Browsing Category

ଜିଲ୍ଲା

ସୁବର୍ଣ୍ଣପୁର ସହରର ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ

ସୁବର୍ଣ୍ଣପୁର :  ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦେଶରେ ରେ ଆଜି ସୋନପୁର ସହର ସ୍ଥିତ ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲ ଗୁଡିକର ଆନୁସଙ୍ଗିକ…

ଜିଲ୍ଲାର କୃଷି ଓ କୃଷକ ଙ୍କ ସ୍ୱାର୍ଥ ନିମନ୍ତେ ପ୍ରଶାସନ ର କଡା ପଦକ୍ଷେପ ସାର ଓ କୀଟନାଶକ ଗୋଦାମ ସହ ଦୋକାନ ଗୁଡିକରେ…

ସୁବର୍ଣ୍ଣପୁର : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ତତ୍ୱାବଧାନରେ ରେ ଆଜି ଜିଲ୍ଲାର ବିନିକା ସହର ଓ ସିଂହୀଯୁବା ସ୍ଥିତ ବିଭିନ୍ନ ବିଭିନ୍ନ ସାର ଓ କୀଟନାଶକ ଗୋଦାମ ଓ ବିକ୍ରୟ କେନ୍ଦ୍ରରେ…

ଚଳିତ ବର୍ଷ ‘୨୦୨୨ ଦଶହରା ପୂଜା ଓ ମହାବଳି ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ l

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ '୨୦୨୨ ଦଶହରା ପୂଜା ଓ ମହାବଳି ଯାତ୍ରାର ବିଭିନ୍ନ ପୂଜା ଓ ବଳି ପର୍ବର ନିମନ୍ତେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉପଜିଲ୍ଲାପାଳ ତଥା କାର୍ଯ୍ୟ…

ସାଢ଼େ ୪ଲକ୍ଷରେ ଅଙ୍ଗନବାଡ଼ି ପଦ ନିଲାମ!

ଅନୁଗୁଳ : ଚାକିରି ଦାମ୍‌ ସାଢ଼େ ଚାରି ଲକ୍ଷ। ଗାଁକୁ ଅଗ୍ରିମ ଟଙ୍କା ଦିଅ, ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଚାକିରି କର। ଅନୁଗୁଳ ସହର ଉପକଣ୍ଠର ଏକ ଗାଁର ଅଙ୍ଗନବାଡି କର୍ମୀ ପଦ ପାଇଁ ଗାଁ ସଭାରେ ହୋଇଥିବା ଏପ୍ରକାର ମୂଲଚାଲ୍‌ ଚର୍ଚ୍ଚାର ବିଷୟ ହୋଇଛି। ସବୁଠାରୁ ମଜାଦାର୍‌ କଥା ହେଲା, ସାଢ଼େ…

ଜଳଯୋଗାଣର ବିଚିତ୍ର ସ୍ଥିତି, କାମରେ ଲାଗୁନି ଟାଙ୍କି, ପାଣିରେ ପଡ଼ୁଛି ଟଙ୍କା

ମାର୍ଶାଘାଇ: ମାର୍ଶାଘାଇରେ ପାନୀୟ ଜଳ ଯୋଗାଣର ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଛି। ହେଲେ, ଏହି ଟାଙ୍କି କାମରେ ଲାଗି ପାରୁନି। ଟାଙ୍କିକୁ ପାଣି ଉଠୁନି। ଜମପଡା ପାନୀୟଜଳ ପ୍ରକଳ୍ପ ସହିତ ବନ୍ଧକଟା (ଜରିଆବରେଇ)…

୩୦ ଲକ୍ଷ ଟଙ୍କାର ବାଲିକୁଦା ମିନି ଷ୍ଟାଡିୟମ୍‌ ଏବେ ଘାସବଣ

ମାଛଗାଁ : ବାଲିକୁଦା ବ୍ଲକର ୩୦ ପଞ୍ଚାୟତର ଯୁବପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ ଓ ଆବଶ୍ୟକ ପ୍ରଶିକ୍ଷଣ ନିମନ୍ତେ ଆମ୍ବଶାଳ ଠାରେ ଏକ ବିଜୁ ମିନି ଷ୍ଟାଡିୟମ ନିର୍ମାଣ ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୫/୧୨/୨୦୨୧ରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ସାଂସଦ ରାଜଶ୍ରୀ…

ବିଇଡି ପରୀକ୍ଷାର୍ଥୀଙ୍କୁ ଠକେଇ ଅଭିଯୋଗରେ ଫେରାର ଅଭିଯୁକ୍ତ ଗିରଫ

ଧର୍ମଶାଳା : ଆନ୍ଧ୍ର ବିଇଡି ପାସ୍‌ କରାଇଦେବାକୁ କହି ପରୀକ୍ଷାର୍ଥୀଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟି ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତକୁ ଧର୍ମଶାଳା ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଗଙ୍ଗାଧରପୁର ପଞ୍ଚାୟତ କଣିପାଟିଆ ଗ୍ରାମର ଅଭିଜିତ ଦାସକୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି।…

ସାଇବର ଠକାମିର ଶିକାର ହେଲେ ଯୁବତୀ: ବିବାହର ପ୍ରତିଶ୍ରୁତି ଦେଇ ୮ ଲକ୍ଷ ଟଙ୍କା ଲୁଟିନେଲେ ଠକ

କଟକ: ସାଇବର ଠକାମିର ଶିକାର ହେଲେ କଟକର ଜଣେ ଯୁବତୀ। ବିବାହର ପ୍ରତିଶ୍ରୁତି ଦେଇ ୮ ଲକ୍ଷ ଟଙ୍କା ଲୁଟିନେଲା ସାଇବର ଲୁଟେରା। ଏମିତି ଏକ ଘଟଣା ଘଟିଛି କଟକ ବିଡାନାସୀ ଅଞ୍ଚଳର ଜଣେ ଯୁବତୀଙ୍କ କ୍ଷେତ୍ରରେ। ଗତ କିଛି ମାସ ହେବ ଯୁବତୀ ଜଣକ ସ୍କଟ ଲ୍ୟାଣ୍ଡ ର ଜଣେ ଯୁବକ ଅହମଦ ଦାନିଏଲଙ୍କ ସହ…

ମାଡ଼ି ଆସୁଛି ଲମ୍ପିସ୍କିନ୍‌ ରୋଗ, ସୀମାନ୍ତରେ ସତର୍କତା ପାଇଁ ସରକାରଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା: ରାଜସ୍ଥାନ ଓ ଗୁଜରାଟରେ ଲମ୍ପିସ୍କିନ୍‌ ରୋଗ ଉଗ୍ରରୂପ ଧାରଣ କରୁଛି। ଏହି ରୋଗରେ ଗୋରୁଗାଈ, ମଇଁଷି ଓ ଛେଳିମେଣ୍ଢା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗ ଭୟଙ୍କର ଭାବରେ ସଂକ୍ରମିତ ହେଉଥିବାରୁ ରାଜ୍ୟ ସରକାର ଏଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା…

ଆଲକାଲାଇନ ସଏଲ ଫଙ୍ଗସ ସଂକ୍ରମିତ ବିଶ୍ବର ପ୍ରଥମ ବ୍ୟକ୍ତି ଖୋର୍ଧାରୁ ଚିହ୍ନଟ

ଭୁବନେଶ୍ବର : ଖୋର୍ଧାରୁ ଚିହ୍ନଟ ହୋଇଛି ‘ଆଲକାଲାଇନ ସଏଲ’ ଫଙ୍ଗସ ସଂକ୍ରମିତ ବିଶ୍ବର ପ୍ରଥମ ବ୍ୟକ୍ତି। ଏମ୍ସ ଭୁବନେଶ୍ବର ଡାକ୍ତରୀ ଦଳଙ୍କ ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସମୁଦ୍ର କୂଳରେ ଦେଖାଯାଉଥିବା ଘାସ ହେଲୋଫାଇଟରେ ଏହି ଫଙ୍ଗସ ଦେଖାଯାଏ। ପ୍ରଥମ ଥର ପାଇଁ ଏହି ଫଙ୍ଗସର…