Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
କେନ୍ଦ୍ରମନ୍ତ୍ରୀଙ୍କୁ ସ୍କୁଲ୍ର ଅବ୍ୟବସ୍ଥା ବଖାଣିଲେ କୁନି ଛାତ୍ର
ପୁରୀ : ଖେଳିବାକୁ ପଡ଼ିଆ ନାହିଁ। ମଧ୍ୟାହ୍ନ ଭୋଜନ ଖାଇବାକୁ ଘରଟିଏ ନାହିଁ। ସେଇ କ୍ଲାସ୍ରୁମ୍ରେ ପଢ଼ୁଛୁ, ସେଇଠି ଖାଉଛୁ ଆଉ ଖେଳୁଛୁ। ଲେବଲ କ୍ରସିଂ ବନ୍ଦ ଯୋଗୁ ଦେଢ଼ କିଲୋମିଟର ବୁଲିବୁଲି ସ୍କୁଲ୍ ଆସୁଛୁ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଆଗରେ ନିଜ ସ୍କୁଲ୍ର ଅବ୍ୟବସ୍ଥା…
୩ ସପ୍ତାହ ହେଲା ସ୍ବାମୀ ଫେରାର୍, ଅସହାୟ ଅବସ୍ଥାରେ ପତ୍ନୀ ଓ ୭ ମାସର ଶିଶୁ
ସମ୍ବଲପୁର : ପତ୍ନୀ ଓ ୭ ମାସର ଶିଶୁ କନ୍ୟାକୁ ଅଜଣା ସହରରେ ଏକୁଟିଆ ଛାଡ଼ି ସ୍ବାମୀ ଚାଲିଯିବା ପରେ ଅସହାୟ ହୋଇ ପଡ଼ିଛନ୍ତି ମହିଳା। ଥାନାରେ ଏତଲା ଦେବାର ୧୫ ଦିନରୁ ଅଧିକ ବିତି ଯାଇଥିଲେ ବି ପୁଲିସ୍ ନା’ ସ୍ବାମୀକୁ ଖୋଜି ଆଣିଛି ନା’ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୁନି…
ଫାଣ୍ଡି ଭିତରେ ବେଆଇନ ବିବାହ! ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବେ କରାଇଲା ଦ୍ବିତୀୟ ବିବାହ
କେସିଙ୍ଗା : ପ୍ରଥମ ସ୍ତ୍ରୀ ଥିବାବେଳେ ଫାଣ୍ଡି ଭିତରେ ଦ୍ବିତୀୟ ବିବାହ! ଫାଣ୍ଡି ଅଧିକାରୀ ଜଣକ ତାଙ୍କ କର୍ମଚାରୀ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ନିଜେ ସତ୍ୟପାଠ ଭଳି ବିବାହ କରାଇଛନ୍ତି। ପୁଲିସର ଏହିଭଳି ଆଇନ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।…
ଅଶୋକା ବିଲ୍ଡକନ୍ ବିରୋଧରେ ଜନଅସନ୍ତୋଷ
ବରଗଡ଼ : ସମ୍ବଲପୁର-ଲୁହୁରାଚଟି ୫୩ ଜାତୀୟ ରାଜପଥ ନିର୍ମାଣ ଦାୟିତ୍ବରେ ଥିବା ଅଶୋକା ବିଲ୍ଡକନ୍ ବିରୋଧରେ ଜନଅସନ୍ତୋଷ ଦେଖାଦେଇଛି। ଗୁରୁବାର ବରାହଗୋଡ଼ା ଅଶୋକା ଟୋଲପ୍ଲାଜାଠାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବା ସହ ସମସ୍ତ ଯାନବାହନ ଟୋଲ ମୁକ୍ତ କରାଯାଇଥିଲା।
ଜାତୀୟ…
କ୍ରୀଡ଼ା ଜୀବନରୁ ଅବସର ନେଲେ ହକି ଅଲିମ୍ପିଆନ ନମିତା ଟପ୍ପୋ
