Browsing Category

ଜିଲ୍ଲା

କୋଣାର୍କ ସୂର୍ଯ୍ୟମନ୍ଦିର: ୧୨୦ ବର୍ଷ ପରେ ଗର୍ଭଗୃହରୁ ବାହାରିବ ବାଲି

ପୁରୀ/ କୋଣାର୍କ : ଓଡ଼ିଆ ଜାତିର ଗୌରବର ପ୍ରତିବିମ୍ବ ତଥା ବିଶ୍ବର ସପ୍ତାଶ୍ଚର୍ଯ୍ୟରେ ସ୍ଥାନିତ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାହେବ ବାଲି। ସିଂହାସନରୁ ଫିଟିବ ମୁଖଶାଳାକୁ ବାଟ । ଖୋଲିବ ଗତ ୧୨୦ ବର୍ଷ ତଳର ରହସ୍ୟ। ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ପାଲଟିଛି ଭୂତକୋଠି

ରାୟଗଡ଼ା: ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ବନାନି, ସୁଉଚ୍ଚ ପର୍ବତମାଳା, ଜଳପ୍ରପାତ, ନଦନଦୀ, ଝରଣା ଭଳି ଅନେକ ପ୍ରାଚୁର୍ଯ୍ୟରେ ଭରପୂର ରାୟଗଡ଼ା ଜିଲ୍ଲା। ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମିକୁ ଆଉ ଦୁଇ ପାଦ ଆଗକୁ ନେଇଛି ନିୟମଗିରି ପାର୍ବତ୍ୟମାଳା, ବିରଳ ଜନଜାତି ଡଙ୍ଗରିଆ,…

ଏସ୍‌ସିବିରେ ବିଚିତ୍ର ସ୍ଥିତି

କଟକ: କଟକ ବଡ଼ ମେଡିକାଲ ୱାର୍ଡ ଭିତରେ ଏକ୍ସରେ ବେପାର କରୁଛନ୍ତି ଘରୋଇ ସଂସ୍ଥା। ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରର କର୍ମଚାରୀ ପୋର୍ଟେବୁଲ ଏକ୍ସରେ ଧରି ୱାର୍ଡରେ ବୁଲୁଛନ୍ତି। ୨ଶହ ଟଙ୍କା ନେଇ ଏକ୍ସରେ କରିବା ସହିତ ରୋଗୀଙ୍କୁ ଆଣି ୱାର୍ଡରେ ରିପୋର୍ଟ ବି ଦେଉଛନ୍ତି। ଏଥିପାଇଁ କେଉଁ…

ପୋଖରୀ ନିଲାମକୁ ନେଇ ପାଣିକୋଇଲିରେ ଉତ୍ତେଜନା

ପାଣିକୋଇଲି : ପାଣିକୋଇଲି ପଞ୍ଚାୟତରେ ଗୁରୁବାର ଦିନ ଅଳତିରି ବକ୍ସିରା ପୋଖରୀ ନିଲାମକୁ କେନ୍ଦ୍ରକରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଶେଷରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପାଣିକୋଇଲି ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଗଣ୍ଡଗୋଳ ପାଇଁ ଏଥର ମଧ୍ୟ ନିଲାମକୁ ବାତିଲ କରାଯାଇଛି।…

ଇଛା ମୃତ୍ୟ ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ଶଯ୍ୟାଶାୟୀ ବିଜୟ

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ବରୁଣସିଙ୍ଗ ଅଂଚଳର ବିଜୟ ଜେନା। ୨୦୧୮ ମସିହାରେ ଏକ ରାସ୍ତା ଦୁର୍ଘଟଣାରେ ନିଜର ମେରୁଦଣ୍ଡରେ ଆଘାତ ଯୋଗୁଁ ଶଯ୍ୟାଶାୟୀ ହୋଇ ଲୋକଙ୍କ ସାହାଯ୍ୟରେ ଚିକିତ୍ସା ହେଉଥିଲେ। ଛାତି ପାଖରୁ ଗୋଡ଼ ଯାଏ ‌କୌଣସି ଅଙ୍ଗପ୍ରତ୍ୟଙ୍ଗ ଠିକ୍ ଭାବରେ କାମ କରୁ ନ ଥିଲା। ଗରିବ ଘରର…

ମୋବାଇଲ୍‌ରେ ଗପି ଜନନୀ ଏକ୍ସପ୍ରେସ୍‌ ଗଛକୁ ପିଟିଲା ଡ୍ରାଇଭର୍‌

ଜଗତସିଂହପୁର ଟାଉନ୍: ଜଣେ ଆସନ୍ନପ୍ରସବା ବୋହୂକୁ ଧରି ୧୦୨ ଆମ୍ବୁଲାନ୍ସରେ ହସ୍ପିଟାଲ ଅଭିମୁଖେ ଯାଉଥିବା ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାସ୍ତାକଡ଼ର ଏକ ଗଛରେ ପିଟି ହୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁତର ଅବସ୍ଥାରେ ଗର୍ଭବତୀ ଓ ତାଙ୍କ ଶ୍ବଶୁର ଅଳ୍ପକେ ବର୍ତ୍ତି…

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ, ସାମିଲ୍‌ ହେଲେ ୩ ଟିମ୍‌

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାର ମଠଆଡିଆ, ଦୁର୍ଗାପ୍ରସାଦଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଇବା ସହ ବସା କରି…

ନାଲ୍‌କୋ ସ୍ମେଲଟରରେ ପୋଡ଼ାହେଲା ଗଞ୍ଜେଇ

ଅନୁଗୁଳ : ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ଆଜି ୬ କୁଇଣ୍ଟାଲ ଗଞ୍ଜେଇ ଜାଳି ଦିଆଯାଇଛି। ୨୦୧୪ରେ ଛେଣ୍ଡିପଦା ଥାନା ପୁଲିସ ଏହି ଗଂଜେଇକୁ ଜବତ କରିଥିଲା। ଏହି ଗଂଜେଇକୁ ନଷ୍ଟ କରିବା ସମୟରେ ପ୍ରଦୂଷଣ ରୋକିବା ପାଇଁ ନାଲ୍‌କୋ ସ୍ମେଲଟର ପଟ୍‌ଲାଇନ୍‌ର ଲାଡର୍‌ ସପ୍‌ ବିଭାଗରେ ଏହାକୁ ଜାଳି…

ରାୟଗଡ ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା 

ରାୟଗଡ: ଗୁଣପୁର ତା ୮/୦୯ ରିଖ ଦିନ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧ।ଦେଵ ସିଂ ଗୁଣପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଥିଲେ । ଗୁଣପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପହଁଚି ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ୪୨ ଟି…

ଓଡିଶା ଅଭିଭାବକ ମହାସଂଘର ସମ୍ପୂର୍ଣ ସାକ୍ଷରତା ଅଭିଯାନ ଆରମ୍ଭ, ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ l

ଭୁବନେଶ୍ୱର: ତା ୮/୦୯ ରିଖ l ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ସଦା ସର୍ବଦା ନିରନ୍ତର ପ୍ରୟାସ ଚାଲୁ ରଖିବା ସହ କାର୍ଯ୍ୟ ଜାରି ରଖିଛି ଓଡିଶା ଅଭିଭାବକ ମହାସଂଘ l ରାଜ୍ୟରେ ତିନି ବର୍ଷର ସମସ୍ତ ପିଲା ପାଠ ପଢିବେ, ଅଧାରୁ ପାଠ ପଢ଼ା ଛାଡୁଥିବା ସବୁ ପିଲାମାନେ ପୁଣି ସ୍କୁଲକୁ ଫେରି ପାଠ ପଢିବେ,…