Browsing Category

ଜିଲ୍ଲା

ଫଳକ ଲଗାଇ ଲୁଟି ନେଲେ ଦେଢ଼ ଲକ୍ଷ ଟଙ୍କା

ଭୋଗରାଇ: ୧୩/୯:  ଗାଁକୁ ଭଲ ରାସ୍ତା ନଥିବାରୁ ବାରମ୍ୱାର ଅଭିଯୋଗ କଲେ ଗ୍ରାମ ବାସୀ। ଆଉ ଏପଟେ ୫ ବର୍ଷ ଧରି ରାସ୍ତା ନିର୍ମାଣକୁ ନେଇ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଗଲା। ହେଲେ କାମ କିନ୍ତୁ ଶୂନ। କେବଳ  ଫଳକ ଲଗାଇ ଦେଢ଼ ଲକ୍ଷ ଟଙ୍କା ଚଳୁ କରିଦେଲେ। ଏମିତିକି ଲାଗିଥିବା ଫଳକ ଏବେ…

ଓଡ଼ଗାଁରେ ମେଢ଼ ପ୍ରତିଯୋଗିତା

ଓଡ଼ଗାଁ : ୧୩/୦୯(ନି.ପ୍ର)-କରୋନା ପ୍ରଭାବରୁ ଦୀର୍ଘ ଦୁଇବର୍ଷ ପରେ ଓଡ଼ଗାଁ ଛାମୁସାହିସ୍ଥିତ ଶ୍ରୀ ଶ୍ରୀ ଭାଗବତ ଜୀଉଙ୍କ ଜନ୍ମୋତ୍ସବ ଉପଲକ୍ଷେ ଗତକାଲି ସାହିମେଢ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ଛାମୁସାହି,ଓଡ଼ିଆ ସାହି,କଦମ୍ବ ବଜାର, ପାଟଣାସାହି,ପାଇକସାହି ଓ ଗୋଲାନନାଙ୍କ…

ଜୁକେସନ୍ ରେ ପିଏଚ୍.ଡି

କଟକ, ତା.୦୯/୦୯: ଶ୍ରୀମତୀ ପ୍ରବୀଣା ପ୍ରିୟଦର୍ଶିନୀ ବେହେରା, ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏଜୁକେଶନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ଃ ଲଷ୍ମୀଧର ବେହେରାଙ୍କ ତତ୍ତ୍ୱାବଧାନରେ "TEACHING EFFICIENCY, ACCOUNTABILITY AND LEADERSHIP ROLE OF SECONDARY SCHOOL…

ଦଳିତ ଝିଅ କୁ ପ୍ରେମ ଜାଲରେ ଫସାଇ ପରେ ପ୍ରତାରଣା କରି ଛାଡ଼ିଦେଇଛନ୍ତି, ପ୍ରେମିକ ଦୀପକ

ଭଦ୍ରକ : ଏକ ଦଳିତ ବର୍ଗର ଝିଅକୁ ପ୍ରେମ ଜାଲରେ ଫସେଇ ଶାରିରୀକ ସମ୍ପର୍କ ରକ୍ଷି ବିବାହର ପ୍ରଲୋଭନ ଓ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଜଣେ ଉଚ୍ଚ ଜାତିର ପୁଅ ଓ ତାଙ୍କ ପରିବାର ଲୋକଙ୍କ ନାମରେ ଧାମରା ମେରାଇନ ଥାନାରେ ଏକ ମାମଲା ୩ ମାସରୁ ଉର୍ଦ୍ଧ ହେଲାଣି । କିନ୍ତୁ ମୁଦାଲା ମାନଙ୍କୁ…

ଚାଷୀଙ୍କୁ ନେଇ ରାଜନୀତି କଲେ ରାଜନେତା: ହଇରାଣ ହେଲେ ଜନତା,

ସଇଁନ୍ତଲା : ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବିଭିନ୍ନ ପଞ୍ଚାୟତର ଚାଷୀମାନେ ଗତ ୨୦୨୧ ମସିହାରେ ଫସଲବୀମା ଟଙ୍କା ପାଇବାରୁ ବଞ୍ଚିତ ହେବା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ଶତାଧିକ ଚାଷୀମାନେ…

ଅବ୍ୟବସ୍ଥାରେ ରଙ୍କାଳ ରଘୁନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ! ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କର୍ତ୍ତୃପକ୍ଷଙ୍କ…

କେନ୍ଦ୍ରାପଡ଼ା : ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ରଙ୍କାଳ - ରଘୁନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ଭିତରେ ଚାଲିଥିବାରୁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ଗତ ଶନିବାର 10th September 2022…

ଆଦିବାସୀଙ୍କ ନିଆରା ଜାନ୍ତାଳ ପର୍ବ

ନୂଆ ଫସଲ ଅମଳ ପରେ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିବାର ପରମ୍ପରା ଆମର ବହୁ ପ୍ରାଚୀନ କାଳରୁ ଚାଲି ଆସିଛି । ବିଶେଷ କରି ଆଦିବାସୀ ସମାଜରେ ବେଶ ଭକ୍ତି ଓ ଆନନ୍ଦ ସହ ଏଭଳି ଅନେକ ପର୍ବ ପାଳନର ନଜିର ରହିଛି । ଏଭଳି ଏକ ପର୍ବ ହେଉଛି ମୟୂରଭଞ୍ଜ ଜିଲ୍ଲା ଜାମଦା କଇଁପୁର ଗାଁରେ ପାଳନ କରଯାଉଥିବା…

ସୁବର୍ଣ୍ଣପୁର ଜିଲ୍ଲାରେ ରେ ସିଡୁଲ ରେଟ ଟେ ଟେଣ୍ଡର ପକେଇବାକୁ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ନିଷ୍ପତ୍ତି । ଏକ କୋଟି…

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ସୋନପୁର ଡାକବଙ୍ଗଳା ଠାରେ ଜିଲ୍ଲା ଠିକାଦାର ସଙ୍ଘ ର ପୂର୍ବତନ ସାଧାରଣ ସମ୍ପାଦକ କୁଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲା ଠିକାଦାର ସଙ୍ଘ ର କମିଟି ପୁନର୍ଗଠନ ହୋଇଛି…

ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ଭାରି ମାତ୍ରାରେ ବେନିୟମ ଗଛିତ ବାଲି ତଥା ବାଲି ଭର୍ତ୍ତି ଗାଡି ଜବତ- ୨…

ସୁବର୍ଣ୍ଣପୁର :ସୁବର୍ଣ୍ଣପୁରଜିଲ୍ଲା ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦେଶରେ ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ସୋନପୁର ଦ୍ୱାରା ଆଜି ସକାଳେ ସୋନପୁର ତହସିଲ ଅନ୍ତର୍ଗତ ଖାରୀ ରାଜସ୍ବ ନିରୀକ୍ଷକ ମଣ୍ଡଳ ବାଲିଟିଗିରି ଠାରେ ଭାରି ମାତ୍ରାରେ ବେନିୟମ ଗଛିତ…

ଓଡ଼ିଶା ନାରୀସଂଘର ପରିବେଶ ପରାମର୍ଶ କେନ୍ଦ୍ର ପକ୍ଷରୁ ପ୍ରତିଯୋଗୀତା

ମହିଳା ଏବଂ ଶିଶୁମାନଙ୍କର ବିକାଶ ଘଟିଲେ ହିଁ ସମାଜ, ରାଜ୍ୟ ତଥା ଦେଶର ବିକାଶ ସମ୍ଭବ ହେବ । ଏହି ଉକ୍ତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଓଡ଼ିଶା ନାରୀସେବା ସଂଘର ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ମହିଳା ଏବଂ ଶିଶୁମାନଙ୍କ…