ଉଦଯାପିତ ହେଲା ଦିନିକିଆ ଭଳିବଲ ଟୁର୍ଣ୍ଣାମେଣ୍ଟ

 ଗଞ୍ଜାମ : ଦିଗପହଣ୍ଡି ବ୍ଲକର କଇଠଡା ପଞ୍ଚାୟତର ଓଡାସିଙ୍ଗି ଠାରେ ସ୍ଵର୍ଗତ ଏମ୍ ଦିବାନ ରେଡିଙ୍କ ସ୍ମୃତି ଉଦ୍ଧେଶ୍ୟରେ ଛାତ୍ର ସଙ୍ଘଠକ ଶ୍ରୀ ଗଣେଶ ରେଡି ଓ ଓଡାସିଙ୍ଗି ଯୁବକ ସଙ୍ଘର ମିଳିତ ସହଯୋଗରେ ଏକ ଦିନିକିଆ ଜିଲ୍ଲା ସ୍ଥରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଗତକାଲି ମଧ୍ୟ ରାତ୍ରୀରେ ଉଦଯାପିତ ହୋଇଯାଇଛି

ଉଦଯାପିନୀ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଏମ୍ ନିରଞ୍ଜନ ରେଡି,ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ଯକ୍ଷା ପ୍ରତିନିଧି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ,କଇଠଡା ସରପଞ୍ଚ ପ୍ରତିନିଧି ଦେବ ହରି ଗୌଡ଼,ପଦ୍ମନାଭପୁର ସରପଞ୍ଚ ପ୍ରତିନିଧି ଶ୍ରୀ କ୍ରିଷ୍ନା ରାଓ ସୁବୁଦ୍ଧି,ଜକର ସରପଞ୍ଚ ପ୍ରତିନିଧି,ଗୌଡ଼ଗାଁ ସରପଞ୍ଚ ଆଦିତ୍ୟ ସାହୁ,ଗଡ଼ଗୋବିନ୍ଦ ପୁର ସରପଞ୍ଚ ରଞ୍ଜନ ସାହୁ,ସମାଜସେବୀ ଡଃ ପ୍ରଫୁଲ କୁମାର ପ୍ରଧାନ,ବିଶିଷ୍ଟ ବ୍ୟକ୍ତି ସୀମାଞ୍ଚଳ ରେଡି, ଯୁବନେତା ସରୋଜ ଜେନା, ବାସୁଦେବପୁର ସରପଞ୍ଚ ଶ୍ରୀ ଏମ୍ ସନ୍ତୋଷ,ପ୍ରମୁଖ ଉପସ୍ଥିତ ରହି ବିଜେତା ଦଳ Power Six ଓ ଉପବିଜେତା ଦଳ ଡେଙ୍ଗାପଦର କୁ ଟ୍ରଫି ଓ ପୁରସ୍କାର ରାଶି ଦେବା ସହିତ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ

Comments are closed.