Browsing Category

ଜିଲ୍ଲା

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ…

ଭୁବନେଶ୍ୱରରେ ଉଦଘାଟିତ ହେଲା ସୁବର୍ଣ୍ଣlଶ୍ରୀ- ର ଭବ୍ୟ ଶୋ-ରୁମ

ସୁବର୍ଣ୍ଣପୁର : ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁବର୍ଣ୍ଣପୁର ର ଗୌରବମୟ କଳା ଓ ହସ୍ତ ଶିଳ୍ପର ଉତ୍ତରାଧିକାରୀ ହିସାବରେ ସୁବର୍ଣ୍ଣlଶ୍ରୀ ଆଉ ଗୋଟିଏ ପାହାଚ ଚଢି ଉତ୍ତମ ଗୁଣବତ୍ତା ର ଉତ୍ପାଦ ସହ ଜିଲ୍ଲାର ବୟନ ହସ୍ତ ତନ୍ତ ଓ ହସ୍ତ କଳା ର ନୂତନ…

ବାରଙ୍ଗପାଲିଆ କୁଳ ମହୋତ୍ସବର ୨ୟ ପ୍ରସ୍ତୁତି ବୈଠକ

ରତନପୁର (ନର୍ଲା):ନର୍ଲା ଅଦ୍ୟ ତା-୧୮.୦୯.୨୨ ରିଖ ରବିବାର ଦିବା ଘ.୧୧ ସମୟରେ ବାରଙ୍ଗପାଲିଆ କୁଳ ମହୋତ୍ସବର ୨ୟ ପ୍ରସ୍ତୁତି ବୈଠକ ଆମପଡ଼ା ନିବାସୀ ଶ୍ରୀ ଏକଲବ୍ଯ ପଧାନଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବରିଷ୍ଠ ଶିକ୍ଷାବିତ୍‌ କବି ଶ୍ରୀ କ୍ଷିତିପତି ପଧାନ ଅଧ୍ଯକ୍ଷତା…

ବୁଲାଷଣ୍ଢକୁ ବଞ୍ଚାଇବା ପାଇଁ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାର ସମୁଖୀନ ହୋଇଛି।

ଭଦ୍ରକ: ଟ୍ରେନ୍‌ ଲାଇନରେ ଯାଉଥିବା ଏକ ବୁଲାଷଣ୍ଢକୁ ବଞ୍ଚାଇବା ପାଇଁ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାର ସମୁଖୀନ ହୋଇଛି। ଭଦ୍ରକ-ଚରମ୍ପା ୧୧୮ ନମ୍ବର ଲେବଲ‌କ୍ରସିଂ ନିକଟରେ ଏକ ଷଣ୍ଢକୁ ଧକ୍କା ଦେଇ ହାୱଡା-ଭୁବନେଶ୍ବର ଜନଶତାଦ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି।…

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଡିଏମ୍ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ…

ଶାଳକାଠ ଚୋରାଚାଲାଣ ବେଳେ ବନବିଭାଗ ହାତରେ ଧରାପଡି ୨ଜଣ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନବିଭାଗ ପକ୍ଷରୁ ଏକ କାଠ ବୋଝେଇ ଗାଡ଼ି ସହ ଦୁଇଜଣ ଗିରଫ । ଉଲୁଣ୍ଡା ପଟରୁ ମହାନଦୀ ପାର ହୋଇ ଯାଉଥିବା ବେଳେ ବିନିକା ବନ ବିଭାଗ କର୍ମଚାରୀ ମାନେ ମହାନଦୀ ବ୍ରିଜ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଟାଟା ଏସି ଦୃତଗତିରେ ଆସୁଥିବା ଦେଖୀ…

ଟିଟିଲାଗଡ ସରକାରି ଡ଼ାକ୍ତରଖାନାରେ ଡ଼ାକ୍ତର ଏବଂ ଷ୍ଟାଫ କାର୍ଯ୍ୟ କରୁଛନ୍ତି ଚାପରେ ,

ଟିଟିଲାଗଡ :  ଟିଟିଲାଗଡ ସରକାରୀ ଡାକ୍ତରଖାନା ହେଉଛି ସହର, ଆଖପାଖ ଅଞ୍ଚଳ, ପଡୋଶୀ ଜିଲ୍ଳାର ରୋଗୀଙ୍କ ପାଇଁ ପ୍ରଥମ ଚିକିତ୍ସା କେନ୍ଦ୍ର, ଏଠାରେ ଯଦି ଚିକିତ୍ସା ହୋଇ ନ ପାରିବ ତାହାଲେ ବଲାଙ୍ଗିର ଜିଲ୍ଲା ମୂଖ୍ୟ ଡାକ୍ତରଖାନା ଅଥବା ବାହାରକୁ ଯାଆନ୍ତି ଚିକିତ୍ସା କରାଇବା ପାଇଁ।ଯେହେତୁ…

ଉଦଯାପିତ ହେଲା ଦିନିକିଆ ଭଳିବଲ ଟୁର୍ଣ୍ଣାମେଣ୍ଟ

 ଗଞ୍ଜାମ : ଦିଗପହଣ୍ଡି ବ୍ଲକର କଇଠଡା ପଞ୍ଚାୟତର ଓଡାସିଙ୍ଗି ଠାରେ ସ୍ଵର୍ଗତ ଏମ୍ ଦିବାନ ରେଡିଙ୍କ ସ୍ମୃତି ଉଦ୍ଧେଶ୍ୟରେ ଛାତ୍ର ସଙ୍ଘଠକ ଶ୍ରୀ ଗଣେଶ ରେଡି ଓ ଓଡାସିଙ୍ଗି ଯୁବକ ସଙ୍ଘର ମିଳିତ ସହଯୋଗରେ ଏକ ଦିନିକିଆ ଜିଲ୍ଲା ସ୍ଥରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଗତକାଲି ମଧ୍ୟ ରାତ୍ରୀରେ ଉଦଯାପିତ…

ବୁର୍ଲା ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲୋଜିର 5T ରେ ହେବ ରୂପାନ୍ତରିକରଣ. ମାଷ୍ଟରପ୍ଲାନ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି (VSSUT)ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । 2026ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ…

ଜାଲ ଶିକ୍ଷକ କିରଣ ଜେନା ଗିରଫ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରେ ଲୁଚିଛନ୍ତି ବହୁ ସଂଖ୍ୟକ ଜାଲ ଶିକ୍ଷକ ।

ଗଞ୍ଜାମ : ୧୭/୦୯) ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ବିରିପୁର ଗ୍ରାମର ଜାଲ ଶିକ୍ଷକ କିରଣ ଜେନାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ୨୦୧୯ ମସିହା ଠାରୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ବିଭିନ୍ନ ପର୍ଯ୍ଯାୟରେ ଜାଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ…