୍ଠା ଉତ୍ସବ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ସଭାପତି ଶ୍ରୀ ମଦନ ଖିରିଶାନିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି, ସଦସ୍ୟ ଏବଂ…
ବିଜେଡି ଛାଡି ବିଜେପିରେ ମିଶିଲେ କଳାହାଣ୍ଡିର ନେତା ପୁଷ୍ପେନ୍ଦ୍ର ସିଂହଦେଓ
ଭୁବନେଶ୍ବର: ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହିତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ଏବଂ କର୍ଲାମୁଣ୍ଡା…
ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ
ବଲାଙ୍ଗୀର : ପାଟଣାଗଡ଼ ବ୍ଲକ୍ ତମିଆଁ ଏବଂ ଭଇଁସା ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏହି କ୍ରୀଡ଼ାଙ୍ଗନ ଗ୍ରାମାଞ୍ଚଳର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉପଯୁକ୍ତ ମଞ୍ଚ ପ୍ରଦାନ…
ତିଗିରିଆ ଅଞ୍ଚଳରେ ଅବକାରୀ ଚଢ଼ାଉ: ୮୪୦ ଲିଟର ମଦ ଓ ୭୬୯୫ ଲିଟର ଗୁଡପୋଚ ଜବତ
କଟକ: କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ତିଗିରିଆ ଥାନା ଅନ୍ତର୍ଗତ ବିରିପୁଟ ଓ ବାଙ୍କୀ ଥାନା ଅନ୍ତର୍ଗତ ଢେଗୁଆ ଅଞ୍ଚଳରେ ଶନିବାର ଅବକାରୀ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଓ ଗୁଡ଼ପୋଚ ଜବତ କରାଯାଇଛି। ତେବେ ଏହି ଘଟଣାରେ କାହାରିକୁ ଗିରଫ…
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରା
ଦ୍ୱିତୀୟ ଶ୍ରୀକ୍ଷେତ୍ର
ବାରିପଦାର ରଥଯାତ୍ରା
===============
ବାରିପଦା, ଭଞ୍ଜଭୂମି ମୟୁରଭଞ୍ଜର ରାଜଧାନୀ l ଏହା ଏବେକା ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟାଳୟ l
ମୟୁରଭଞ୍ଜ ଅତୀତରେ ଦେଶୀୟ ରାଜ୍ୟମାନଙ୍କ ମଧ୍ୟରେ ଥିଲା ଏକ ଅଗ୍ରଣୀ ରାଜ୍ୟ l ସର୍ବଦା ଏହା ପ୍ରଜାନୁରଞ୍ଜକ ରାଜାମାନଙ୍କ ଦ୍ୱାରା…
ରଥଯାତ୍ରା ଅଘଟଣ
ରଥଯାତ୍ରା ଅଘଟଣ
------------------------
ସାମାନ୍ୟ ବଚସାରୁ ଛୁରା ମାଡ, ଯୁବକ ଗୁରୁତର
ଆର,ଉଦୟଗିରି(ମନୋଜ ପାଢ଼ୀ) ଆର,ଉଦୟଗିରି ଗ୍ରାମରେ ବାହୁଡା ଯାତ୍ରାରେ ଘଟିଥିଲା ଅଘଟଣ । ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମର ବାହୁଡା ଯାତ୍ରାର ବିଳମ୍ବିତ ରାତିରେ ଛୁରାମାଡରେ ଯୁବକ ଗୁରୁତର…
ଧାନ ବିଲରେ ପଶିଲା କାର :୩୨୬ ନମ୍ବର ଜାତୀୟ ରାଜପଥରେ…
ମୋହନା,୨୫।୭(ମନୋଜ ପାଢ଼ୀ): ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପଦା ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଡ୍ରାଇଭର ସମେତ ଦୁଇ…