Browsing Category

ଜିଲ୍ଲା

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ରେ ଦୁଇଦିନିଆ ଜାତୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଉଦଘାଟିତ ।

ଗଜପତି,୨୫.୭(ମନୋଜ ପାଢ଼ୀ)-:ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ପରିସରରେ “ବିକଶିତ ଭାରତ–୨୦୪୭ ଲକ୍ଷ୍ୟରେ ଜଳବାୟୁ-ଅନୁକୂଳ କୃଷି ଉଦ୍ଭାବନ” ଶୀର୍ଷକ ୯ମ ଜାତୀୟ ସମ୍ମିଳନୀ (NYC-CSISA 2026)ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଲ୍ ଇଣ୍ଡିଆ ଆଗ୍ରିକଲଚରାଲ୍…

ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଉପଲକ୍ଷେ ଦ୍ଵିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ।

ଗଜପତି, ୨୫.୭( ମନୋଜ ପାଢ଼ୀ ) ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଦେବସ୍ନାନ ମଣ୍ଡପ ଠାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ…

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା କେନ୍ଦ୍ର କରି ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପ୍ରତି…

ରାୟଗଡ଼ା ( ଭି ଗୌରୀଶଙ୍କର ରାଓ ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ନିଟ୍ (NEET) ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ଏହି ଘଟଣା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ…

ଇନ୍ଦ୍ରାବତୀକୁ ମିଳିଲା ଆଉ ଏକ ଝଟକା : ଉଠାଇ ନିଆଗଲା ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟା

ତେନ୍ତୁଳିଖୁଣ୍ଟି, ୨୫ ଜୁଲାଇ (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳ ପାଇଁ ଆଉ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି। ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗର ପତ୍ର ସଂଖ୍ୟା ୨୨୨୩୬, ତାରିଖ ୨୪/୦୭/୨୦୨୬ ଅନୁଯାୟୀ, ଇନ୍ଦ୍ରାବତୀରେ…

‘ଟାଇମ୍‍ପାସ୍‍’ ପୁସ୍ତକପର୍ବରେ ପ୍ରଦୀପ କୁମାର ରାୟଙ୍କ ‘ଅନନ୍ୟା ଅତୁଳନୀୟା’ ହେଲା ଲୋକାର୍ପିତ

ଭୁବନେଶ୍ୱର ୨୫/୭(କୃଷ୍ଣ କୁମାର ମହାନ୍ତି): ଟାଇମପାସ ପ୍ରକାଶନ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁସ୍ତକପର୍ବରେ ଲୋକାର୍ପିତ ହୋଇଯାଇଛି ବିଶିଷ୍ଟ ଲେଖକ ଓ ଅନୁବାଦକ ପ୍ରଦୀପ କୁମାର ରାୟଙ୍କ ଫିଚର ପୁସ୍ତକ ‘ଅନନ୍ୟା ଅତୁଳନୀୟା’। ବିଶ୍ୱର ଅଶୀ ଜଣ…

ବାଲିଆପାଳରେ ଉଦଘାଟିତ ହେଲା ‘ଗ୍ରାମ ନିର୍ମାଣ’ ଜୀବିକାଧର୍ମୀ ପ୍ରଶିକ୍ଷଣ ଶିବିର 

ବାଲେଶ୍ଵର, ୨୫/୭(କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ବ୍ଲକ୍ ସ୍ଥିତ ନୟାବାଲି ଗ୍ରାମରେ 'ଯୁବ ବିକାଶ ସଂଗଠନ' ତରଫରୁ ଗ୍ରାମୀଣ ମହିଳାମାନଙ୍କ ଜୀବନଜୀବିକା ଉନ୍ନତି ପାଇଁ ବର୍ଷବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏଥିରେ ନୟାବାଲି, ଇକଡପାଳ ଓ ବିଷ୍ଣୁପୁର ଅଞ୍ଚଳର ଶତାଧିକ…

ରାୟଗଡ଼ା ଜିଲ୍ଲାର ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ଖନନକୁ ନେଇ ବିବାଦ ଆହୁରି ତୀବ୍ର

ରାୟଗଡ଼ା( ଭି ଗୌରୀଶଙ୍କର ରାଓ ):ରାୟଗଡ଼ା ଜିଲ୍ଲାର ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ଖନନକୁ ନେଇ ବିବାଦ ଆହୁରି ତୀବ୍ର ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ସହ ପରିବେଶ କର୍ମୀମାନେ ମଧ୍ୟ ସ୍ୱର ଉଠାଇଛନ୍ତି। କମ୍ପାନୀ ସ୍ୱାର୍ଥ ପାଇଁ ପ୍ରଶାସନ…

ପ୍ରୋଗ୍ରେସ ସଂସ୍ଥା ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାୟଗଡ଼ା : (ଭି ଗୌରୀଶଙ୍କର ରାଓ)ରାୟଗଡ଼ା ର ବ୍ରାହ୍ମଣ ସାହି ସ୍କୁଲ ପରିସର ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ Progres ସଂସ୍ଥା ର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ପୂଜିତା ଗରଡ଼ିଆ, ସଭା ନେତ୍ରୀ ଶ୍ରୀମତୀ ଜୟନ୍ତୀ ମହାନନ୍ଦିଆ, ପ୍ରଫୁଲ୍ଲ ମାଣ୍ଡାଙ୍ଗି, ଜିତୁ…

ବାଲେଶ୍ୱର ପୌରପାଳିକାରେ ଆରମ୍ଭ ହେଲା ଡେଥ୍ ଭ୍ୟାକେନ୍ସି ଭତ୍ତା ବଣ୍ଟନ: ପ୍ରାୟ ୨୦୦ ହିତାଧିକାରୀ ଉପକୃତ ହେବେ

ବାଲେଶ୍ୱର, ୨୫/୭: ଅଭାବୀ ପରିବାରକୁ ସହାୟତାର ହାତ ବଢ଼ାଇବା ଲକ୍ଷ୍ୟରେ ବାଲେଶ୍ୱର ପୌରପାଳିକା ପକ୍ଷରୁ ଶାରୀରିକ ଅକ୍ଷମ ଓ ବିଧବା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଆଗାମୀ ଗୁରୁବାର ପର୍ଯ୍ୟନ୍ତ ଚାଲିବ ବୋଲି ପୌରପାଳିକା…

ଉଦଯାପିତ ହେଲା ‘ମଣିମା’ ସମୂହ ଚିତ୍ରକଳା ପ୍ରଦର୍ଶନୀ : ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ କଳାକାରର ପରିଚୟ…

ବାଲେଶ୍ଵର, ୨୫/୭(କୃଷ୍ଣ କୁମାର ମହାନ୍ତି) : ସମ୍ବଲପୁରର ଗୌରୀଶଙ୍କର ପାର୍କ ସ୍ଥିତ ଓଡିଶା ଲଳିତ କଳା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଆୟୋଜନ ହୋଇଥିବା ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କ ସମୂହ ଚିତ୍ରକଳା ପ୍ରଦର୍ଶନୀ 'ମଣିମା' ଉଦଯାପିତ ହୋଇଯାଇଛି। ବିଶିଷ୍ଟ ଚିତ୍ରଶିଳ୍ପୀ…