ରାଉରକେଲା: ଏକ ଦଶନ୍ଧିର କ୍ରୀଡ଼ା ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭାରତୀୟ ମହିଳା ହକି ଦଳର ତାରକା ମିଡ୍ଫିଲ୍ଡର ଅଲିମ୍ପିଆନ ନମିତା ଟପ୍ପୋ। ପାନପୋଷ କ୍ରୀଡ଼ା ଛାତ୍ରାବାସରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ନମିତା କନିଷ୍ଠ, ବରିଷ୍ଠ ବର୍ଗରେ ଏକାଧିକ ମ୍ୟାଚ୍ ଖେଳିଥିବାବେଳେ ଭାରତୀୟ…
ହାତୀ ପାଇଁ ମଞ୍ଚାରେ କଟୁଛି ରାତି
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିଚାଲିଛି। ଗାଁରେ ପଶି ଫସଲ ନଷ୍ଟ ସହ ଘର ଭାଙ୍ଗୁଥିବା ହାତୀ ଏବେ ସହର ମୁହାଁ ହେଲାଣି। ଫସଲ ସୁରକ୍ଷା ସହ ଜୀବନରକ୍ଷା ପାଇଁ ଅନେକ ଲୋକ ଏବେ ମଞ୍ଚାରେ ରାତି କାଟୁଥିବା ଦେଖିବାକୁ ମିଳୁଛି।
କେନ୍ଦୁଝର ଜିଲ୍ଲାର ବିଭିନ୍ନ…
ପୂର୍ବତନ କଂଗ୍ରେସ ନେତା ସରୋଜ ଭଞ୍ଜଦେଓଙ୍କ ପରଲୋକ
ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ରାଜାସାହେବ ସରୋଜ କୁମାର ଭଞ୍ଜଦେଓ (୭୦)ଙ୍କ ଆଜି ଅପରାହ୍ନରେ ହୃଦ୍ଘାତରେ ପରଲୋକ ଘଟିଛି। ଏ ନେଇ ତାଙ୍କ ପୁଅ ଶିବେନ୍ଦ୍ର କୁମାର ଭଞ୍ଜଦେଓ ସୂଚନା ଦେଇଛନ୍ତି। କୁଶପଲ୍ଲୀସ୍ଥିତ…
ଦାଦନ ଚାଲାଣ ସନ୍ଦେହ: ଲଜରୁ ୮୦ ଲକ୍ଷ ଟଙ୍କା ଜବତ, ବାହାର ରାଜ୍ୟର ୭ ଜଣ ଅଟକ
ବଲାଙ୍ଗୀର/ କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି। ଏହାଛଡ଼ା ବାହାର ରାଜ୍ୟର ୭ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ବାହାର ରାଜ୍ୟର ୭ ଜଣ ଲୋକ…
ଓଟିଇଟି ପରୀକ୍ଷାରେ କପି ଘଟଣା: ମାଲକାନଗିରିର ୩ଟି କେନ୍ଦ୍ର ଅଯୋଗ୍ୟ ଘୋଷିତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାରେ ବ୍ୟାପକ କପି ହୋଇଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ଏହାକୁ ଅଯୋଗ୍ୟ ଘୋଷିତ କରିଛି।ମାଲକାନଗିରିରେ ହୋଇଥିବା ତିନୋଟି ସେଣ୍ଟରରେ ଓଟିଇଟି ପରୀକ୍ଷା ସଂପୂର୍ଣ୍ଣ ରୂପେ…
ପୋଖରୀରୁ ୩ ନବଜାତଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀରେ ତିନି ଗୋଟି ନବଜାତକ ଶିଶୁ ମୃତ ଅବସ୍ଥାରେ ଭାସୁଥିବାର ଦେଖିବାକୁ ମିଳିଛି। ମୃତ ଶିଶୁଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ଏବେ ସନ୍ଦେହ…