Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
କୁଜଙ୍ଗ ବ୍ଲକର ମଙ୍ଗରାଜପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୁକନ୍ୟା ମହୋତ୍ସବ ଅନୁଷ୍ଠିତ।
ଜଗତସିଂହପୁର: କୁଜଙ୍ଗ, ୨୧/୦୯/୨୦୨୨ ଆଜି ଅପରାହ୍ନ ୪ଟାରେ ମଙ୍ଗରାଜପୁର ପଞ୍ଚାୟତ ଗୃହରେ କଟକ ଦକ୍ଷିଣ ଡାକମଣ୍ଡଳ ଅଧୀନରେ ଥିବା କୁଜଙ୍ଗ ଉପ-ମଣ୍ଡଳ ତରଫରୁ ସୁକନ୍ୟା ସମୃଦ୍ଧି ମହୋତ୍ସବ ଅନୁଷ୍ଠିତ ହୋଇଥିଲା।କୁଜଙ୍ଗ ଉପମଣ୍ଡଳର ଡାକ ନିରୀକ୍ଷକ ଶ୍ରୀଯୁକ୍ତ ରଜନୀକାନ୍ତ ବାରିକ ସ୍ଵାଗତ ଅଭିଭାଷଣ…
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା- ବଦଳିଲେ ନବରଙ୍ଗପୁର ଅତିରିକ୍ତ ଏସପି
ନବରଙ୍ଗପୁର : ନବରଙ୍ଗପୁରର ବିବାଦୀୟ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଙ୍କର ବଦଳି ହୋଇଛି ।ଏସମ୍ପର୍କରେ ରେ ପୁଲିସ ମହାନିର୍ଦ୍ଦେଶକ ଏସ. କେ. ବଂଶଲ ଚିଠି ନମ୍ବର- ୨୧୮୧ ତା ୨୧.୯.୨୧ ରେ ଶ୍ରୀ ବେହେରା ଙ୍କୁ କଟକ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଏସ ପି ( କମୁନିକେସନ) ଭାବେ ବଦଳି କରିଛନ୍ତି…
ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ତହସିଲଦାର
ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ସୂଚନା ଅନୁସାରେ, ସୁନ୍ଦରଗଡ଼ର ଦୁଇଟି, ଡୁମାଵାହଲର ୪ଟି, ଲେଫ୍ରିପଡାର ଗୋଟିଏ ଓ ଟାଙ୍ଗରପାଲିର…
ଦିଲ୍ଲୀରେ ଦୁର୍ଘଟଣାଗ୍ରସ୍ତ ଦୁଇ ଭାଇଙ୍କୁ ବରୀ ବିଧାୟିକାଙ୍କ ସହାୟତା
ବରୀ: ତ୍ୟାଗ, ତପସ୍ୟା ଓ ସେବାର ଅନ୍ୟନାମ ହେଉଛି ରାଜନୀତି, ବିଧାୟିକା ତାହା କାର୍ଯ୍ୟରେ କରି ଦେଖାଇଛନ୍ତି, ମଣିଷ ପଣିଆର ନିଚ୍ଛକ ଉଦାହରଣ ସୃଷ୍ଟି କରିଛନ୍ତି । କଳାମାଟିଆ ପଞ୍ଚାୟତ କାଇପଡ଼ା ଗ୍ରାମର ଜୁଲୁ ଜେନା(୩୫), ମୁନା ଜେନା(୨୭) ଦିଲ୍ଲୀରେ ରହି କାମ କରନ୍ତି । ନିଜ ବଡ଼ବାପାଙ୍କ…
ବ୍ୟାଙ୍କ ଅଧିକାରୀ ସ୍ବାମୀଙ୍କୁ ଖୋଜୁଛନ୍ତି ଓକିଲ ପତ୍ନୀ
ବୌଦ୍ଧ: ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଜଣେ ମହିଳା ଧାରଣାରେ ବସିଛନ୍ତି। ସ୍ବାମୀ ଠିକ ସମୟରେ ଭରଣ ପୋଷଣ ଖର୍ଚ୍ଚ ଦେଉନଥିବା ଅଭିଯୋଗ କରିବା ସହ ସ୍ବାମୀଙ୍କ ସହ ଏକାଠି ରହିବା ଜିଦରେ ଅଟଳ ରହିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୧୯ ଏପ୍ରିଲ ୬ ତାରିଖରେ ପୁରୀରେ ଷ୍ଟେଟ…
ବ୍ଲକ କଳା ସାଂସ୍କୃତିକ ସଂଘ କାର୍ଯ୍ୟାଳୟ ଉଦଘାଟିତ
କନ୍ଧମାଳ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ସାଂସ୍କୃତି ବିଭାଗର ଅନୁମୋଦନ କ୍ରମେ ଫିରିଙ୍ଗିଆ ବ୍ଲକ କଳା ସାଂସ୍କୃତିକ ସଂଙ୍ଘର ଏକ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ…
ସୁଆଣ୍ଡୋ ଗ୍ରାମକୁ ବିଭିନ୍ନ ଅଧିକାରୀଙ୍କ ଗସ୍ତ
ସୁଆଣ୍ଡୋ: ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ସୋମବାର ରାଜ୍ୟ ସଂସ୍କୃତି ସଚିବ ମଧୁସୂଦନ ପାଢ଼ୀଙ୍କ ସହିତ ବିଭିନ୍ନ ପଦାଧିକାରୀ ମାନେ ଐତିହ୍ୟ ଗ୍ରାମରେ ପହଞ୍ଚି ଚାଲିଥିବା ଉନ୍ନୟନ ମୂଳକକାର୍ଯ୍ୟର ସମୀକ୍ଷା କରିଥିଲେ । ଜାନୁୟାରୀ ୨୬ ତାରିଖରେ ଐତିହ୍ୟ ଗ୍ରାମ୍ୟ…
ତେନ୍ତଳିଖୁଣ୍ଟି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର।
ନବରଙ୍ଗପୁର : ତା ୧୯/୦୯ ତେନତୁଳିଖୁଣ୍ଟି ପ୍ଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୫ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୦୯ ଗୋଟି ଗୋଷ୍ଠୀ ଗତ ହୋଇଥିବା…
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ଉପକୃତ ହୋଇ ଧନ୍ୟବାଦ ଜଣେଇଲେ ଅଟୋ ଚାଳକ
କେନ୍ଦ୍ରାପଡା : ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଡ଼ିଆବରାଇ ଗ୍ରାମପଂଚାୟତ ର କାମିନୀ କାନ୍ତ ସ୍ୱାଇଁ (ଅଟୋ ଚାଳକ )୧୦ ଦିନ ପୁର୍ବ ରୁ କୀଡୀନି ରୋଗରେ ଆକ୍ରାନ୍ତ ଥିଲେ ଏହି ଦୁଖଃଦ ସମୟରେ ସହଯୋଗର ହାତବଢ଼ାଇ ଥିଲେ ମାନ୍ୟବର ବିଧାୟିକାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଅଗରୱାଲା,…
କୁନି ବୈଜ୍ଞାନିକ ସମ୍ବର୍ଦ୍ଧିତ
କଣ୍ଟାମାଲ :-ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ଶ୍ରୀ ଜଗନ୍ନାଥ ଉଛବିଦ୍ୟାପୀଠ ର ଛାତ୍ରୀ ସ୍ୱରୁପା ପଲିଆ ଙ୍କ ପ୍ରୋଜେକ୍ଟ ମଲ୍ଟି ଏଜ ହାଇଟେକ ବେସିନ ଜାତୀୟ ସ୍ତରକୁ ମନୋନୀତ ହୋଇ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେଲାପରେ ଛାତ୍ରୀ ସ୍ୱରୂପାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ…