Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଅନାମବନ୍ଧୁ ଧଳଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ ।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ଅନାମବନ୍ଧୁ ଧଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଶ୍ରଦ୍ଧାଞ୍ଜଳୀ ପ୍ୟାଲେସ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନାମବନ୍ଧୁ ଧଳ ସ୍ମୃତି ତରଫରୁ ଆୟୋଜିତ ଏହି ସ୍ମୃତି ସଭାରେ ବରିଷ୍ଠ ନେତା ଭଜ କୃଷ୍ଣ ରାଉତ ସଭାପତିତ୍ୱ…
ଶୋଷ ମେଣ୍ଟାଉଛି ପ୍ରଦୂଷିତ ନଦୀପାଣି
ବରୀ: ବରୀ ବ୍ଲକ ବୋଦୁଅ ପଞ୍ଚାୟତର ୪ଟି ୱାର୍ଡବାସୀ ଗତ କିଛିମାସ ହେବ ପାନୀୟଜଳ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଗତ ୩ ମାସ ହେବ ନଦୀପାଣିକୁ ପାନୀୟଜଳ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଲକ୍ଷାଧିକ ଟଙ୍କା ବ୍ୟୟବରାଦରେ ଲୋକମାନଙ୍କ…
ଜଳିଗଲା ଆଳୁ ବୋଝେଇ ଟ୍ରକ୍
ବସ୍ତା-୨/ଦରଡ଼ା/ଗାନ୍ଧିଛକ: ୬୦ ନଂବର ଜାତୀୟ ରାଜପଥର ଗୁଡ଼ିଖାଳ ନିକଟରେ ଆଜି ମଧ୍ୟାହ୍ନରେ ଏକ ଆଳୁ ବୋଝେଇ ଟ୍ରକ୍ ଜଳି ଯାଇଛି। ଡବ୍ଲୁବି୩୩ସି-୬୩୫୩ ନମ୍ବର ଆଳୁ ବୋଝେଇ ଟ୍ରକ ପଶ୍ଚିମବଙ୍ଗରୁ ବାଲେଶ୍ବର ଅଭିମୁଖେ ଆସୁଥିବା ବେଳେ ଗୁଡ଼ିଖାଳ ନିକଟରେ ହଠାତ୍ ଚକା ଫାଟି ଯାଇଥିଲା। ଫଳରେ…
ସ୍କୁଲ ଆସିଲେନି ଶିକ୍ଷକ, ବାହାରେ ବୁଲିଲେ ଛାତ୍ରଛାତ୍ରୀ
ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କୁହୁଡ଼ି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୩୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି। ହେଲେ ଚଉଦ ଦିନ ହେବ ସ୍ଥାୟୀ ଶିକ୍ଷୟିତ୍ରୀ ଜଣେ ଛୁଟିରେ ଯିବା ଫଳରେ ଏହି ସ୍କୁଲକୁ ଆଜି ଜଣେ ଶିକ୍ଷକ ତ କାଲି ଆଉଜଣେ ଶିକ୍ଷକ ବଦଳି କରି…
କଟକ ପୌର ନିଗମର ଷଷ୍ଠ କାଉନସିଲ ବୈଠକରେ କଳା ପତାକା ପ୍ରଦର୍ଶନ
କଟକ: କଟକ ପୌର ନିଗମର ଷଷ୍ଠ କାଉନସିଲ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବିରୋଧୀ ଓ ଶାସକ କର୍ପୋରେଟରଙ୍କ ମଧ୍ୟରେ ଜୋରଦାର ହୋହଲ୍ଲା, ଧାରଣା, କଥା କଟାକଟି ଦେଖିବାକୁ ମିଳିଥିଲା। ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ୪ଟି ପ୍ରସଙ୍ଗକୁ ନେଇ…
ବସ୍ତା ବିଧାୟକଙ୍କୁ ଧମକପୂର୍ଣ୍ଣ କଲ୍ ମାମଲା: ୨ ଯୁବକଙ୍କୁ ଉଠାଇନେଲା ପୁଲିସ
ବାଲେଶ୍ବର: ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଧମକପୂର୍ଣ୍ଣ କଲ୍ ମାମଲାରେ ଯାଜପୁର ଦୁଇ ଜଣଙ୍କୁ ଉଠାଇନେଇଥିବାର ଖବର ମିଳିଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ସାଇବର ଥାନା ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାଇବର ଥାନା ପୁଲିସ ଯାଜପୁର ମଙ୍ଗଳପୁର…
ପରଲୋକରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳ
ବରଗଡ଼: ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ବାଳ ଆଉ ନାହାନ୍ତି। ବୁଧବାର ଭୋର୍ସମୟରେ ୬୯ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ସ୍ବର୍ଗତ ବିଶ୍ବାଳ ସାରା ପଶ୍ଚିମ ଓଡ଼ିଶାରେ…
ପୁରୀ ଜିଲ୍ଲାର ଗୋପ ବ୍ଲକରେ ଶୌଚାଳୟ ନିର୍ମାଣ ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ।
ଭୁବନେଶ୍ୱର: ସ୍ବଚ୍ଛ ଭାରତ ମିଶନ ଅଧୀନରେ ପୁରୀ ଜିଲ୍ଲାର ଗୋପ ବ୍ଲକରେ ଶୌଚାଳୟ ନିର୍ମାଣ ହୋଇଥିଲା। ହେଲେ ଏହି ଶୌଚାଳୟ ନିର୍ମାଣ କେବଳ କାଗଜ କଲମରେ ହୋଇଥିବା ବେଳେ ବାସ୍ତବ ସ୍ଥିତି ଓଲଟା ବୋଲି ଅଭିେଯୋଗ ହୋଇଥିଲା। ଏହି ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ।…
କୋଭିଡ ସମୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ ।
ଭୁବନେଶ୍ୱର : ଛୋଟ ପିଲାମାନଙ୍କର କୁପୋଷଣ ଦୂର କରିବାକୁ କୋଭିଡ ସମୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ । କୋଭିଡ୍ ସମୟରେ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ରାସନ ଯୋଗାଇ ଦିଆଯାଉଥିଲା। ଏହାରି ଉପରେ ରିପୋର୍ଟ…
ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ସବୁଜ ମିଶନ ସେବା ।
କଟକ : କଟକ ସଦର ବ୍ଲକ ୪୨ ମୌଜା,ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଶ୍ରୀରାମ ରେ ଅବସ୍ଥିତ ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଓ ଭାଗବତ ଜନ୍ମ ଅବସରରେ ଏକ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ଉଦ୍ୟମ ଓ…