Browsing Category

ଜିଲ୍ଲା

ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ

ବାଲୁଗାଁ: ଶନିବାର ସକାଳେ ବାଲୁଗାଁ ଏନଏସି ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ବାଲୁଗାଁ ଚିଲିକା କୁଳଠାରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯାନ ଆଜିଠାରୁ ଆସନ୍ତା ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀ…

ବାରବାଟୀରେ ଲିଜେଣ୍ଡ ଲିଗ୍ କ୍ରିକେଟ୍‌: ଦର୍ଶକଙ୍କ ପାଇଁ ୩୪ ହଜାର ଟିକେଟ ରହିଛି

କଟକ: ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୨୬ ତାରିଖରୁ ଲିଜେଣ୍ଡ ଲିଗ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । କ୍ରିକେଟରୁ ଅବସର ନେଇଥିବା ତଥା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଏହି କ୍ରିକେଟ ଲିଗର ୩ ଟି ମ୍ୟାଚ କଟକରେ ଅନୁଷ୍ଠିତ ହେବ । ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ମ୍ୟାଚ ଖେଳାଯିବ ବୋଲି ଓସିଏ…

ଭୁବନେଶ୍ୱର ପରେ ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ଶୋ

ପୁରୀ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ୱାରା ସୂର୍ଯ୍ୟ କିରଣ ଶୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ପ୍ରଦର୍ଶିତ କରାଯାଇଛି ଦୁଃସାହାସିକ ଓ…

ଫୁଲବାଣୀ କୋର୍ଟ ପରିସରେ ପେପର ଲେସ ଅଦାଲତ ଉଦଘାଟିତ

 ଫୁଲବାଣୀ : ଆଜି ତା ୧୭/୯/୨୦୨୨ ରିଖ ଶନିବାର ଦିନ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ କୋର୍ଟ ପରିସର ମଧ୍ୟରେ ପେପେର ଲେସ ଅଦାଲତ ଉଦଘାଟିତ ହୋଇଯାଇଛି। ଶ୍ରୀଯୁକ୍ତ ମାନ୍ୟବର ସୁପ୍ରିମ କୋର୍ଟ ବିଚାରପତି ଓଡିଶା ଆସି ଜୁଡିସିଆଲ ଏକାଡେମୀ କଟକ ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶାର…

ସରକାରୀ କର୍ମଚାରୀ ମାନ୍ୟତା ଦାବିରେ ପାଚିକା ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ : ବିଭିନ୍ନ ସମସ୍ୟାର ସମାଧାନ ପାଇଁ…

ଭୋଗରାଇ : ୧୭/୯: ଭୋଗରାଇ ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ସହାୟିକାମାଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭୋଗରାଇ ବିଡିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ।  ସ୍ୱଳ୍ପ…

ଜିଲ୍ଲାସ୍ତରୀୟ ବିଶ୍ଵ ରୋଗୀ ସୁରକ୍ଷା ଦିବସ ପାଳିତା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ବିଶ୍ଵ ରୋଗୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ…

ଉଲୁଣ୍ଡା ବନାଞ୍ଚଳରେ କଲରାପତରିଆ ବାଘ ମୃତ୍ୟୁ ଘଟଣା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ ଏକ କଲରାପତରିଆ ବାଘ ମୃତ୍ୟୁ ଘଟଣା ରେ ୬ ଗିରଫ ା ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଳ ଅନ୍ତର୍ଗତ ବାଘପାଲି ଗ୍ରାମ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଶିକାର ଘଟଣାରେ ୬ ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି ।…

ବାପା-ମା’ଙ୍କୁ ହରାଇ ଏବେ ବେସାହାରା: ଭାଇ, ଭଉଣୀଙ୍କୁ ସହାୟତା ପାଇଁ ଅଣ୍ଟା ଭିଡ଼ିଲେ ପୁରାତନ ଛାତ୍ର

ଜଗତସିଂହପୁର ଟାଉନ୍: ସୋନାଲି ଓ ଜ୍ଞାନଙ୍କ ବାପା ସ୍ବର୍ଗତ ଚିତ୍ତରଞ୍ଜନ ପ୍ରଧାନ। ଘର ଗାଲୁପଡ଼ାରେ। ୨୦୦୭ରେ ଏସଭିଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଲେଡିଜ୍ ହଷ୍ଟେଲ ଗେଟ୍ କାମ ଚାଲିଥିବା ବେଳେ ଏକ ଦୁର୍ଘଟଣାରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୁଏ। ସେଇ ଘଟଣାର ୧୫ ଦିନ ପରେ ଏସଭିଏମ୍ କଲେଜ…

ୱାର୍ଡେନ୍‌ଙ୍କ ନାଁରେ ନୋଟ୍‌ ଲେଖି ଛାତ୍ର ନିଖୋଜ, ସରାଙ୍ଗ ଇଞ୍ଜିନିୟରିଂ କଲେଜରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ପର୍ଜଙ୍ଗ : ସରାଙ୍ଗ ଇଞ୍ଜିନିୟରିଂ କଲେଜ ୱାର୍ଡେନ୍‌ଙ୍କ ନାମରେ ନୋଟ୍ ଲେଖି ଜଣେ ବି-ଟିକ୍‌ ଶେଷ ବର୍ଷ ଛାତ୍ର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଇଜିଆଇଟି କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ପର୍ଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି…

କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ

ପଟ୍ଟାମୁଣ୍ଡାଇ: କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ। ଏହି ଘଟଣା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଶାସନ ପଞ୍ଚାୟତର ଅରାଜି ବାବୁରୁ ଗାଁର ବାହାନା ଭୂୟାଁ ନଦୀକୂଳରେ ଶୌଚ ହେବା ସମୟରେ ଏକ କୁମ୍ଭୀର…