Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ପଦ୍ମପୁର ସେବାଶ୍ରମରେ ବିପଦଜନକ ସ୍ଥିତି : ପାଠପଢା ବଦଳରେ ନିର୍ମାଣ କାର୍ଯ୍ୟ ପାଇଁ ଛାତ୍ରୀଙ୍କ ମୁଣ୍ଡରେ ଇଟା ଓ ମାଟି…
ଗଜପତି 27/7(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ସେବାଶ୍ରମରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ବିପଦଜନକ ସ୍ଥିତିରେ ଥିବା ସାମ୍ନାକୁ ଆସିଛି । ଏକ ସେବାଶ୍ରମରେ ଛାତ୍ରୀମାନଙ୍କୁ ପାଠପଢା ବଦଳରେ ନିର୍ମାଣ କାର୍ଯ୍ୟ ପାଇଁ ସେମାନଙ୍କ ମୁଣ୍ଡରେ ଇଟା ଓ ମାଟି ବୁହା ଯିବା ଏକ ଦୁଃଖଦ ଦୃଶ୍ୟ ଲୋକଲୋଚନକୁ ଆସିଛି…
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ରାଜ୍ୟସାରା ଆନ୍ଦୋଳନ କରାଯିବ : କିଷାନ କଂଗ୍ରେସ ସଭାପତି ଅଭୟ…
ଗଜପତି 27/7(ଗଜପତି):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଅଧ୍ୟକ୍ଷ ଅଭୟ କୁମାର ସାହୁ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ…
ତାମୁଳିଆ ଉଡ଼ନ୍ତା ପୋଲ ମରାମତି ଦାବି ହେଲା ଜୋରଦାର: କାମ ନହେଲେ ଧାରଣା ଦେବାର ଚେତାବନୀ ଦେଲା ଆଞ୍ଚଳିକ ସୁରକ୍ଷା ମଞ୍ଚ
ବାଲେଶ୍ୱର, ୨୭/୦୭ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ମହକୁମାକୁ ସଂଯୋଗ କରୁଥିବା ଜିଲ୍ଲା ମୁଖ୍ୟ ସଡ଼କ ଉପରେ ତାମୁଳିଆ ଠାରେ ଥିବା ଉଡ଼ନ୍ତା ପୋଲର ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ପୋଲର ତୁରନ୍ତ ମରାମତି ଦାବି କରି ଆଞ୍ଚଳିକ…
ବାଲିଆପାଳରେ ତୃଣମୂଳ ସ୍ତରରେ କର୍କଟ ରୋଗ ଚିହ୍ନଟର ଅଭିନବ ପଦକ୍ଷେପ: ରିସପ୍ରୋ ହେଲଥ୍ ଓ ଯୁବ ବିକାଶର ମିଳିତ ଉଦ୍ୟମରେ…
ବାଲେଶ୍ୱର, ୨୭/୦୭ (କୃଷ୍ଣ କୁମାର ମହାନ୍ତି): ଗ୍ରାମାଞ୍ଚଳରେ କର୍କଟ ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ଦ୍ୱାରରେ ପହଞ୍ଚାଇବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଞ୍ଚାୟତରେ ଏକ ଅଭିନବ ମଡେଲ୍ ସ୍ୱାସ୍ଥ୍ୟ ଶିବିରର…
ଖଇରାରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନଶୁଣାଣି: ୧୦୯ ଅଭିଯୋଗ ମଧ୍ୟରୁ ୧୩ଟିର ତତ୍କାଳୀନ ନିଷ୍ପତ୍ତି
ବାଲେଶ୍ୱର,୨୭/୦୭(କୃଷ୍ଣ କୁମାର ମହାନ୍ତି): ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିଲା।
ସୋମବାର ପୂର୍ବାହ୍ନ ୧୦ଟାରେ ବାଲେଶ୍ୱର ଜିଲ୍ଲା ଖଇରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଅନୁଷ୍ଠିତ…
ରେଳ ସେବା ଉପରେ ଲଗାଣ ବର୍ଷାର ପ୍ରଭାବ
ରାୟଗଡ଼ାରୁ (ଭି ଗୌରୀଶଙ୍କର ରାଓ): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବ ରେଳ ସେବା ଉପରେ ମଧ୍ୟ ପଡ଼ିଛି। ରାୟଗଡ଼ା ଜିଲ୍ଲାର ଟିକିରି ଏବଂ ରାଉଳି ଷ୍ଟେସନ ମଝିରେ ରେଳ ଟ୍ରାକ୍ ଜଳମଗ୍ନ ହୋଇଯାଇଛି।
ଟ୍ରାକ୍ ଉପରେ ପ୍ରାୟ ୩ ଫୁଟର ପାଣି ପ୍ରବାହିତ ହେଉଥିବା…
ମାଲକାନଗିରି-ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ: କ୍ଷତିପୂରଣରେ ପାତରଅନ୍ତର ନେଇ ବିଜେଡିର କ୍ଷୋଭ, ଜୟପୁର ଚାଷୀଙ୍କୁ ଉଚିତ…
ଜୟପୁର,୨୬/୭(ଏ.ଭେଙ୍କଟ ରାଓ): ମାଲକାନଗିରି, ଜୟପୁର ଏବଂ ନବରଙ୍ଗପୁର ରେଳ ପ୍ରକଳ୍ପକୁ ସ୍ଥାନୀୟ ଜନସାଧାରଣ ଓ ନେତୃବୃନ୍ଦ ସ୍ବାଗତ କରିଛନ୍ତି। ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ସ୍ବପ୍ନର ପ୍ରକଳ୍ପ ଦ୍ୱାରା ଅଞ୍ଚଳରେ ରେଳ ସଂଯୋଗ ବୃଦ୍ଧି ପାଇବା ସହ ବିକାଶ ଆଶା କରାଯାଉଛି। ମାତ୍ର ଏହି…
ନୂତନ ଥାନାଅଧିକାରୀଙ୍କୁ ଶୁଭେଚ୍ଛା
ଦଶରଥପୁର,ତା୨୭ /୭(ନି.ପ୍ର): ଦଶରଥପୁର ବ୍ଲକର ମଙ୍ଗଳପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଭୁବନ ମୋହନ ସେଠି ଙ୍କୁସୋମବାର ଯାଜପୁର କଂଗ୍ରେସ କମିଟିର ମୁଖପାତ୍ର ସାଗର ରଞ୍ଜନ ପରିଡ଼ା ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।…
ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣି ର ସୂଚନା
ସମ୍ବଲପୁର, ତା ୨୭/୦୭/୨୬ରିଖ ଏତତ୍ ଦ୍ଵାରା ଜଣାଇ ଦିଆଯାଉଛି କି ସମ୍ବଲପୁର ଜିଲ୍ଲାରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରା ମିଳିତ ଭାବେ ଆସନ୍ତା ଅଗଷ୍ଟ ମାସରେ ବିଭିନ୍ନ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏହି ଶୁଣାଣି ଅଗଷ୍ଟ ୦୩ ତାରିଖରେ ମାନେଶ୍ୱର ପଞ୍ଚାୟତ…
ରେଢ଼ାଖୋଲ ବ୍ଲକରେ ଜନ ଅଭିଯୋଗ ଶୁଣାଣି
ସମ୍ବଲପୁର :ତା୨୭/୦୭/୨୬ ରିଖ ଆଜି ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମ୍ବଲପୁର ଏବଂ ଏସ.ପି ସମ୍ବଲପୁର ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା | ମୋଟ ୧୩୨ ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୧୧୪ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୮ ଟି…