ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ଉପକୃତ ହୋଇ ଧନ୍ୟବାଦ ଜଣେଇଲେ ଅଟୋ ଚାଳକ

କେନ୍ଦ୍ରାପଡା : ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଡ଼ିଆବରାଇ ଗ୍ରାମପଂଚାୟତ ର କାମିନୀ କାନ୍ତ ସ୍ୱାଇଁ (ଅଟୋ ଚାଳକ )୧୦ ଦିନ ପୁର୍ବ ରୁ କୀଡୀନି ରୋଗରେ ଆକ୍ରାନ୍ତ ଥିଲେ ଏହି ଦୁଖଃଦ ସମୟରେ ସହଯୋଗର ହାତବଢ଼ାଇ ଥିଲେ ମାନ୍ୟବର ବିଧାୟିକାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଅଗରୱାଲା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ଏବଂ ମେଡିକାଲ ସହାୟକ ସଂଯଯୋକ ରଶ୍ମିରଞ୍ଜନ ପ୍ରଧାନ ସହଯୋଗ ରେ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ ଡାକ୍ତର ମାନଙ୍କର ଉର୍ନତ ଧରଣର ଚିକିତ୍ସା ଦ୍ୱାରା ଆଜି ସୁସ୍ଥ ହୋଇ ଶ୍ରୀଯୁକ୍ତ ଅଗରୱାଲାଙ୍କ ବାସଭାବରେ ସାକ୍ଷାତ କରିଥିଲେ, କାମିନୀକାନ୍ତ ପରିବାର ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଗରୱାଲା ଏବଂ ବିଜୁସ୍ୱାସ୍ଥ୍ୟ କାର୍ଡକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି,

Comments are closed.